Breaking News

“ତୁମକୁ ହାତ ଯୋଡୁଛି ବର୍ଷା (Varsha Priyadarshini) ,ତୁମେ ଦୁରେଇ ଯାଅ ..ICUରେ ମୋ ବାପା ” ଅନୁଭବ (Anubhab Mohanty ) – ଦେଖନ୍ତୁ ଭିଡିଓ

ନିଜ ଶଶୁର କୁ ଶାନ୍ତି ରେ ବଞ୍ଚାଇ ବାକୁ ଦିଅ ବର୍ଷା ପ୍ରିୟଦର୍ଶିନୀ , ଏହି କଥା ଟି ଆମେ କହୁ ନାହୁଁ ବରଂ କେନ୍ଦ୍ରାପଡ଼ା ସାଂସଦ ଓ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ହାତ ଯୋଡ଼ି ହୋଇ ଅନୁରୋଧ କରି ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଏମିତି କିଛି କହିଛନ୍ତି । ବର୍ତ୍ତମାନ ସମୟ ରେ ଅନୁଭବ ମହାନ୍ତି ନିଜେ ନିଜ ଟୁଇଟର ଆକାଉଣ୍ଟ୍ ରେ ତ୍ୱିଟ କରି ଜଣାଇ ଛନ୍ତି ।

ବର୍ତ୍ତମାନ ସମୟ ରେ ଅନୁଭବ ମହାନ୍ତି ମନ୍ ଦୁଃଖ ରେ ଅଛନ୍ତି , କାରଣ ତାଙ୍କ ବାପା ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସମୟ ରେ ଗୁରୁତର ହେଉଛି । ବର୍ତ୍ତମାନ ସମୟ ରେ ଆଇସିୟୁ ରେ ଭର୍ତ୍ତି ହୋଇଛନ୍ତି ଅନୁଭବ ଙ୍କ ବାପା , ହଁ ବନ୍ଧୁ କଟକ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅଛନ୍ତି । ଏହି ଖବର ପାଇବା କରେ ସଙ୍ଗେ ସଙ୍ଗେ ଦିଲ୍ଲୀ ରୁ ଭୁବନେଶ୍ୱର ଆସୁଛନ୍ତି ।

ଏହି ସମୟ ରେ ବର୍ତ୍ତମାନ ଅନୁଭବ ମହାନ୍ତି କହିଛନ୍ତି ଯେ ବାପା ଙ୍କ ଶେଷ ସମୟ ପୂର୍ବ ରୁ ସମାଧାନ କରି ଦେବା ପାଇଁ ଟୁଇଟ କରି ଜଣାଇ ଛନ୍ତି ବର୍ଷା ପ୍ରିୟଦର୍ଶିନୀ ଙ୍କୁ । ଦିନେ ବର୍ଷା ପ୍ରିୟଦର୍ଶିନୀ କହିଥିଲେମୋ ଜୀବନ ପଛେ ନର୍କେ ପଡ଼ିଥାଉ ଶାଶୁ ଶଶୁର ଭଲ ରେ ରୁହନ୍ତି । ବର୍ତ୍ତମାନ ସମୟ ରେ ସମୟ ଆସି ଯାଇଛି ବର୍ଷା ପ୍ରିୟଦର୍ଶିନୀ ତାଙ୍କ ମାନବିକତା ଦେଖାଅ ନ୍ତୁ

ଶଶୁର ଘରେ ବର୍ତ୍ତମାନ ସମୟ ରେ କଟକ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଥିବା ସମୟ ରେ ଆଇନଗତ ସମସ୍ୟା ର ସମାଧାନ କରିଦେବ ପାଇଁ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ଙ୍କୁ ହାତ ଯୋଡ଼ି ହୋଇ ଅନୁରୋଧ କରିଛନ୍ତି । ଅନୁଭବ ଲେଖିଛନ୍ତି ଯେ ତାଙ୍କ ବାପା କୁ ଶାନ୍ତି ରେ ବଞ୍ଚିବାକୁ ଦିଅନ୍ତୁ । ବର୍ତ୍ତମାନ ସମୟ ରେ ଅନୁଭବ ଙ୍କ ବାପା ଆଇସିୟୁ ରେ ଥିବା ସମୟ ରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାଇଁ କିଛି twit କରି ଲେଖିଛନ୍ତି ।

ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଏହି ଖବର ଟି ବହୁ ପରିମାଣ ରେ ଭାଈରାଲ ହେବା ରେ ଲାଗିଛି । ଏହି ସମୟ ରେ ଅନେକ ବ୍ୟକ୍ତି କହିଛନ୍ତି ବର୍ଷା ପ୍ରିୟଦର୍ଶିନୀ ନିଜ ମାନବିକତା ଦେଖାନ୍ତୁ ବିବାଦ ର ସମାଧାନ କରି ଦିଅନ୍ତୁ ଅର୍ଥାତ୍ ଆଇନଗତ ସମସ୍ୟା ର ସମାଧାନ କରନ୍ତୁ ଯଦି ଅନୁଭବ ବାପା ଙ୍କ ଯଦି କିଛି ହୋଇଯାଏ ତେବେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଏହି ସମାଜ କେବେ ହେଲେ କ୍ଷମା କରିବ ନାହିଁ ।

ସମାଧାନ କରି ଦେଇ ନିଜ ଶଶୁର ଙ୍କୁ ଶାନ୍ତି ରେ ବଞ୍ଚିବାକୁ ଦିଅ ବର୍ଷା ପ୍ରିୟଦର୍ଶିନୀ , ନିଜ ମାନବିକତା ଦେଖାଅ । ଆମେ ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରୁଛୁ ଅନୁଭବ ଙ୍କ ବାପା କୁ ଭଗବାନ ଖୁବ୍ ଶୀଘ୍ର ସୁସ୍ଥ କରି ଦିଅନ୍ତୁ । ବର୍ଷା ଓ ଅନୁଭବ ଙ୍କ ବିବାଦ ଟି ର ସମାଧାନ ଖୁବ୍ ଶୀଘ୍ର ହେଇ ଯାଉ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *