Breaking News

ତିନିବର୍ଷ ହେଇଗଲା ଏବେ ତ ଆମ ସ୍ୱାମୀ-ସ୍ତ୍ରୀଙ୍କୁ ଖୁସିରେ ଛାଡିଦିଅ ..ମୁଁ ପଇସା ପାଇଁ ବାହା ହେଇନି : ପ୍ରିୟଙ୍କା (Priyanka) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ ହେବା ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି । ବେଳେ ବେଳେ କିଛି ଦୃଶ୍ୟ କୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କିଛି ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ କି ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରହିଛନ୍ତି , କିଏ ବିବାହ କରିବା ପରେ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରହିଛି ତ ଆଉ କିଏ ଆଉ କୌଣସି କାରଣ ପାଇଁ । ସେ ଯାହା ହେଉ ନା କାହିଁକି ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରହିଥିଲେ ମଧ୍ୟ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ।

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର କିଛି ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ କୌଣସି ଗତ କାରଣ ରୁ ସୋସିଆଲ ମିଡ଼ିଆ ରେ ତ୍ରୋଲ୍ ହୋଇଥାନ୍ତି ବହୁ ପରିମାଣ ରେ । ସମସ୍ତେ ଭିନ୍ନ ଭିନ୍ନ କାର୍ଯ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ଟ୍ରୋଲ ହୋଇ ଥାଆନ୍ତି । ବର୍ତ୍ତମାନ ସମୟ ରେ ଯେମିତି ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚା ରେ ରହିବା ସହ ଟ୍ରୋଲ ହୋଇ ଥାଆନ୍ତି ।

ଏହି ଅଭିନେତ୍ରୀ ଜଣକ ନିଜ ଜୀବନ ସାଥି ପାଇଁ ବେଶ୍ ଚର୍ଚ୍ଚା ରେ ରୁହନ୍ତି । କିଛି ବ୍ୟକ୍ତି ପ୍ରିୟଙ୍କା ଏବଂ ତାଙ୍କ ସ୍ବାମୀ ଙ୍କ ଯୋଡ଼ି ଭଲ ଲାଗୁ ନାହିଁ ବୋଲି କହୁଛନ୍ତି ଓ ତାହା ସହିତ ପ୍ରିୟଙ୍କା ଟଙ୍କା ଲୋଭ ରେ ବିବାହ କରିଛନ୍ତି ବୋଲି ସେ କହିଛନ୍ତି ଏହାକୁ ନେଇ ପ୍ରିୟଙ୍କା ଅନେକ ଥର ନିଜ ପ୍ରତିକ୍ରିୟା ରଖିବା ପରେ ବର୍ତ୍ତମାନ ସମୟ ରେ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି ।

କହି କହି ୩ ବର୍ଷ ହେଇ ଗଲାଣି ସେ ଥକି ଗଲେଣି ସେ ଆଉ କାହାକୁ କିଛି କହିବେ ନାହିଁ ବୋଲି କହିଛନ୍ତି । କିଏ କହୁଛି ଟଙ୍କା ପାଇଁ ସେ ବିବାହ କରିଛନ୍ତି ବୋଲି । ଯାହା ବି ହେଉ ନା କାହିଁକି କେହି ବି ଆଦୌମ ଟଙ୍କା ପାଇଁ ବିବାହ କରି ନାହାନ୍ତି ତାଙ୍କ ଘର ଲୋକ ଙ୍କ ଇଚ୍ଛା ଅନୁଯାୟୀ ସେ ବାହା ହୋଇ ଛନ୍ତି ଓ ବିବାହ ର ୩ ବର୍ଷ ହୋଇ ଯାଇଛି ଓ ଉଭୟ ବେଶ୍ ଖୁସି ରେ ଅଛନ୍ତି ।

ଉଭୟ ଯୋଡ଼ି ଙ୍କୁ ଭଗବାନ ସଦା ସର୍ବଦା ଖୁସି ରେ ରଖନ୍ତୁ ଓ ଉଭୟ ଙ୍କ ମଧ୍ୟ ରେ ଏହି ଭଳି ଉଚିତ୍ ବୁଝାମଣା ଥାଉ । ଅନେକ ଲୋକ ଅନେକ କଥା କହିବେ କିନ୍ତୁ କାହା କଥା ପ୍ରଭାବିତ ହେବା ଆଦୌମ ଦରକାର ନାହିଁ । ଯିଏ ଆପଣ ଙ୍କ ପାଇଁ ଗୁରୁତ୍ଵ ତାହା ସହିତ ନିଜ ସମୟ କୁ ଅତି ବାହିତ କରନ୍ତୁ ଓ ଖୁସି ରେ ରୁହନ୍ତୁ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *