ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ବେଶ୍ ଲୋକ ପ୍ରିୟ ହେବା ସହିତ ଓଡ଼ିଶା ର ଘର୍ ଘରେ ପରିଚିତ। ତାହେଲେ ବନ୍ଧୁଗଣ ବହୁତ୍ କମ୍ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଙ୍କ ପୁଅ କିମ୍ବା ଝିଅ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଅଭିନୟ କରୁଛନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆପଣ ମାନ ଙ୍କ ପ୍ରିୟ ଅଭିନେତା ଶ୍ରୀତମ ଦାସ ଙ୍କ ଝିଅ ଶିଶୁ କଳାକାର ଭାବେ ଏକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ଆପଣ ମାନେ ଶ୍ରୀତମ ଦାସ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଆଜି ଆମେ ଏହି ଅଭିନେତା ଙ୍କ ଝିଅ ବିଷୟ ରେ ଆସନ୍ତୁ ଜାଣିବା ।
ଶ୍ରୀତମ ଙ୍କ ଝିଅ ର ନାମ ହେଉଛି ଲିପାକ୍ଷି ଦାସ , ସେ ମହାବାହୁ ଚଳଚ୍ଚିତ୍ର ରେ ରିଙ୍କି ଚରିତ୍ର ରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ର ଟି ହେଉଛି ତାଙ୍କ ପ୍ରଥମ ଚଳଚ୍ଚିତ୍ର ଓ ସେ ତାଙ୍କ୍ ବାପା ଙ୍କ ସହିତ ପ୍ରଥମ ଥର ପାଇଁ ଅଭିନୟ କରିଛନ୍ତି । ସେ ସୁଟିଂ ସେଟ ସକାଳ ୫ ଟା ରୁ ଯାଉଥିଲେ ଓ ସୁଟିଂ କରୁଥଲେ ଓ ଫ୍ରି ହେବା ସମୟ ରେ ସେ ଅନଲାଇନ କ୍ଲାସ ଆରମ୍ଭ କରୁଥିଲେ ।
ଏହି ଚଳଚ୍ଚିତ୍ର ଟି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ନେଇ ହୋଇଛି ଓ ଏହି ଚଳଚ୍ଚିତ୍ର ରେ ସେ ଶିଶୁ କଳାକାର ଚରିତ୍ର ରେ ନଜର ଆସୁଛନ୍ତି । ଏହି ଚଳଚ୍ଚିତ୍ର ରେ ସେ କଥା କହି ପାରୁ ନାହାଁନ୍ତି , ଆଗ କୁ ମଧ୍ୟ ଚଳଚ୍ଚିତ୍ର ପାଇଁ ସୁଯୋଗ ମିଳିଲେ ସେ ନିଶ୍ଚୟ ଅଭିନୟ କରିବେ । ଶ୍ରୀତମ ଙ୍କ ଭଳି ତାଙ୍କ ଝିଅ ମଧ୍ୟ ବହୁତ୍ ଆଗ କୁ ଯାଆନ୍ତୁ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଶ୍ରୀତମ ଦାସ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ପରିଚୟ ପାଇବା ସହିତ ଓଡିଶା ର ଘର୍ ଘରେ ପରିଚିତ । ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ବର୍ଷ ହେବ କାମ କରି ଆସୁଛନ୍ତି , ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖି ଥିବେ ।
ଶ୍ରୀତମ ଦାସ ଙ୍କ ଝିଅ ବି ବର୍ତ୍ତମାନ୍ ସମୟ ରେ ଅଭିନୟ ଦୁନିଆ ରେ ପାଦ ଥାପି ସାରିଛନ୍ତି ଓ ଆଗାମୀ ଦିନ ମାନ ଙ୍କ ରେ ସେ ଜଣେ ଭଲ ଅଭିନେତ୍ରୀ ହେବା ସହ ଭଲ ପାଠ ପଢି ସେ ଜଣେ ଡାକ୍ତର ହେବେ । ଆପଣ ମାନେ ମଧ୍ୟ ଖୁବ୍ ଶୀଘ୍ର ତାଙ୍କ ଅଭିନୟ ମହାବାହୁ ରେ ଦେଖିବାକୁ ପାଇବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।