Breaking News

ଦଶହରା ପାଇଁ ମଞ୍ଚ ଉପରେ ଗୀତ ଗାଇବା ସମୟରେ ଏହି ସିଙ୍ଗରଙ୍କର ହେଲା ମୃ-ତ୍ୟୁ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଏହି ମଣିଷ ଜୀବନ ରେ ଦୁଇ ଟି ଜିନିଷ ସତ୍ୟ ତାହା ହେଉଛି ଜନ୍ମ ଏବଂ ମରଣ। ବନ୍ଧୁଗଣ ମଣିଷ ଜନ୍ମ ହୋଇଛି ମାନେ ମୃ-ତ୍ୟୁ ନିଶ୍ଚିନ୍ତ , ବର୍ତ୍ତମାନ୍ ସମୟ ରେ ମଣିଷ ଦ୍ଵାରା ସବୁ କିଛି ସମ୍ଭବ ହେଇଥିଲେ ମଧ୍ୟ ମୃ-ତୁ କୁ ଅଟକାଇ ବା ଅସମ୍ଭବ । କେଉଁଠି ବି ଅଚାନକ ହୋଇ ଯାଇଥାଏ ତାହା କହି ହେବ ନାହିଁ ।


ବ୍ୟକ୍ତି ଅଛନ୍ତି ଯେଉଁ ମାନେ କି ନିଜ ମରିବା ର ପ୍ରାପ୍ତ ବୟସ ନ ହୋଇଥିଲେ ମଧ୍ୟ କିଛି ଦୁ-ର୍ଘ-ଟ-ଣା ର ଶିକାର ହୋଇ ମୃ-ତ୍ୟୁ କରି ଥାଆନ୍ତି । ଆପଣ ମାନେ କେବେ ଅଚାନକ ମୃ-ତ୍ୟୁ ହେବା ର ଦେଖିଛନ୍ତି କି , ଅବଶ୍ୟ ସୁଣିଥିବେ କିନ୍ତୁ କେବେ ହେଲେ ଦେଖି ନ ଥିବେ କିନ୍ତୁ ଆଜି ଦେଖିବା ସହିତ ଜାଣିବା କୁ ପାଇବେ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଲୋକ ପ୍ରିୟ କଳାକାର ମୃ-ତ୍ୟୁ କରୁଛନ୍ତି ଅଚାନକ , ଏହି କଳାକାର ଜଣକ ନିଜ ପ୍ରଶଂସକ ମାନ ଙ୍କ ଇଚ୍ଛା କୁ ପୂରଣ କରି ସେ ଆଜି ଚାଳି ଯାଇଛନ୍ତି । ଏହି ଘଟଣା ଟି ଘଟିଛି ଜୟପୁର ରେ , ଜୟପୁର ଲୋକ ପ୍ରିୟ ଗାୟକ ମୂର୍ଲି ମହା ପ୍ରସାଦ । ଦଶହରା ରେ ରାଜ ନଗର ରେ ଏକ ସାଂସ୍କୃତିକ କାର୍ଯ୍ୟ କ୍ରମ ରେ । ଏହି ଦଶହରା ଉପଲକ୍ଷେ ସେ ଅକ୍ଷୟ ମହାନ୍ତି ଙ୍କ ଦୁଇ ଟି ଗୀତ ଗାଇ ଅର୍ଚାନକ ପଡି ଯାଇଥିଲେ ।

ସଙ୍ଗେ ସଙ୍ଗେ ତାଙ୍କୁ ଜୟପୁର ର ଏକ ଚିକିତ୍ସାଳୟ ରେ ଭର୍ତ୍ତି କରା ଯାଇଥିଲା ଓ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ସେ ଜୟପୁର ର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ରେ କିରାଣୀ ଭାବରେ କାମ କରୁଥିଲେ । ବର୍ତ୍ତମାନ୍ ସମୟ ରେ ତାଙ୍କ ଦେ-ହା-ନ୍ତ ହୋଇଯିବ ପରେ ଜୟପୁର ବାସୀ ଦୁଃଖିତ ଅଛନ୍ତି ।

ଆମେ ଭଗବାନ୍ ଙ୍କ ନିକଟ ରେ ପ୍ରାର୍ଥନା କରୁଛୁ ସେ ଯେଉଁଠି ବି ରୁହନ୍ତୁ ଭଲ ରେ ରୁହନ୍ତୁ। ଦୁନିଆ ଛାଡ଼ି ଯିବା ପୂର୍ବ ରୁ ନିଜ ପ୍ରଶଂସକ ମାନ ଙ୍କ ଇଚ୍ଛା ଅନୁଯାୟୀ ଗୀତ ଗାଇଛନ୍ତି ଓ ଯିବା ପୁର୍ବ ରୁ ସେ ପ୍ରଶଂସକ ମାନ ଙ୍କ ଇଚ୍ଛା କୁ ପୂରଣ କରି ଯାଇଛନ୍ତି । ଆମେ ଭଗବାନ୍ ଙ୍କ ନିକଟ ରେ ପ୍ରାର୍ଥନା କରୁଛୁ ଭଗବାନ ତାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ସ୍କୁଲ ଦିଦି ନାଚିଲେ ଭିଡ଼ିଓ ହେଲା ଭାଇରାଲ୍ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଯୁଗ ଏତେ ଆଗକୁ ଗତି କରିଛି ଯେ ବର୍ତ୍ତମାନ ସମୟ ରେ ପାଠ …

Leave a Reply

Your email address will not be published. Required fields are marked *