Breaking News

ଦିଲ୍ଲୀର ଡାକ୍ତର କହିଦେଲେ ମୁଁ ଦୁଃଖିତ, ପିଣ୍ଟୁଙ୍କୁ ଶିଘ୍ର ନେଇଯାଅ ଏଠାରୁ ନହେଲେ …

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସବୁଠାରୁ ଏକ ବଡ ଖବର ଆସି ଯାଇଛି ହାତ ରୁ ସମୟ ଯେତେ ସରି ସରି ଯାଉଛି ପିଣ୍ଟୁ ନନ୍ଦ ଙ୍କ ପାଇଁ ସେତେ ବିପଦ ମାଡ଼ି ଆସୁଛି । ସମୟ ସରିବା ସହ ପିଣ୍ଟୁ ନନ୍ଦ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବା ରେ ଲାଗିଛି । ଦିଲ୍ଲୀ ର ଡ଼ାକ୍ତର ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ରୁ ହାଇଦ୍ରାବାଦ ଚାଲି ଯିବା ପାଇଁ କହିଥିଲେ । ହାଇଦ୍ରବାଦ ସ୍ଥାନାନ୍ତରିତ ହେବା ର କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ବର୍ତ୍ତମାନ ସମୟ ରେ ଡ଼ାକ୍ତର କଣ ପାଇଁ ହାତ ଟେକି ଦେଲେ ସେଥିପାଇଁ ବର୍ତ୍ତମାନ ସମୟରେ ସମସ୍ତେ ଚିନ୍ତା ରେ ଅଛନ୍ତି । ସେହି ମେଡିକାଲ ରେ ଉପସ୍ଥିତ ଥିବା ବ୍ୟକ୍ତି ମାନେ ମଧ୍ୟ କାନ୍ଦି ପକାଇଥିଲେ । ଏ ପଟେ ସାରା ଓଡ଼ିଶା ର ଦର୍ଶକ ମାନେ ଅପେକ୍ଷା କରି ରହିଥିଲେ ଯେ ଅଭିନେତା ପିଣ୍ଟୁ ନନ୍ଦ ଯିଏ କି ଦିଲ୍ଲୀ ରେ ଚିକିତ୍ସିତ ଥିଲେ । ସେ ସେହିଠାରେ ସୁସ୍ଥ ହୋଇ ଓଡ଼ିଶା କୁ ଫେରି ଯିବେ ବୋଲି ।

ସମସ୍ତେ ନିଜ ସାମର୍ଥ୍ୟ ଅନୁଯାୟୀ ସାହାର୍ଯ୍ୟ କରୁଥିଲେ । ଦିଲ୍ଲୀ ର ଘରୋଇ ହସ୍ପିଟାଲ ରେ ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ଚାଲିଥିଲା । ବର୍ତ୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଯେତିକି ଗୁରୁତର ଅଛନ୍ତି ତାଙ୍କୁ ଅତ୍ୟାଧୁନିକ ଅସ୍ତ୍ରୋପଚାର ମାଧ୍ୟମ ରେ ଚିକିତ୍ସା କରିବା ଦରକାର । ଡ଼ାକ୍ତର ସୂଚନା ଦେଇଥିଲେ ପିଣ୍ଟୁ ନନ୍ଦ ଙ୍କ ଲିଭର ପ୍ରାୟ 80ପ୍ରତିଶତ ନଷ୍ଟ ହୋଇ ଯାଇଛି ।

ମାତ୍ର 20 ପ୍ରତିଶତ ଲିଭର ଭଲ ରହିଛି ଓ ଏଥି ପାଇଁ ବର୍ତ୍ତମାନ ପିଣ୍ଟୁ ନନ୍ଦ ଅଛନ୍ତି । ବର୍ତ୍ତମାନ ସମୟ ରେ ପୁଣି ତାଙ୍କ ସ୍ବାସ୍ଥ୍ୟ ଓ ଚିକିତ୍ସା କୁ ନେଇ ଖବର ମିଳୁଛି । ଡ଼ାକ୍ତର ବର୍ତ୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଙ୍କୁ ହାଇଦ୍ରାବାଦ ପଠାଇ ଛନ୍ତି ଓ ଖୁବ୍ ଶୀଘ୍ର ଲିଭର ଟ୍ରାନ୍ସପ୍ଲାଣ୍ଟ ନ ହେଲେ ପିଣ୍ଟୁ ନନ୍ଦ ଙ୍କ ପ୍ରତି ବିପଦ ହୋଇ ପରେ । ବର୍ତ୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଙ୍କୁ ଡ଼ାକ୍ତର କ୍ଷମା ମାଗିଛନ୍ତି।

କହିଛନ୍ତି ଯେ ତାଙ୍କୁ ଅତି ଶୀଘ୍ର ହାଇଦ୍ରାବାଦ ନେଇଛନ୍ତି , ପିଣ୍ଟୁ ନନ୍ଦ ବର୍ତ୍ତମାନ ସମୟ ରେ ଦିଲ୍ଲୀ ରୁ ହାଇଦ୍ରାବାଦ ଚାଲି ଯାଇଛନ୍ତି ଓ ଡୋନର ଏ ପର୍ଯ୍ୟନ୍ତ ମିଳି ନାହିଁ । ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ରେ ବହୁ ଟଙ୍କା ଖର୍ଚ୍ଚ ହୋଇଛି ଓ ଆଗ କୁ ମଧ୍ୟ ଆହୁରି ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ପିଣ୍ଟୁ ନନ୍ଦ ଙ୍କ ଭାଇ କହିଛନ୍ତି । ଏଥି ପାଇଁ ଆହୁରି ଟଙ୍କା ଯୋଗାଡ କରିବାକୁ ପଡ଼ିବ ।

ବର୍ତ୍ତମାନ ସମୟ ରେ ଦିଲ୍ଲୀ ରୁ ହାଇଦ୍ରାବାଦ ଯାଇଛନ୍ତି ଓ ସେଠାରେ ଚିକିତ୍ସାଧୀନ ଅଛନ୍ତି । ଆମେ ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରୁଛି ଯେ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଘର କୁ ଫେରି ଆସିବେ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *