ନିକଟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ବର ଜିଲ୍ଲାର ବର୍ତ୍ତମାନ ର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା କୁ ଆସିଛନ୍ତି ।ସେ ଦିଲ୍ଲୀ ଭଳି ମେଟ୍ରୋ ସହର ରେ ଏକ ମାଟି ଘର କରି ଚର୍ଚ୍ଚା କୁ ଆସିଛନ୍ତି।ଜଣେ ମନ୍ତ୍ରୀ ହୋଇ ମଧ୍ୟ ସେ ଚାଳ ଘରେ ରହିବା କୁ ପସନ୍ଦ କରିଛନ୍ତି ଆଉ ଗାଁ ରେ ନୁହେଁ ବରଂ ଦିଲ୍ଲୀରେ ଗୋଟିଏ ଘର ମଧ୍ୟ ବନେଇଛନ୍ତୀ ଏ ବିଷୟରେ ସୋସିଆଲ ମିଡିଆରେ ତାଙ୍କର ପ୍ରତି କ୍ରିୟା ନିଆ ଯାଇଛି।
ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ତାଙ୍କର ମାଟି ଘର ପ୍ରତି ବେସ୍ ରୁଚି ରହିଛି। ଏବଂ ସେ ଗୋଟିଏ ଚାଳ ଛପର ମାଟି ଘର ବନେଇବା କଥା ଭାବୁଥିଲେ । ଏବଂ ସେହି ସମୟରେ ହିମାଚଳ ପ୍ରଦେଶ ର ଜଣେ ବ୍ୟକ୍ତି ତାଙ୍କ ନାଁ ହେଉଛି ତେଜ କ୍ରିଷ୍ଣା ତାଙ୍କୁ ଦେଖା କରିବାକୁ ଆସିଥିଲେ ।ତାଙ୍କର ମନ୍ଦିର ପାଠଶାଳ ଏବଂ ସଂସ୍କୃତି ଉପରେ ବେସ୍ ରୁଚି ରହିଥିଲା । ଏବଂ ସେ ଯେତେବେଳେ ପ୍ରତାପ ଷଡ଼ଙ୍ଗୀ ଙ୍କ ଠାରୁ ମାଟି ଘର କଥା ଶୁଣିଥିଲେ ସେତେବେଳେ ସେ କହିଥିଲେ ଯେ ମୁଁ ଗୋଟିଏ ସୁନ୍ଦର୍ ମାଟି ଘର ବନେଇ ଦେଇ ପାରିବି।
ତା ପରେ ସେ ଜାଗା ଦେଖି କି ଘର କାମ କରିବା ଆରମ୍ଭ କରିଥିଲେ।ସେ ଦେଢ଼ ମାସ ର ସମୟ ନେଇଥିଲେ ଘର କରିବା ପାଇଁ । ଏବଂ ଘର ସଂପୂର୍ଣ୍ଣ ହେବା ପାଇଁ ତାଙ୍କୁ ତିନି ମାସ ର ସମୟ ଲାଗିଛି।କାରଣ ତାଙ୍କୁ ଘର ତିଆରି ପାଇଁ ସବୁ ସାମଗ୍ରୀ ଗୁଡ଼ିକ ଯେମିତିକି ବାଉଁଶ ମାଟି ଗୋବର ଏ ସବୁ ହିମାଚଳ ପ୍ରଦେଶ ରୁ ଆଣିବାକୁ ପଡ଼ିଥିଲା । ଏବଂ ସେ ତାଙ୍କ ସହିତ ଚାରି ଜଣ ବ୍ୟକ୍ତି ଙ୍କୁ ଆଣିଥିଲେ ଘର ତିଆରି ରେ ସାହାଯ୍ୟ କରିବା ପାଇଁ।ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ତାଙ୍କୁ ମାଟି ଘର ବହୁତ୍ ପସନ୍ଦ। ଏବଂ ଘର ତିଆରି ରେ ସେ ଏ ଯାଏ ଟଙ୍କା ଟେ ମଧ୍ୟ ଖର୍ଚ୍ଚ କରି ନାହାନ୍ତି।ସେମାନେ ଘର ସଂପୂର୍ଣ୍ଣ କରି ଯାଇଛନ୍ତି ଭାରି।
ଘର ପ୍ରତିଷ୍ଠା କରିବା ଦିନ ପ୍ରତାପ ଷଡ଼ଙ୍ଗୀ ସେମାନଙ୍କୁ ଡ଼ାକିବେ ଏବଂ ତାଙ୍କର କେତେ ତାଙ୍କ ସେଦିନ ସେ ନେବେ।ହେଲେ ଖୁସି ର କଥା ହେଉଛି ଯେ ଜଣେ ମନ୍ତ୍ରୀ ହୋଇ ମଧ୍ୟ ସେ ମାଟି ଘରକୁ ଭୁଲି ନାହାଁନ୍ତି ଏବଂ ଦିଲ୍ଲୀରେ ମାଟି ଘର କରିଛନ୍ତି। ଏବଂ ସେ କହିଛନ୍ତି ଯେ ମାଟି ଘର ର ସ୍ଵତନ୍ତ୍ର ବାସ୍ନା ରହିଛି ।ମାଟି ଘର ଗରମ ଦିନେ ଥଣ୍ଡା ଏବଂ ଥଣ୍ଡା ଦିନେ ଗରମ ଲାଗିଥାଏ। ଏବଂ ତାଙ୍କର ମାଟି ଘର ବହୁତ୍ ପସନ୍ଦ । ଏବଂ ବର୍ତ୍ତମାନ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କ ର ଦିଲ୍ଲୀରେ ଏହି ଚାଳ ଘର ଚର୍ଚ୍ଚାର ବିଷୟ ପାଲଟିଛି। ଏବଂ ସୋସିଆଲ ମିଡିଆରେ ଏହି ଖବର ବର୍ତ୍ତମାନ ଭାଇ ରାଲ୍ ହେବାରେ ଲାଗିଛି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।