ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି । ଆପଣ ମାନେ ଜାଣିଥିବେ ଯେ ଏହି ଓ ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ । ଏହି ଅଭିନେତା ମାନେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହିବା ସହ ବେଳେ ବେଳେ ଚର୍ଚ୍ଚା ରେ ମଧ୍ୟ ରୁହନ୍ତି କିଛି ଦୃଶ୍ୟ କୁ ନେଇ ।
ତାହେଲେ ବନ୍ଧୁଗଣ ଠିକ ସେହିଭଳି ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ଲୋକ ପ୍ରିୟ ଅଭିନେତା ବେସ୍ ଚର୍ଚ୍ଚା ରେ ଅଛନ୍ତି ସୋସିଆଲ ମିଡ଼ିଆ ରେ , ହଁ ବନ୍ଧୁ ନିଜ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତା । ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ଶ୍ରୀତମ ଦାସ ।
ତାହେଲେ ବନ୍ଧୁଗଣ ଆପଣ ମାନେ ଶ୍ରୀତମ ଦାସ ଙ୍କୁ ବେଶ୍ ଭଲ ଭାବ ରେ ଜାଣିଥିବେ । ଅଭିନେତା ଶ୍ରୀତମ ଦାସ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଦୀର୍ଘ ବର୍ଷ ହେଲା କାମ କରି ଆସୁଛନ୍ତି ଓ ବର୍ତ୍ତମାନ ମଧ୍ୟ ତାଙ୍କ ଅଭିନୟ ଜାରି ରଖିଛନ୍ତି । ଆପଣ ମାନେ ଜାଣିଥିବେ ଯେ ଶ୍ରୀତମ ତାଙ୍କ ଅଭିନୟ ଜୀବନୀ ଭିତରେ ବହୁ ସାରା ଚଳଚିତ୍ର ଓ ଆଲବମ୍ କରିଛନ୍ତି ।
ଦର୍ଶକ ମାନେ ମଧ୍ୟ ଶ୍ରୀତମ ଙ୍କୁ ବେସ ପସନ୍ଦ କରିବା ସହିତ ତାଙ୍କ ଅଭିନୟ କୁ ବେସ ପସନ୍ଦ କରିଥାନ୍ତି । ସେ ଆଜି ଆମ ଓଡ଼ିଶା ର ଘର୍ ଘରେ ପରିଚିତ , ବର୍ତ୍ତମାନ୍ ସମୟ ରେ ଶ୍ରୀତମ ଜଣେ ଭଲ ଅଭିନେତା ହେବା ସହ ଜଣେ ଭଲ ନିର୍ଦ୍ଦେଶକ । ସେ ଓଡ଼ିଶା ବାସୀ ଙ୍କୁ ଭଲ ଭଲ ଚଳଚ୍ଚିତ୍ର ଆଣିବେ ମୌଳିକ କାହାଣୀ କୁ ନେଇ ।
ହଁ ବନ୍ଧୁ ଅତି ନିକଟ ରେ ସେ ମହାବାହୁ ଚଳଚ୍ଚିତ୍ର ର ନିର୍ଦ୍ଦେଶକ ହେବା ସହ ସେ ଏହି ଚଳଚ୍ଚିତ୍ର ରେ ଅଭିନୟ କରି ଥିଲେ ଓ ଏହି ଚଳଚ୍ଚିତ୍ର ଟି ବେଶ୍ ଲୋକ ପ୍ରିୟ ହୋଇ ପାରିଥିଲା । ପୁଣି ସେହିଭଳି ଆଉ ଏକ ଚଳଚ୍ଚିତ୍ର ଆଣିବାକୁ ଯାଉଛନ୍ତି ଯାହାକି ମୌଳିକ କାହାଣୀ କୁ ନେଇ ହେଉଛି । ଓଡ଼ିଆ ଇଣ୍ଡଷ୍ଟ୍ରି କୁ ପୁଣି ଲୋକ ପ୍ରିୟ କରାଇବା ରେ ସେ ଚେଷ୍ଟା କରୁଛନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଜଣକ ନିଜ ପତ୍ନୀ ଓ ଝିଅ କୁ ନେଇ ବିଶାଖାପାଟଣା ବୁଲିବାକୁ ଯାଇଛନ୍ତି ଓ ସେ ଭାଇଯାଗ ରେ ଥିବା କୈଳାସଗିରି ବୁଲିବା ସହ , ସିମାଞ୍ଚଳମ ର ବରାହ ଲକ୍ଷ୍ମୀ ନରସିଂମା ମନ୍ଦିର ଯାଇ ବୁଲା ବୁଲି କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆ ରେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।