ବନ୍ଧୁଗଣ ଆପଣ ମାନେ ଜାଣି ଥିବେ କି ବର୍ତ୍ତମାନ ସମୟରେ କିପରି ଭାବରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଭିଡିଓ ଗୁଡିକ । ବର୍ତ୍ତମାନ ସମୟ ରେ ଭିଡିଓ ଗୁଡିକ୍ ନିଆଁ ଭଳି ଭାଇରାଲ ହେଉଛି । ଡେ଼ ତୁ ଡେ଼ ଏମିତି ବହୁତ ଭିଡିଓ ଆସୁଛି ଯାହା ଆମ ସମାଜ କୁ ଖରାପ ପ୍ରଭାବ ପକାଉଛି । ତାହା ସହ କୌଣସି ସମ୍ପର୍କ ଉପରେ ଭରସା ମଧ୍ୟ ଉଠି ଯାଉଛି ।
ଆପଣ ମାନେ ଜାଣି ଥିବେ ଯେଉଁ ବାଦ ବିବାଦ ସବୁ ଚାରି କାନ୍ଥ ଭୀତ ରେ ରହିବା କଥା ତାହା ଏବେ ଆଉ ଚାରି କାନ୍ଥ ଭୀତ ରେ ନ ରହି ତାହା ଏବେ ରାସ୍ତା ରେ ଗଡୁଛି । ଏହା ପୂର୍ବ ରୁ ତପସ୍ବନି ର କେସ ଯାହା ହୋଇ ଥିଲା ଏବେ ଯାଏ ସମାଧାନ ହେଇ ନାହିଁ । ବର୍ଷା ଓ ଅନୁଭବ ଙ୍କ ଝଗଡା ମଧ୍ୟ ସମାଧାନ ହେଲା ନାହିଁ ।
ଏବେ ଆସିଛି ଦୀପିକା ଓ ଦିନେସ୍ ର ଯାହା 13 ଦିନ ହୋଇ ସାରିଲାଣି ଆଉ ନ୍ୟାୟ ପାଇବା ପାଇଁ ଦୀପିକା ଦିନେସ୍ ର ଘର ଆଗରେ ଜଗି ବସିଛି ହେଲେ ଏପର୍ଯ୍ୟନ୍ତ କିଛି ନ୍ୟାୟ ମିଳିବା ଦୂର ର କଥା ଦିନେସ୍ ଙ୍କ ଆଡୁ କିଛି ତଥ୍ୟ ବି ମିଳୁ ନାହିଁ । ଏପଟେ ଦିପିକା କହୁଛନ୍ତି ନ୍ୟାୟ ପାଇବା ଯାଏ ସେ ଦିନେସ୍ ଙ୍କ ଘର ଆଗରେ ଜଗି ବସିବେ । ସେ ନିଜେ ଜେତେ କଷ୍ଟ ପାଇଲେ ମଧ୍ୟ ସେ ଦିନେସ୍ ଙ୍କ ଘର ଜଗି ବସି ଥିବେ ।
ଏବେ ଦୀପିକା ଫୁଣି ଥରେ ପ୍ରତିକ୍ରିୟା ଦେବାରେ ନଜର ରେ ଆସିଛନ୍ତି ସେ କହିଲେ କି ସେ ବିବାହ ପୂର୍ବ ରୁ ଗ-ର୍ଭ-ବ-ତୀ ହେବା କଥା ଦିନେସ୍ ଜାଣିଥିଲେ । ଦିନେସ୍ ପେଗା ନ୍ୟୁଜ କିଟ୍ ଦେଇଥିଲେ ଦୀପିକା ଙ୍କୁ ଚେକ୍ କରିବା ପାଇଁ । ମ୍ୟାରେଜ୍ ପୂର୍ବ ରୁ ଦୀପିକା ମା-ଆ ହୋଇ ଯାଇଥିବାରୁ ସେ ହସ୍ପିଟାଲ ରେ ନିଜ ବିଷୟ ରେ କହିବାକୁ ଲାଜ ଲାଗୁଥିଲା ସେଇଠି ପାଇଁ ସେ ବାରବାର ହସ୍ପିଟାଲ ଯାଇ ନଥିଲେ ।
ଦୀପିକା ସେହି ସମୟ ରେ ଯାହା ବି ତାଙ୍କ ର ଅସୁବିଧା ହୁଏ ତାଙ୍କ ବୟଫ୍ରେଣ୍ଡ ଙ୍କୁ ସବୁ ଜଣାନ୍ତି । ସେତେବେଳେ ତାଙ୍କ ଭିତ ରେ କିଛି ବି ଝ-ଗ-ଡା ହୋଇ ନଥିଲା । ଦୀପିକା ଙ୍କ ଯେତେବେଳେ ଝଗଡା କରି ଦୀପିକା ଙ୍କ ଦୋକାନ ଭାଙ୍ଗି ଥିଲେ ଦିନେସ୍ ସେବେଠୁ ତାଙ୍କ୍ ଭିତ ରେ ଝ-ଗ-ଡା ଆରମ୍ଭ ହୋଇଥିଲା ।