ଅପେକ୍ଷା ର ଅନ୍ତ ଘଟିବ ଦୀପିକା ଙ୍କ ପାଇଁ ଆସିବ ଦିନେଶ , ଆପଣ ମାନେ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ । କଥା ଟି ସତ୍ୟ ଅଟେ ଦୀପିକା ଙ୍କ ପାଖ କୁ ଆସୁଛି ଦିନେଶ , ଏତେ ଦିନ ପରେ ମିଳିବ ଖୁସି ଖବର । ବହୁତ୍ ଦିନ ହେବ ଏକାଠି ହୋଈ ନ ଥିଲେ ଦିନେଶ ଓ ଦୀପିକା ଆଜି ଉଭୟ ଏକାଠି ହେବେ । ଆଜି ମିଶିବ ଦୁଇ ଟି ଆତ୍ମା ,
ଏକାଠି ହେବ ଦୁଇ ଶରୀର ଏଥି ପାଇଁ ଗଞ୍ଜାମ ରୁ ଚାଳି ଆସିଛନ୍ତି ଦୀପିକା । ଦୀପିକା ତାଙ୍କ ସାଥିରେ ତାଙ୍କ ପୁଅ କୁ ମଧ୍ୟ ଆଣିଛନ୍ତି ରାଜଧାନୀ ଭୁବନେଶ୍ଵର କୁ , ଆଜି ପୁଅ ତାର ବାପା କୁ ଦେଖିବ ଓ ତାକୁ ବାପା ର ପରିଚୟ ମିଳିବ । ବର୍ତ୍ତମାନ୍ ସମୟ ରେ ପୁଅ ର ହେବ ଆଧାର କାର୍ଡ ଓ ପୁଅ ଯିବ ସ୍କୁଲ ।
ତାହେଲେ ଆଜି ଆମେ ବାପା ପୁଅ ଙ୍କ ମିଳନ , ଗୋଟେ ପରିବାର ମିଳନ । ଦ୍ବିତୀୟ ଥର ପାଇଁ ମହିଳା କମିଶନର ରେ ହାଜର ହୋଇଛନ୍ତି ଦୀପିକା , ଦୀପିକା ଙ୍କ ସହ ସମାଜ ସେବୀ ପ୍ରମିଳା ତ୍ରିପାଠୀ ମହିଳା କମିଶନର ରେ ହାଜର ହୋଇଛନ୍ତି । ବର୍ତ୍ତମାନ୍ ସମୟ ରେ ନ୍ୟାୟ ପାଇବା ପାଇଁ ଗଞ୍ଜାମ ରୁ ଦୌଡ଼ି ଆସିଛନ୍ତି ଭୁବନେଶ୍ଵର କୁ ଦୀପିକା ।
ପୁଅ ର ଆଧାର କାର୍ଡ ହେବ ଓ ବାପା ଙ୍କ ନାମ ପଡ଼ିବ , ଆଧାର କାର୍ଡ ହେବା ପରେ ପୁଅ ପାଠ ପଢିବ । ଏଥିପାଇଁ ଦିନେଶ ହାଜର ହେବ ମହିଳା କମିଶନର ଙ୍କ ପାଖ ରେ । ଦୀପିକା ଓ ଦିନେଶ ଙ୍କ ପ୍ରେମ କାହାଣୀ ଗଞ୍ଜାମ ରୁ ଭୁବନେଶ୍ୱରରୁ କୁ ଆସିଲାଣି । ଓଡ଼ିଶା ରେ ଚହଳ ସୃଷ୍ଟି କରିଥିଲା ଦୀପିକା ଙ୍କ ଧାରଣା । ନିଜ ଅଧିକାର ଓ ପୁଅ ର ବାପା ଅଧିକାର ପାଇଁ ସେ ଦିନେଶ ଙ୍କ ଘର୍ ଦୁଆର ରେ ବସିଥିଲେ ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦୀପିକା ଏକୁଟିଆ ରହି ସେଠାରେ ରୋଷେଇ କରି ଖାଇ ପିଇ ସେହିଠାରେ ବିଶ୍ରାମ କରୁଥିଲେ ଖଣ୍ଡେ ପାଲ ଗଡ଼ାଇ । ସେଠାରେ ରହିବା ପରେ ସେ ଦିନେଶ ଙ୍କ ଘର୍ ଲୋକେ ଏବଂ ଦୀପିକା ଏକୁଟିଆ ବାହାରେ ରହୁଥିଲେ ଓ ବେଳେ ବେଳେ ଝଗଡା ଲାଗି ଥିବାର ମଧ୍ୟ ଦେଖିବାକୁ ମିଳିଛି ।
ଏହି ବିବାଦ ଟି ଅନେକ ଦିନ ବିତି ସାରିବା ପରେ ବର୍ତ୍ତମାନ୍ ଦିନେଶ ଆସୁଛନ୍ତି ନିଜ ପୁଅ ର ଆଧାର କାର୍ଡ କରିବା ପାଇଁ , ପୁଅ ର ଆଧାର କାର୍ଡ ହେବା ପରେ ସେ ପାଠ ପଢିବ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।