Breaking News

ଦଶହରା ରେ ଫ୍ୟାନ୍ସଙ୍କ ସହ ଜବରଦସ୍ତ ଦାଣ୍ଡିଆ ଖେଳିଳେ ହିରୋ ଅନୁଭବ (Anubhav) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ , ଆପଣ ମାନେ ଜାଣିଥିବେ ଏହି ଅଭିନେତା ମାନେ ବେଳେ ବେଳେ କିଛି କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।


ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଭାବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବେଶ୍ ଚର୍ଚ୍ଚା ରେ ଅଛନ୍ତି ସୋସିଆଲ ମିଡ଼ିଆ ରେ । ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ଅନୁଭବ ମହାନ୍ତି , ଏହି ଅଭିନେତା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ।

ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଜଣକ ଜଣେ ଲୋକ ପ୍ରିୟ ଅଭିନେତା ହେବା ସହିତ ଭଲ ରାଜନେତା ମଧ୍ୟ ସେ ବର୍ତ୍ତମାନ୍ କେନ୍ଦ୍ରାପଡା ସାଂସଦ ଅଟନ୍ତି । ଆପଣ ମାନେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ ଜବରଦସ୍ତ ଅଭିନୟ କରି ଥିବାର । ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଦୀର୍ଘ ବର୍ଷ କାମ କରି ଆସୁଛନ୍ତି ।

ଏହି ଅଭିନେତା ଜଣକ ସର୍ଵ ପ୍ରଥମେ ବହୁ ସାରା ଆଲଵମ୍ ରେ ନଜର ଆସୁଥିଲେ ଓ ଏହା ପରେ ସେ ଲୋକ ପରିଚିତ ହେବା ପରେ ସିଧା ସଳଖ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ କୁ ପ୍ରବେଶ କରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ସହ ଚଳଚ୍ଚିତ୍ର କରିଥିଲେ । ଅନୁଭବ ଙ୍କ ଅଭିନୟ ଦେଖିବାକୁ ଦର୍ଶକ ମାନେ ବେଶ୍ ପସନ୍ଦ କରି ଥାଆନ୍ତି ।

ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଜଣକ ରାଜନୀତି ରେ ପାଦ ଦେବା ପରେ ସେ ଅଭିନୟ ଦୁନିଆ ଠାରୁ ଦୂରେଇ ହୋଇ ରହିଛନ୍ତି କିନ୍ତୁ ଆଗାମୀ ଦିନ ରେ ସେ ପୁଣି ଅଭିନୟ ଦୁନିଆ ରେ ପ୍ରବେଶ କରିବା ସହ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି । ଯାହାକି ଆପଣ ମାନେ ଖୁବ୍ ଶିଘ୍ର ଦେଖିବାକୁ ପାଇବେ ।

ବର୍ତ୍ତମାନ୍ ସମୟ ରେ ଅଭିନେତା ଅନୁଭବ ମହାନ୍ତି ଦଶହରା ଉପଲକ୍ଷେ ମାଆ ଙ୍କୁ ପୂଜା ଅର୍ଚ୍ଚନା କରିବା ସହ ନିଜ ପ୍ରଶଂସକ ଙ୍କ ସହ ଦାଣ୍ଡିଆ ନାଚ କରୁଥିବା ର ଦେଖିବାକୁ ମିଳିଛି , ପ୍ରଶଂସକ ମାନେ ମଧ୍ୟ ନିଜ ପ୍ରିୟ ଅଭିନେତା ଙ୍କୁ ଦେଖି ବେଶ୍ ଖୁସି ଅଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *