ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ର ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ତାଙ୍କର ଦ୍ଵିତୀୟ ବିବାହ କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।ପୁରୀ ଜିଲ୍ଲା ପିପିଲି ନିକଟ ଏକ ରିସର୍ଟ ରେ ତାଙ୍କର ଆଜି ବିବାହ ହେବ ।ହେଲେ ବିବାହ ପୂର୍ବରୁ ତାଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇ ରାଲ୍ ହେବାକୁ ଲାଗିଛି।ସମସ୍ତଙ୍କ ଫୋନ୍ ରେ ବର୍ତ୍ତମାନ ସେଇ ଗୋଟିଏ ଫୋଟୋ ଦେଖିବାକୁ ମିଳିଛି ।ଆଉ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ବିବାହ କୁ ନେଇ ଚର୍ଚ୍ଚା ହେଉଛି।
ସବୁବେଳେ ୟଙ୍ଗ ଫିଲ୍ କରୁଥିବା ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କ ର ଆଜି ବିବାହ ହେବାକୁ ଯାଉଛି।ଏହା ହେଉଛି ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କ ର ଦ୍ଵିତୀୟ ବିବାହ ।ଆଉ ସେ ବିବାହ କରିବାକୁ ଯାଉଥିବା ତାଙ୍କ ଭାବି ସ୍ତ୍ରୀ ଙ୍କ ର ମଧ୍ୟ ଏହା ହେଉଛି ଦ୍ଵିତୀୟ ବିବାହ।ଦୁଇ ଜଣଙ୍କ ପାଇଁ ଏ ବିବାହ ହେଉଛି ଦ୍ଵିତୀୟ।ପୂର୍ବରୁ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଜୟ ପାଟଣା ରେ ବିବାହ କରିଥିଲେ । ଏବଂ କୌଣସି କାରଣ ପାଇଁ ସେ ତାଙ୍କ ସ୍ତ୍ରୀ ଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ଆଉ ତାଙ୍କର ଛାଡ଼ପତ୍ର ମଧ୍ୟ ହୋଇ ସାରିଛି।
ଆଉ ଏହା ହେଉଛି ତାଙ୍କର ଦ୍ଵିତୀୟ ବିବାହ।ଆଉ ତାଙ୍କ ବିବାହ କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି।ବିଧାୟକ ଦିବ୍ୟ ଶଙ୍କର ମିଶ୍ର ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦୋକୋଟା ଗ୍ରାମର ପ୍ରିୟଙ୍କା ଅଗସ୍ତି ଙ୍କୁ ବିବାହ କରିଛନ୍ତି।ଆଉ ତାଙ୍କ ବିବାହ ରେ ଦୁହେଁ କ୍ରିମ ରଙ୍ଗର ଡ୍ରେସ୍ ପିନ୍ଧିଛନ୍ତି।
ପ୍ରିୟଙ୍କା ମଧ୍ୟ କ୍ରିମ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି।ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଚର୍ଚ୍ଚା ର ବିଷୟ ପାଲଟିଛନ୍ତି।ବିବାହ ପୂର୍ବରୁ ତାଙ୍କର ଗୋଟିଏ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇ ରାଲ୍ ହେବାରେ ଲାଗିଛି। ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।