Breaking News

ଦଶହରାରେ ମାର୍କେଟ ଘଣ୍ଟୁଛି ମିଷ୍ଟର ଗୁଲୁଆଙ୍କ (Mr Gulua) ଗୀତ ନାଲି ଆମ୍ବ, ମାତ୍ର କିଛି ଘଣ୍ଟାରେ ଏକ ଲକ୍ଷରୁ ଅଧିକ ଦର୍ଶକ ଦେଖିଲେଣି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ମାର୍କେଟ କୁ ଆସିଗଲା ଗୁଲୁଆ ଙ୍କ ଗୀତ , ବର୍ତ୍ତମାନ୍ ସମୟ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ କିଛି କମ ସମୟ ରେ ଅଧିକ ଦର୍ଶକ ମାନେ ଦେଖି ସାରିଛନ୍ତି । ପୋଷ୍ଟ କରିବା ର କିଛି ଘଣ୍ଟା ମଧ୍ୟ ରେ ଏକ ଲକ୍ଷ ରୁ ଅଧିକ ଲୋକ ମାନେ ଏହି ଗୀତ ଟି ଦେଖି ସାରିଛନ୍ତି ଓ ଗୀତ ଟି ବୋବାଲ ଗୀତ ହୋଇଛି ଯାହା କି ବେଶ୍ ଚର୍ଚ୍ଚା ରେ ଅଛି ।

ଆଜି ଆମେ ଗୁଲୁଆ ଙ୍କ ସେହି ଗୀତ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମିଷ୍ଟର ଗୁଲୁଆ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା । ବର୍ତ୍ତମାନ୍ ସମୟ ରେ ଏହି ହାସ୍ୟ ଅଭିନେତା ଜଣକ ଓଡ଼ିଶା ର ଘର୍ ଘରେ ପରିଚିତ । ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ କମେଡି ଦେଖିଥିବେ ତାଙ୍କର ଅନେକ ଭିଡିଓ ରେ ।

ତାହେଲେ ବନ୍ଧୁଗଣ ଏହି ଅଭିନେତା ନିଜ ପରିଶ୍ରମ ରେ ଆଜି ସେ ଏତେ ଲୋକ ପ୍ରିୟ ହୋଈ ପାରିଛନ୍ତି । ସଫଳତା ପଛରେ ରେ ଦର୍ଶକ ମାନ ଙ୍କ ହାତ ରହିଛି , ଆଜି ସେ ନିଜେ ଲୋକ ପ୍ରିୟ ହୋଇ ଆଜି ସେ ଅନେକ ପିଲା ଙ୍କୁ ସୁଜୋଗ ଦେଉଛନ୍ତି ଅଭିନୟ ପାଇଁ । ଆଜି ନିଜ ଅଭିନୟ ପାଇଁ ସେ ଭଲ ଅର୍ଥ ଉପାର୍ଜନ ମଧ୍ୟ କରୁଛନ୍ତି ।

ତାହେଲେ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତା ଜଣକ ସୋସିଆଲ ମିଡ଼ିଆ ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଥମେ ଏକଲା ଏକଲା ଅଭିନୟ କରି ବେଶ୍ ଲୋକ ପରିଚିତ ହେବା ପରେ ବର୍ତ୍ତମାନ୍ ସମୟ ରେ ସେ ଏକ ଟିମ୍ କରିଛନ୍ତି ଓ ଏହି ଟିମ୍ ରେ ଅନେକ ଯୁବ ପିଢୀ ର କିଛି ଯୁବକ ମାନେ ସାମିଲ ହୋଇ ଅଭିନୟ କରୁଛନ୍ତି ।

ଗୁଲୁଆ ଙ୍କ ଅଭିନୟ ଆପଣ ମାନେ ବହୁ ସାରା ଭିଡିଓ ରେ ଦେଖିଥିବେ ଯାହାକି ସେ ତାଙ୍କ୍ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରି ଥାଆନ୍ତି। । ଏହି ଅଭିନେତା ଜଣକ ଅଭିନୟ ସହିତ ଭଲ ଗୀତ ମଧ୍ୟ ଦର୍ଶକ ମାନ ଙ୍କ ପାଇଁ ନେଇ ଆସି ଥାଆନ୍ତି । ଗତ କିଛି ଦିନ ତଳେ ଏକ ଗୀତ ଆଣିଥିଲେ ଯାହାର ନାମ ହେଉଛି କୁଞ୍ଜବନ ସୁନ୍ଦରୀ ମୋ କୁଞ୍ଜବନୀ ସୁନ୍ଦରୀ ।

ବର୍ତ୍ତମାନ୍ ସମୟ ରେ ଆଉ ଏକ ଗୀତ ନେଇ ଆସିଛନ୍ତି ଓ ଏହି ଗୀତ ଟି ହେଉଛି ନାଲି ଆମ୍ବ । ଏହି ନାଲି ଆମ୍ବ ଗୀତ ଟି ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ଏହି ଗୀତ ଟି କୁ ଗାଇଛନ୍ତି ଅଭିଜିତ ମଜୁମଦାର , ଏଥିରେ ଅଭିନୟ କରିଛନ୍ତି ମିଷ୍ଟର୍ ଗୁଲୁଆ , ପ୍ରଲୁ, କାଳିଆ ଷଣ୍ଢ , ଜ୍ଞାନ ଓ କୁମାର ଦିବ୍ୟ ଆପଣ ମାନେ ଏହି ଭିଡିଓ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।

ପ୍ରତ୍ୟେକ ବର୍ଷ ଦଶହରା ଉପଲକ୍ଷେ ଦର୍ଶନ ମାନ ଙ୍କ ମନୋରଞ୍ଜନ କରାଇବା ପାଇଁ ଅନେକ ପ୍ରସାରିତ ହେବା ସହ ଅନେକ ଆଲବମ୍ ଗୀତ ବାହାରିଥାଏ । ଏହି ନୂଆ ଗୀତ କୁ ଲୋକ ମାନେ ଦଶହରା ଭସାଣି ରେ ବଜାଇ ନାଚ କରି ଥାଆନ୍ତି , ଚଳିତ ବର୍ଷ ସେହିଭଳି କିଛି ଚଳଚ୍ଚିତ୍ର ଆସି ନାହିଁ କି ଗୀତ ମଧ୍ୟ ଆସି ନାହିଁ କିନ୍ତୁ ଆପଣ ମାନ ଙ୍କ ଗୁଲୁଆ ଏହି ଜବରଦସ୍ତ ଗୀତ ଟି ନେଇ ଆସିଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *