Breaking News

ଦିଲ୍ଲୀ ହସପିଟାଲରୁ ସ୍ଥାନାନ୍ତର ହେବେ ଅଭିନେତା ପିଣ୍ଟୁ ନନ୍ଦ (Pintu Nanda) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ନେଇ ଆସି ଯାଇଛି ସବୁଠାରୁ ବଡ଼ ଖବର । ପିଣ୍ଟୁ ନନ୍ଦ ଙ୍କ ସ୍ବାସ୍ଥ୍ୟ ଅବସ୍ଥା କେମିତି ଅଛି , ସେ କେବେ ଦିଲ୍ଲୀ ଛାଡ଼ି ଓଡ଼ିଶା ଆସିବେ ଏହି ବିଷୟ ରେ ଜାଣିବା ପାଇଁ ଓଡ଼ିଶା ର ଦର୍ଶକ ମାନେ ଅପେକ୍ଷା କରି ରହିଛନ୍ତି । କେହି ବି ଜାଣି ନାହାଁନ୍ତି ଯେ ବର୍ତ୍ତମାନ ସମୟ ରେ ପିଣ୍ଟୁ ନନ୍ଦ କେମିତି ଅଛନ୍ତି ।

ବର୍ତ୍ତମାନ ସମୟ ରେ ନା ପିଣ୍ଟୁ ନନ୍ଦ ଙ୍କୁ ଦେଖି ହେଉଛି ନା କିଛି ଜାଣି ହେଉଛି । କେବଳ ଗୋଟିଏ ଲୋକ ପିଣ୍ଟୁ ଙ୍କ କଥା ଜାଣିବାକୁ ପାଇ ଥିବେ ସେ ହେଉଛନ୍ତି ପିଣ୍ଟୁ ନନ୍ଦ ଙ୍କ ଭାଇ ଓ କିଛି ଲୋକ ପ୍ରିୟ ଅଭିନେତା ମାନେ । ଅତି ନିକଟ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅଖିଳ ପଟ୍ଟନାୟକ ପିଣ୍ଟୁ ନନ୍ଦ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ କହିଥିଲେ , ଦିଲ୍ଲୀ ଯାଇ ପିଣ୍ଟୁ ନନ୍ଦ ଙ୍କୁ ଦେଖିକି ଆସିଥିଲେ ।

ଏହି ସୂଚନା ଟି ଶୁଣିବା ର ଅନେକ ହୋଇ ଯାଇଛି ଓ ଏହାରି ଭିତରେ ପିଣ୍ଟୁ ନନ୍ଦ ଙ୍କ ସ୍ବାସ୍ଥ୍ୟ ଅବସ୍ଥା କୁ ନେଇ ଆଉ କିଛି ସୂଚନା ମିଳନାହିଁ । ବର୍ତ୍ତମାନ ସମୟରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ନେଇ ଆସି ଯାଇଛି ଏକ ବଡ ଖବର । ବର୍ତ୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ରୁ ସ୍ଥାନାନ୍ତରିତ କରା ଯିବ କାରଣ ଦିଲ୍ଲୀ ର ସେହି ଘରୋଇ ହସ୍ପିଟାଲ ରେ ପିଣ୍ଟୁ ନନ୍ଦ ଚିକିତ୍ସା ଭଲ ରେ ହେଉ ପାରୁ ନାହିଁ ।

ଯାହା ବି ସୂଚନା ମିଳିଛି ଯେ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ରୁ ସ୍ଥାନାନ୍ତରିତ କରାଇ ହାଇଦ୍ରାବାଦ କିମ୍ବା ଚେନ୍ନାଇ ଯାଇ ପାରନ୍ତି । ଲିଭର ସିରିଓସିସ୍ ରେ ପୀଡ଼ିତ ପିଣ୍ଟୁ ନନ୍ଦ ଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ହେବା ର ଥିଲା । ବର୍ତ୍ତମାନ ସମୟ ରେ ଏଥି ପାଇଁ ଡୋନର ମିଳୁ ନାହାଁନ୍ତି । ଯିଏ ବି ଡୋନେଟ୍ କରିବା ପାଇଁ ଆସିଥିଲା ତାହାର ଲିଭର ପିଣ୍ଟୁ ନନ୍ଦ ଙ୍କୁ ମ୍ୟାଚ୍ କଲା ନାହିଁ । ବର୍ତ୍ତମାନ ସମୟ ରେ ଏହି କାରଣ ପାଇଁ ଚିନ୍ତା ରେ ପିଣ୍ଟୁ ନନ୍ଦ ଙ୍କ ପରିବାର ଲୋକ ।

ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ଆବଶ୍ୟକ କରୁଥିବା ଟଙ୍କା ମଧ୍ୟ ବର୍ତ୍ତମାନ ସମୟ ରେ ଯୋଗାଡ ହେଇ ପାରୁ ନାହିଁ । ଟଙ୍କା ର ଅଭାବ ବୋଲି ପିଣ୍ଟୁ ନନ୍ଦ ଙ୍କ ଭାଇ କହିଛନ୍ତି । ବର୍ତ୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଙ୍କୁ ହାଇଦ୍ରାବାଦ କିମ୍ବା ଚେନ୍ନାଇ କୁ ନିଆ ଯିବ ବୋଲି କୁହା ଯାଇଛି । ବର୍ତ୍ତମାନ ସମୟ ରେ ପିଣ୍ଟୁ ଦିଲ୍ଲୀ ର ଯେଉଁ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅଛନ୍ତି ଏହି ଚିକିତ୍ସା ପାଇଁ ପ୍ରତ୍ୟେକ ଦିନ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି ।

ଯାହା ବି କିଛି ଦାନ ମିଳିଥିଲା ସବୁ ଟଙ୍କା ସରି ସରି ଯାଉଛି , ଯେଉଁଥି ପାଇଁ ଚିନ୍ତା ବଢ଼ି ଯାଇଛି । ଦୀର୍ଘ ବର୍ଷ ହେବ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଚରିତ୍ର ରେ ଅଭିନୟ କରି ଥିବା ପିଣ୍ଟୁ ନନ୍ଦ ବର୍ତ୍ତମାନ ସମୟ ରେ ନିଜ ମରଣ ସହ ଲଢେ଼ଇ କରୁଛନ୍ତି । ଆମେ ଭଗବାନ ନିକଟ ରେ ପ୍ରାର୍ଥନା କରୁଛି ଏହି ଅଭିନେତା ଜଣକ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *