Breaking News

“ତୁମେ ସେଲିବ୍ରିଟି କରୁଛ ତ ମାନେ ମାନ ସମ୍ମାନ୍ କୁ ତଳେ ପକେଇବ ” , ନିଜ ଚରିତ୍ର ଉପରେ ପ୍ରଶ୍ନ କରିବାରୁ ରାଗିଗଲେ ପପୁ (Papu)- ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ହାସ୍ୟ ଅଭିନେତା ପପୁ ପମ ପମ ଙ୍କୁ । ସେ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ ସିନେମା ରେ ଅଭିନୟ କରି ସାରିଛନ୍ତି । ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ ଜଣାଶୁଣା ଅଭିନେତା ହେବା ସହ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଲୋକପ୍ରିୟ ଅଭିନେତା ଅଟନ୍ତି । ପପୁ ପମ ପମ କମେଡିୟାନ କିଙ୍ଗ କହିଲେ ଖରାପ ହେବ ନାହିଁ ସେ ତାଙ୍କ କମେଡିୟାନ ମାଧ୍ୟମ ରେ ବହୁତ ଜଣା ସୁଣା ଅଟନ୍ତି । ସେ ଓଡ଼ିଆ ସିନେମା ରେ ଅଭିନୟ କରିଛନ୍ତି । ଆପଣ ମାନେ ଜାଣିଥିବେ ପପୁ ପମ ପମ ଙ୍କୁ ସମସ୍ତେ କମେଡି କିଙ୍ଗ ଭାବରେ ଜାଣନ୍ତି ।

କିନ୍ତୁ କିଛି କାରଣ ପାଇଁ ପପୁ ପମ ପମ ଏବେ ବହୁତ ଦର୍ଶକ ମାନଙ୍କ ପାଖ ରେ ଟ୍ରୋଲ୍ ହେବା କୁ ପଡୁଛି । ଆପଣ ମାନେ ଜାଣିଛନ୍ତି ଜଣେ ନାବାଳିକା ଙ୍କ ଅଭିଯୋଗ ପାଇଁ ସେ ଫସି ଯାଇଥିଲେ । ଯାହା ପାଇଁ କି ପପୁ ପମ ପମ ବହୁତ ଅସୁବିଧା ରେ ସମ୍ମୁଖୀନ ହୋଇ ଛନ୍ତି । ପପୁ ପମ ପମ କହିଛନ୍ତି କି ତାଙ୍କ ର ସଫଳତା ପରେ ଅନେକ ଶତ୍ରୁ ସୃଷ୍ଟି ହୁଇଛନ୍ତି ଆଉ 6 ବର୍ଷ ପରେ ସତ କଥା ପଦା କୁ ଆସିଛି ।

ଆଉ ତାଙ୍କୁ ବହୁତ ବଦନାମ କରି ଦିଆ ଯାଇଛି ଜାଣି ଶୁଣି । କେବଳ ସେ ନୁହେଁ ତାଙ୍କ ପରିବାର ଓ ତାଙ୍କ ସାଙ୍ଗ ସାଥି ସମସ୍ତେ ଭାଗୀ ଦାର ହୋଇ ଛନ୍ତି । ତେବେ ସେ କହିଛନ୍ତି ସେ କେବେବି ଦୋଷୀ ନଥିଲେ କି ଦୋଷୀ ନୁହନ୍ତି । ସେ ଠିକ ରାସ୍ତା ରେ ଅଛନ୍ତି କିନ୍ତୁ ତାଙ୍କୁ ଫସା ଯାଇଛି । ଏହି ଭଳି ଭାବ ରେ ନିଜ ର ପ୍ରତିକ୍ରିୟା ରଖିଛନ୍ତି ସମସ୍ତ ଙ୍କ ସାମ୍ନା ରେ ।

ତେବେ ଏ ନେଇ ମିଡ଼ିଆ ଯାହା ତାଙ୍କ ନାଁ ରେ ପ୍ରଚାର କରୁଛନ୍ତି ତାକୁ ନେଇ ବହୁତ ରାଗି ଯାଇଛନ୍ତି ପପୁ ପମ ପମ ଯାହା ପାଇଁ କି ମିଡ଼ିଆ ଓ ପପୁ ପମ ପମ ଙ୍କ ଭୀତ ରେ ବହୁତ କିଛି ତର୍କ ବିତର୍କ ହୋଇଛି ।


ମିଡ଼ିଆ କହୁଛନ୍ତି ପପୁ ପମ ପମ ଙ୍କୁ ବହୁତ ବଡ଼ ସେଲିବ୍ରିଟି କରିବା ପଛ ରେ ମିଡ଼ିଆ ଙ୍କ ର ହାତ ଅଛି କିନ୍ତୁ ପପୁ ପମ ପମ କହୁଛନ୍ତି ସେ ଜଦି ଆଜି ସେଲିବ୍ରିଟି ହେଲେ ତେବେ ସେ ନିଜ ଟ୍ୟାଲେଣ୍ଟ ପାଇଁ । ପପୁ କହିଲେ ଠିକ ଅଛି ଯଦି ତୁମେ ସେଲିବ୍ରିଟି କରୁଛ ତ ମାନେ ଏ ନୁହଁ କି କାହା ର ମାନ ସମ୍ମାନ୍ କୁ ତଳେ ପକେଇବା କି କାହା କୁ ଚରିତ୍ର ହିନ କହିବା । ପ୍ରଶ୍ନ ଯଦି ପଚାରିବାର ଅଛି ତାହେଲେ ତାର କିଛି ତରିକା ଅଛି ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *