ରୁପା ଓ ପିଣ୍ଟୁ ଓଡିଶା ର ସୁପରିଚିତ ହେବା ସହ ବହୁତ୍ ଲୋକପ୍ରିୟତା ମଧ୍ୟ ହୋଇ ସାରିଛନ୍ତି । ସେମାନେ ହେଉଛନ୍ତି ସମସ୍ତ ଦର୍ଶକ ମାନଙ୍କ ର ପ୍ରିୟ ଯୋଡି ଆଉ ସୁପରହିଟ ଏହି ଯୋଡି ହେଉଛନ୍ତି ରୂପା ଏବଂ ପିଣ୍ଟୁ ଏହି କଥା ଛୋଟ ରୁ ବଡ଼ ଯାଏ ସମସ୍ତ ଙ୍କୁ ଜଣା । ସେମାନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ ସବୁ ସମୟରେ । ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ହୋଇଥାଏ।
ରୁପା ଓ ପିଣ୍ଟୁ ଙ୍କ ଚ୍ୟାନେଲ ରେ ସେମାନେ ତାଙ୍କର ଅନେକ ଗୋଡିଏ ସୁନ୍ଦର ମୁହୂର୍ତ୍ତ ର ଦୃଶ୍ୟକୁ ତାଙ୍କର ପ୍ରଶଂସକ ମାନଙ୍କୁ ଦେଖାଇ ଛନ୍ତି। ସେ ତାଙ୍କ ର ପ୍ରତ୍ୟେକ ଭିଡିଓ ବହୁତ ସୁନ୍ଦର ଭାବରେ କରି ଦର୍ଶକ ମାନଙ୍କ ହୃଦୟ ପାଖ କୁ ଯାଇ ପାରିଛନ୍ତି । ତେବେ ସେମାନେ ମ୍ୟୁଜିକ ଭିଡିଓ ଗୁଡ଼ିକୁ ଭଲ ଭାବରେ ଅଭିନୟ ରେ ସମସ୍ତ ଦର୍ଶକ ମାନକଂ ମନରେ ଅଭିନେତା ଓ ଅଭିନେତ୍ରୀ ଭାବରେ କରି ପାରିଛନ୍ତି।
ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବେଶ୍ ଅଧିକ ରହିଛି।ସେ ଏବେ ଘରେ ଘରେ ପରିଚିତ୍ ହୋଇ ପାରିଛନ୍ତି । ସେ ତାଙ୍କ ର ପ୍ରତ୍ୟେକ ବ୍ଲଗ୍ ବହୁତ ସୁନ୍ଦର ଭାବରେ କରି ଦର୍ଶକ ମାନଙ୍କ ଖୁବ ପାଖ କୁ ଯାଇ ପାରନ୍ତି ।ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ତିଆରି ହୋଇଛି ତାଙ୍କର ଏହି ବ୍ଲଗ୍ ଚ୍ୟାନେଲ ତେବେ ଏହି ନାଁ ଟି ଏବେ ବହୁତ ଚର୍ଚ୍ଚା ରେ ରହିଛି ।
ତେବେ ବର୍ତ୍ତମାନ ସମୟ ରେ ପିଣ୍ଟୁ ତାଙ୍କ ଦିଦି ଙ୍କ ବାହାଘର ରେ ଯୋଗ ଦେଇଛନ୍ତି ଆଉ ସେଠାରେ ବହୁତ ମଜ୍ଜା ମସ୍ତି କରି ଥିବାର ନଜର ରେ ମଧ୍ୟ ଆସିଛନ୍ତି । ତେବେ ତାହା ପୂର୍ବ ରୁ ପିଣ୍ଟୁ ଆଉ ରୂପ ଜ୍ୟୁଲେରି ଦୁକାନ ଯାଇ ସୁନା ଚୁଡି ଆଣି ଥିଲେ ଯାହାକୁ ସେ ତାଙ୍କ ଦିଦି ଙ୍କ ବାହାଘର ରେ ସମସ୍ତ ଙ୍କ ସାମ୍ନା ରେ ଦେଇ ଥିଲେ । ଆଉ ସେ ତାଙ୍କ ଦିଦି ଙ୍କ ସହ କିଛି ସମୟ ମଧ୍ୟ ବିତେଇଲେ ।
ପରେ ସେଠାରେ ଥିବା ସମସ୍ତ ପରିବାର ବର୍ଗ ଙ୍କ ସହ ମଧ୍ୟ ମିଶି ଥିଲେ ଆଉ ସେଠାରେ ଅଧିକ ସମୟ କିନ୍ତୁ ରହି ପାରି ନଥିଲେ କାରଣ ତାଙ୍କ ଘରେ କେହି ନଥିଲେ କିନ୍ତୁ ଯେତିକି ସମୟ ଥିଲେ ବହୁତ ମଜ୍ଜା ମସ୍ତି କରିଛନ୍ତି ରୁପା ପିଣ୍ଟୁ ଓ ତାଙ୍କ ଝିଅ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।