Breaking News

ଥରେ ନିଶ୍ଚୟ ଦେଖନ୍ତୁ ଗରିବ କିପରି ଧନୀ ହୁଏ, ଏହି କାହାଣୀ ନିଶ୍ଚୟ ଆପଣଙ୍କ ଭାଗ୍ୟ ବଦଳେଇଦେବ – ଦେଖନ୍ତୁ ଭିଡିଓ

କେହି ଚାହାନ୍ତିନି ଭଙ୍ଗାଘରେ ରହିବାକୁ ଆଉ ବି କେହି ଚାହାନ୍ତିନି ଭଙ୍ଗାଗାଡି ଚଢିବାକୁ କେହି ଚାହାନ୍ତିନି ଚିରା ପୋଷାକ ପିନ୍ଧିବା ପାଇଁ ଏବଂ ସମସ୍ତେ ଚାହାନ୍ତି ଭଲ ଘର ତୋଳିବାପାଇଁ ଆଉ ମଧ୍ୟ ସମସ୍ତେ ଚାହାନ୍ତି ଲମ୍ବାଲମ୍ବା ଗାଡି ଚଢିବା, ପାଇଁ ତା ସହିତ ସମସ୍ତେ ଚାହାନ୍ତି ଭଲ ପୋଷାକ ପିନ୍ଧିବା ପାଇଁ । କିନ୍ତୁ କାହିଁକି ସମସ୍ତେ ଭଲ ଗାଡି ଚଢି ପାରିନ୍ତିନି ,କାହିଁ ସମସ୍ତେ ଭଲଘର କରି ପାରନ୍ତିନି।

କିନ୍ତୁ କାହିଁକ ସମସ୍ତେ ଭଲ ପୋଷାକ ପିନ୍ଧି ପାରନ୍ତିନି ଏସବୁ କାହିଁକି ହୁଏ ଆପଣମାନେ ଜାଣିଛନ୍ତି କି କାହିଁକି ଆସନ୍ତୁ ଏହି ସୁନ୍ଦର କାହାଣୀ ଟିକୁ ଯେଉଁ କାହାଣୀ ଆପଣ ଙ୍କ ଜୀବନ ରେଖା କୁ ଆପଣ ମାନଙ୍କ ଭାଗ୍ୟ କୁ ନିସ୍ଚୟ ବଦଳି ଦେବ ବୋଲି ଆଶା ଓ ବିସ୍ବାସ୍ କରିଛନ୍ତି ଆଚାର୍ଜ୍ୟ ଅରୁଣ । ଥରେ ଗରିବ ବାପା ମାଆ ଓ ଜନ୍ମ କରି ଥିବା ଗୋଟେ ପୁଅ । ଯେଉଁ ପୁଅ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରୀ ପାଇବା ଆଶା ରେ ଏଣେ ତେଣେ ଘୋରି ବୁଲୁ ଥାଏ ।

ଦିନେ ସହର ରୁ ଖବର ଆସିଲେ ଆଜି ତୁମର ଇଣ୍ଟରଭ୍ୟୁ ଅଛି ତୁମେ ଏଠାକୁ ଆସ । ଗାଁ ରେ ଥିବା ଏକ ଛୋଟ ଆଶ୍ରମ ରେ ପିଲା ଟି ପହଞ୍ଚି ବାବା ଙ୍କୁ ପ୍ରଣାମ୍ କଲା କହିଲା ମୁଁ ଯେତେ ଇଣ୍ଟରଭ୍ୟୁ ଦେଲେ ମଧ୍ୟ ମୁଁ କେଉଁଠାରେ ମଧ୍ୟ ଚାକିରୀ ପାଉ ନାହିଁ । ବାବା କହିଲେ ମଣିଷ ଯଦି ବିଶ୍ବାସ ର ସହିତ ଓ ଶ୍ରଦ୍ଧା ର ସହିତ ଯେଉଁ କର୍ମ କୁ କରେ ସେ ନିଶ୍ଚିତ ତା ଜୀବନ ରେ ସଫଲତା ପାଇବ ।

ମଣିଷ ହୃଦୟ ର ସହିତ ଯେଉଁ କଥା ଚିନ୍ତା କରେ ସେହି କଥା କୁ ଯଦି ସେ କାର୍ଯ୍ୟ ରେ ରେ ଲଗାଏ ତାହେଲେ ସେ ନିଶ୍ଚିତ ସଫଳତା ପାଇବ । ସେହି ଲୋକ ସଫଳତା ପାଏ ଯାହା ପାଖ ରେ 6 ଟା ଗୁଣ ଥାଏ । ତାପରେ ପିଲା ଟି ପଚାରିଲା ସେ 6 ଟା ଗୁଣ କଣ । ବାବା କହିଲେ ଉଦ୍ୟମ , ସାହସ , ଧୈଜ୍ୟ୍, ବୃଦ୍ଧି , ଶକ୍ତି ପରାକ୍ରମ । ପ୍ରଥମେ ତୁମକୁ ଉଦ୍ୟମ କରିବାକୁ ପଡିବ । ତାପରେ ସାହସ ର ସହ ଅପେକ୍ଷା କରିବାକୁ ପଡିବ ଆଉ ତଓଅରେ ଧୈଜ୍ୟ ଧରି ରହିବାକୁ ପଡିବ ।

ବୁଦ୍ଧି ମଧ୍ୟ ଖଟାଇବାର ଅଛି । ଶରୀର ରେ ମଧ୍ୟ ଶକ୍ତି ରହିବା ଦରକାର । ଏହା ମାନି ସେହି ପିଲାଟି କାମ କଲା । ଆଉ ଇଣ୍ଟରଭ୍ୟୁ କୁ ଗଲା ଆଉ ଇଣ୍ଟରଭ୍ୟୁ ନେଉଥିବା ଜଣଙ୍କ ଲୋକ ପଚାରିଲା ତୁମ ର ଇମେଲ୍ ଆଇଡ୍ ଅଛି । ତାପରେ ପିଲା ତା କହିଲା ନା ମୁଁ ଗାଁ ରେ ରହେ ମୋ ପାଖ ରେ ଇମେଲ୍ ଆଇଡ୍ ନାହିଁ । ତାପରେ ସେହି ଚାକିରୀ ସେହି ପିଲାଟା ପାଇଲା ନାହିଁ ।

ତାପରେ ତାପାଖରେ 50 ଟଙ୍କା ଥିଲା ଆଉ ସେହି 50 ଟଙ୍କା ରୁ 10 ଟଙ୍କା ରେ ବିସ୍କୁଟ ଟେ କିଣିବାକୁ ଗଲା ଠିକ ସେତିକି ବେଳେ ଜଣେ ଭିକାରି ପିଲା ଟେ ଖାଇବାକୁ ମାଗିଲେ ଆଉ ସେହି ବିସ୍କୁଟ ଟିକୁ ସେହି ଭିକାରି ପିଲା ଟିକୁ ଦେଲା । ତାପରେ ପାଖ ରେ ପଇସା ନଥିବାରୁ ସେହି ପିଲାଟା ପାଣି ପିଇବାକୁ ଗଲା ଆଉ ବାଟ ରେ ଗୋଟିଏ ପର୍ସ ପାଇଲା ଆଉ ସେହି ପର୍ସ ଇ 10 ହଜାର ଟଙ୍କା ଥିଲା ଆଉ ଚିନ୍ତା କଲା ଏହି ପଇସା ଫେରେଇ ଦେବା ପାଇଁ ଆଉ ସେତିକି ବେଳେ ସେଥିରେ ଗୋଟିଏ ଆଧାର କାର୍ଡ ମିଳିଲା ଆଉ ସେଥିରୁ ତାଙ୍କୁ ଫୋନ ନମ୍ବର ରେ କଲ କଲେ ଆଉ ସେ ପଇସା ପାଇବା ଖୁସି ରେ ସେ 500 ଟଙ୍କା ଦେଲା ।

ଆଉ ଏହି 500 ଟଙ୍କା ରେ ସେ ଫଳ କିଣିଲା ଆଉ 500 ଟଙ୍କା ର ଫଳ କୁ 600 ଟଙ୍କା ରେ ବିକିଲା ଏମିତି ବିକି ବିକି ସେ ମାସ ରେ 5000 ଟଙ୍କା କରି ଫଳ ଦୋକାନ ଟେ ଦେଲା ଆଉ ଗୋଟିଏ ବର୍ଷ ଭୀତ ରେ ସେ ଏମିତି 4 ରୁ 5 ତ ଦୋକାନ୍ ଦେଲା ଆଉ 5 ବର୍ଷା ଭିତ ରେ ସେ ସହର ପ୍ରତିଷ୍ଠିତ୍ ବ୍ୟବସାୟୀ ହୋଇ ପାରିଲା । ତେଣୁ କରି ଆମେ ସମସ୍ତେ ଚେଷ୍ଟା କରିବା ଦରକାର ଆଉ ଧୈଜ୍ୟ୍, ରଖି ନିଜ ର ସକ୍ତି ଓ ସାହାସ କୁ ଠିକ କାର୍ଯ୍ୟ ରେ ଲଗେଇବା ଦରକାର । ତାହେଲେ ଯାଇ ଆମେ ଗରିବ ହେଇ ଜନ୍ମ ହେଲେ ସୁଦ୍ଧା ଆମେ ବି ଦିନେ ଧନୀ ହୋଇ ପାରିବା ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *