ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ କିଏ ଚଳଚିତ୍ର ଦୁନିଆ ରେ ଅଭିନୟ କରି ବେସ୍ ଲୋକ ପ୍ରିୟ ତ ଆଉ କିଏ ଧାରାବାହିକ ଜଗତ ରେ ଅଭିନୟ କରି ବେଶ୍ ଲୋକ ପରିଚିତ ।
ଏହି ସମସ୍ତ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ବେଶ୍ ସକ୍ରୀୟ ରହି ଥାଆନ୍ତି ଓ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ମଧ୍ୟ ରୁହନ୍ତି କିଛି ଦୃଶ୍ୟ କୁ ନେଇ ।
ହଁ ବନ୍ଧୁ ତାହା ସୁଟିଂ ସେଟ ର ଦୃଶ୍ୟ ହେଉ ବା ନିଜ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ ହେଉ । ବର୍ତ୍ତମାନ୍ ସମୟ ରେ ଏହି କଥା ଟି କହିବା ର କାରଣ ହେଲା ଯେ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଧାରାବାହିକ ଜଗତ ର ଜଣେ ଲୋକ ପରିଚିତ ଅଭିନେତ୍ରୀ ।
ତାଙ୍କ ନାମ ହେଉଛି ସୁମନ ପଟ୍ଟନାୟକ ଯିଏ କି ବର୍ତ୍ତମାନ୍ ସମୟ ରେ ତାରିଣୀ ନାମ ରେ ସବୁଠି ବେଶ୍ ପରିଚିତ । ଆପଣ ମାନେ ଅଭିନେତ୍ରୀ ସୁମନ୍ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଅଭିନେତ୍ରୀ ସୁମନ ନିଜ ଜବରଦସ୍ତ ଅଭିନୟ ପାଇଁ ଆଜି ଓଡ଼ିଶା ଘର୍ ଘରେ ପରିଚିତ ହେବା ସହିତ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି ।
ଆପଣ ମାନେ ତାଙ୍କ ଅଭିନୟ ବହୁ ସାରା ଧାରାବାହିକ ରେ ଦେଖିଥିବେ । ଏହି ଅଭିନେତ୍ରୀ ଜଣକ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ତାରିଣୀ ଆଖି ରେ ତାରା ଧାରାବାହିକ ରେ ନଜର ଆସୁଥିଲେ , ମୂଖ୍ୟ ଅଭିନେତ୍ରୀ ଭାବେ ନଜର ଆସୁଥିଲେ । ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଏହି ଧାରାବାହିକ ରେ ଦେଖିଥିବେ ।
ଏହା ପୂର୍ବ ରୁ ସେ ସେ ଅନେକ ଲୋକ ପ୍ରିୟ ଧାରାବାହିକ ରେ ନଜର ଆସିଛନ୍ତି । ବନ୍ଧୁଗଣ ଗତକାଲି ଅଭିନେତ୍ରୀ ସୁମନ ଙ୍କ ଜନ୍ମ ଦିନ ହୋଇଥିଲା ଓ ଏହି ଜନ୍ମ ଦିନ ରେ ସୁମନ ନିଜ ବାପା ମା ଙ୍କ ସହ ମିଶି ନିଜ ଜନ୍ମ ଦିନ ଟି କୁ ବେଶ୍ ଧୁମ୍ ଧାମରେ ପାଳନ କରି ଥିଲେ । ସୁମନ ଙ୍କ ଜନ୍ମ ଦିନ ରେ ତୁଷାର ମଧ୍ୟ ନଜର ଆସିଥିଲେ , ବର୍ତ୍ତମାନ୍ ସମୟ ରେ ଏହାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।