ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ଅନେକ କିଛି ଘଟି ଯାଉଛି ବିଶେଷ କରି ସୋସିଆଲ ମିଡ଼ିଆ ରେ ଅଧିକାଂଶ ଖବର ଦେଖିବାକୁ ମିଳିଛି ଓ ଏହି ସୋସିଆଲ ମିଡ଼ିଆ ରେ ଅଧିକାଂଶ ଖବର ଲଜ୍ୟା ଜନକ ଖବର ଆସିଥାଏ । ବର୍ତ୍ତମାନ ସମୟ ରେ ସେହି ଭଳି ଆଉ ଏକ ଲଜ୍ୟା ଜନକ ଖବର ଆସି ଯାଇଛି ।
ପୂର୍ବ ରୁ ଆପଣ ମାନେ ଜାଣିଥିବେ ଯେ ଅତି ନିକଟ ରେ ଜଣେ ମହିଳା ଯିଏ କି ନିଜ ପ୍ରେମିକ ପାଖ କୁ ଚାଲି ଆସିଥିଲା ସ୍ବାମୀ ମେଡିକାଲ ରେ ଥିବା ସମୟ ରେ । ପ୍ରେମିକ ସବୁ ଜାଣି ଶୁଣି ନିଜ ପୁରୁଣା ପ୍ରେମିକା କୁ ବିବାହ କରିଥିଲା ପ୍ରେମିକା ର ଏକ ଝିଅ ଥାଇ ମଧ୍ୟ । ବିବାହ କରିବା ପରେ ବର୍ତ୍ତମାନ ସମୟ ରେ ପ୍ରେମିକା ନିଜ ପ୍ରେମିକ କୁ ଭୁଲି ନିଜ ସ୍ବାମୀ ପାଖ କୁ ଯିବା ପାଇଁ ପ୍ରସ୍ତୁତ ଅଛି ଓ ଏହି କଥା ଟି ସେ ଗଣ ମାଧ୍ୟମ ନିକଟ ରେ କହିଥିଲା ।
ପ୍ରେମିକ ଜଣକ ଏହି କଥା ଟି ଜାଣିବା ପରେ ତାକୁ ନିଶ୍ଚୟ ବାଧିବ କାରଣ ନିଜ ପ୍ରେମିକା ବିବାହ କରିଛି ଓ ତାର ଝିଅ ମଧ୍ୟ ରହିଛି ତାହା ସତ୍ତ୍ୱେ ମଧ୍ୟ ଲୋକ ଲଜ୍ୟା କୁ ଭୁଲି ବିବାହ କରିଥିଲା । ମହିଳା ଦୀପିକା ନିଜ ସ୍ବାମୀ କୁ ଛାଡ଼ି ନିଜ ସ୍କୁଲ ର ବେଲ ର ପ୍ରେମିକ କମଳ ଙ୍କ ପାଖ କୁ ଦୌଡ଼ି ଆସିଥିଲେ ଓ ଯାହା ଫଳ ରେ କି କମଳ କାନ୍ତ ବହୁତ୍ ଖୁସି ହୋଇ ଯାଇଥିଲେ ।
ଦୀପିକା ପ୍ରସ୍ତୁତ ଥିଲେ ନିଜ ସ୍ବାମୀ ଙ୍କ ପାଖ କୁ ଯିବା ପାଇଁ କିନ୍ତୁ ବର୍ତ୍ତମାନ ସମୟ ରେ ତାଙ୍କୁ ଅଟକାଇଛି ପ୍ରେମିକ କମଳ କାନ୍ତ ର ଆଖି ରୁ ଲୁହ । କମଳ କାନ୍ତ ର ଆଖି ଲୁହ ଦେଖି ଦୀପିକା ଆଉ ସ୍ବାମୀ ଙ୍କ ପାଖ କୁ ଯାଇଛନ୍ତି । ବର୍ତ୍ତମାନ ସମୟ ରେ ଦୀପିକା ନିଷ୍ପତ୍ତି ନେଇ ସାରିଛି ତାର ସାରା ଜୀବନ କମଳ କାନ୍ତ ଙ୍କ ସହ କାଟିବ । ଏପଟେ ସ୍ବାମୀ କାନ୍ଦି କାନ୍ଦି କହୁଛି ମୋ ଦୀପିକା କୁ ଫେରାଇ ଆଣ ।
ଜଳେଶ୍ଵର ବ୍ଲକ ଗୋପିମହନ ପୁର ପଞ୍ଚାୟତ ଛମୁଚ ଗାଆଁ ରେ । ଏପଟେ ସ୍ବାମୀ ମେଡିକାଲ ରେ ଥିବା ସମୟ ରେ ସ୍ତ୍ରୀ ଜଣକ ନିଜ ଖୁସି ପାଇଁ ଦ୍ଵିତୀୟ ବିବାହ କରିଛନ୍ତି ନିଜ ପ୍ରେମିକ ସହ ଓ ବରଣ ମାଳା ମଧ୍ୟ ପିନ୍ଧାଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କୁଞ୍ଜ ବିହାରୀ ଦତ ୨୦୨୦ ମସିହା ରେ ବାଲିଆପାଳ ବ୍ଲକ ସୁନା ରହି ଗାଆଁ ର ଦୀପିକା ରାନୀ ରଞ୍ଜିତା ଙ୍କୁ ବିବାହ କରିଥିଲେ ।
ଦୀପିକା ବିବାହ କରିବା ପୂର୍ବ ରୁ ଦୀପିକା କମଳା କାନ୍ତ ଜେନା ଙ୍କୁ ଭଲ ପାଉ ଥିଲେ ଓ ବର୍ତ୍ତମାନ ସମୟ ରେ ତାଙ୍କ ପାଖ ରେ ଅଛନ୍ତି ଓ ସେ ଆଉ ତାଙ୍କ ସ୍ବାମୀ ଙ୍କ ପାଖ କୁ ଆଉ ଫେରିବେ ନାଇଁ ବୋଲି କହିଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।