Breaking News

ଦି’ ଜଣ ଏକାଠି ଯିବାକୁ କଥା ଦେଇଥିଲେ ଅଜିତ ହେଲେ, ଅଧାବାଟରେ ଏକାକରି ଛାଡ଼ି ଚାଲିଗଲେ … ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ଏହି ଓଡ଼ିଆ ଇଣ୍ଡଷ୍ଟ୍ରି ଆଜି ଲୋକ ପ୍ରିୟ ହେବା ର କାରଣ ହେଲା କିଛି ବରିଷ୍ଠ ଅଭିନେତା ମାନଙ୍କ ପାଇଁ । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ବରିଷ୍ଠ ଲୋକ ପ୍ରିୟ ଅଭିନେତା ଥିଲେ ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା ରେ ଘର ଘରେ ପରିଚିତ ହୋଇ ପାରିଥିଲେ ।

 

 

 

ଏହି ବରିଷ୍ଠ ଅଭିନେତା ମାନେ ବର୍ତ୍ତମାନ ସମୟ ରେ ଆଉ ନାହାଁନ୍ତି ସେମାନେ ସବୁ ଦିନ ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଓ ଏହି ଦୁନିଆ କୁ ବିଦାୟ ଦେଇ ସଦା ସର୍ବଦା ଆର ପାରି କୁ ଚାଲି ଯାଇଛନ୍ତି ଓ ଆଜି ଆମେ ସେହିଭଳି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ । ଆମେ ଆଜି ଯେଉଁ ଅଭିନେତା ଙ୍କ ବିଷୟ ରେ ଜାଣିବା ସେ ହେଉଛନ୍ତି ଜଣେ ଅଲରାଉଣ୍ଡର ।

 

 

ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ବରିଷ୍ଠ ଅଭିନେତା ସ୍ବର୍ଗତ ଅଜିତ ଦାସ , ଓଡ଼ିଆ ଇଣ୍ଡଷ୍ଟ୍ରି ର ଏହି ଅଭିନେତା ଜଣକ ଅଲରାଉଣ୍ଡର ଯିଏ କି ଭିନ୍ନ ଭିନ୍ନ ଚରିତ୍ର ରେ ନଜର ଆସି ଅନେକ ଚଳଚ୍ଚିତ୍ର ଓ ଧାରାବାହିକ ରେ । ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ । ଯୁବାବସ୍ଥା ସମୟ ରେ ମୁଖ୍ୟ ଅଭିନେତା ଭାବେ ନଜର ଆସୁଥିଲେ ।

 

 

ଏହି ଅଭିନେତା ଜଣକ ଦୀର୍ଘ ବର୍ଷ ହେବ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କାମ କରି ଆସୁଥିଲେ ବୟସ ହୋଇ ଯିବା ପରେ ମଧ୍ୟ ସେ ଅଭିନୟ ଜାରୀ ରଖିଥିଲେ । ଅଭିନୟ ଫଳ ରେ ନିଜେ ଲୋକ ପ୍ରିୟ ହେବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ମଧ୍ୟ ଲୋକ ପ୍ରିୟ କରାଇ ପାରିଛନ୍ତି ନିଜ ଅଭିନୟ ଦେଖାଇ । ଅଭିନୟ ଜୀବନୀ ମଧ୍ୟ ରେ ସେ ବହୁ ସାରା ଚଳଚ୍ଚିତ୍ର , ଧାରାବାହିକ ଓ ଅନେକ ଯାତ୍ରା ରେ ନିର୍ଦ୍ଦେଶନା ଦେଇଛନ୍ତି ।

 

 

ସ୍ବର୍ଗତ ଅଜିତ ଦାସ ଆମ ଠାରୁ ଦୂରେଇ ଯିବା ର ଅନେକ ଦିନ ହୋଇ ଗଲାଣି । ଏହି ଅଭିନେତା ଜଣକ ଯିବା ପୁର୍ବ ରୁ ଅନେକ ଯୁବକ ମାନ ଙ୍କୁ ଅଭିନୟ ଶିଖାଇ ଛନ୍ତି ଓ ତାଙ୍କ ଶିଷ୍ୟ ମାନେ ବର୍ତ୍ତମାନ ସମୟ ରେ କାମ କରୁଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ରେ । ଓଡ଼ିଆ ଇଣ୍ଡଷ୍ଟ୍ରି କୁ ସେ ସାରା ଭାରତ ରେ ପରିଚିତ କରାଇବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ତାଙ୍କ ସ୍ବପ୍ନ ଅଧା ରେ ରହିଗଲା ।

 

 

 

 

ବର୍ତ୍ତମାନ ସମୟ ରେ ଅଜିତ ଦାସ ଙ୍କ ଇନଷ୍ଟିଚ୍ୟୁଟ କୁ ତାଙ୍କ ପତ୍ନୀ ସମ୍ଭାଳିଛନ୍ତି। ସେ ବର୍ତ୍ତମାନ ସମୟ ରେ ଅଜିତ ଦାସ ଙ୍କୁ ମନେ ପକାଇ ଅନେକ କିଛି କଥା କହିଛନ୍ତି , ସ୍ବାମୀ ଙ୍କ ସ୍ବପ୍ନ କୁ ସେ ନିଶ୍ଚିନ୍ତ ଭାବ ରେ ପୂରଣ କରିବେ , ସବୁଠୁ ଭଲ କଥା କହିଛନ୍ତି ଯେ ଏକାଠି ଯିବା କୁ କହି ଏକଲା ପଳାଇଲେ ମୋତେ ଛାଡ଼ିକି ।।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *