ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ପୋଲିସ୍ ଏ ଏସ ଆଇ ଗୋପାଳ କୃଷ୍ଣ ଦାସ୍ ବର୍ତ୍ତମାନ ଚୋଦ୍ୱାର ଜେଲ୍ ରେ ଅଛନ୍ତି। ଏବଂ ସେ ଆଜି କାଲି ବହୁତ୍ ଚୁପଚାପ୍ ରହିବାର ଦେଖା ଯାଉଛନ୍ତି। ଏବଂ ଚୁପଚାପ୍ ବସି ବସି ଅନେକ କଥା ଭାବୁଛନ୍ତି।ସେ ତାଙ୍କ ସ୍ତ୍ରୀ ଜୟନ୍ତୀ ଙ୍କୁ ବହୁତ୍ ମନେ ପକାଉଛନ୍ତି। ଏବଂ ମନେ ମନେ କହୁଛନ୍ତି ଜୟନ୍ତୀ ତୁମେ ମୋର ବହୁତ୍ ମନେ ପଡୁଛ।ବହୁତ୍ ଦିନ ହେଲାଣି ତୁମକୁ ଦେଖିନାହିଁ।ତୁମ ଠାରୁ ଦୂରରେ ରହି ମୋତେ ବହୁତ୍ କଷ୍ଟ ହେଉଛି।ତୁମ ହାତ ରନ୍ଧା ବହୁତ୍ ଦିନ ହେଲାଣି ଖାଇ ନାହିଁ।ଆଉ ତୁମ ହାତ ରନ୍ଧା ଖାଇବା ପାଇଁ ବହୁତ୍ ଇଛା ହେଉଛି।
କେବେ ତୁମକୁ ଦେଖିବି ସେହି ଭରସା ରେ ବଞ୍ଚି ରହିଛି। ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କୁ ହତ୍ୟା କରିବା ପୂର୍ବରୁ ଗୋପାଳ ତାଙ୍କ ସ୍ତ୍ରୀ ଜୟନ୍ତୀ ଙ୍କୁ କୁଆଡେ ବହୁତ୍ ଭଲ ପାଉଥିଲେ।ତାଙ୍କର ବହୁତ୍ ଯତ୍ନ ନେଉଥିଲେ ।ଜୟନ୍ତୀ କୁ ବହୁତ୍ ଟାଇମ ଦେଉଥିଲେ ।ଜୟନ୍ତୀ ହଠାତ୍ କିଛି ବୁଝିପାରୁ ନଥିଲେ ତାଙ୍କ ବ୍ୟବହାର କୁ ନେଇ।ହେଲେ ଗୋପାଳ ପୂର୍ବରୁ ଜାଣି ପାରିଥିଲେ ଯେ ତାଙ୍କୁ ଜେଲ ରେ ରହିବାକୁ ପଡିବ ସେ ତାଙ୍କ ସ୍ତ୍ରୀ କୁ ସମୟ ଦେଇ ପାରିବେ ନାହିଁ।ସେଥିପାଇଁ ତାଙ୍କୁ ହତ୍ୟା ପୂର୍ବରୁ ବହୁତ୍ ଭଲ ପାଉଥିଲେ।
ଆଉ ବର୍ତ୍ତମାନ ଗୋପାଳ ଚୌଦ୍ୱାର ଜେଲ୍ ରେ ଅଛନ୍ତି।ଜେଲ୍ ରେ ରହି ଚୁପଚାପ୍ ହୋଇ ଅନେକ କଥା ଭାବୁଛନ୍ତି ଏବଂ ମନେ ମନେ କରିଥିବା ଭୁଲ୍ କୁ ନେଇ ଅନୁତାପ କରୁଛନ୍ତି।ଆଉ ଭାବୁଛନ୍ତି ଯେ ସେ କାହିଁକି ଏତେ ବଡ଼ ଭୁଲ କରିଦେଲେ ।ତାଙ୍କ ଭୁଲ୍ ପାଇଁ ଗୋଟିଏ ପରିବାର ର ହସ ଖୁସି ଭାଷୀ ଯାଇଛି ।
ଖାଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କ ପରିବାର ଭାସିଛି ସେତିକି ନୁହେଁ ତାଙ୍କ ଭୁଲ୍ ପାଇଁ ତାଙ୍କ ନିଜ ପରିବାର ମଧ୍ୟ ଦୁଃଖରେ ରହିଛନ୍ତି ।ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କୁ ଝୁରୁଛନ୍ତି।ଆଉ ଜେଲ୍ ରେ ରହି ପ୍ରତି ମୁହୂର୍ତରେ ନିଜ ସ୍ତ୍ରୀ ଏବଂ ଛୁଆ ମାନଙ୍କୁ ମନେପକାଉ ଛନ୍ତି ଗୋପାଳ ଦାସ୍।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।