Breaking News

ଦୀପିକା ମତେ ଜ-ବ-ର-ଦ-ସ୍ତି କରି ଛୁଆ ରଖିଲା: ଦୀନେଶ(Deepika-Dinesh) , କ୍ୟାମେରା ସାମ୍ନାକୁ ଆସିଲେ ଏମିତି କହିଲେ ଦିନେଶ … ଦେଖନ୍ତୁ

କିଛି ଦିନ ହେବ ଓଡ଼ିଶାର ବହୁ ଚର୍ଚ୍ଚିତ ଖବର ପାଲଟିଥିବା ବ୍ରହ୍ମପୁର ସହରର କେ ଦୀପିକା ଓ କେ ଦିନେଶ ଙ୍କ ବିବାଦ ବିଷୟରେ ଆପଣ ମାନେ ଜାଣିଥିବେ। ଆଜିକୁ ଦୀପିକା ଙ୍କ ଧାରଣ ୧୯ ଦିନରେ ପହଂଚିଛି।ଦୀପିକା ସ୍ତ୍ରୀର ହକ ଦାବି ସହ ନିଜ ପୁଅକୁ ଦୀନେଶ ତାଙ୍କ ବାପାର ପରିଚୟ ଦେବା ନିମନ୍ତେ ବର୍ଷା, ଖରା, ଦିନ ରାତି ଏକ କରି ଧାରଣାରେ ବସି ରହିଛନ୍ତି। ହେଲେ ଏପର୍ଯ୍ୟନ୍ତ ନାଁ ଦୀନେଶ ଙ୍କ ପରିବାର ଲୋକ ନାଁ ଦୀନେଶ କେହି ବି ତାଙ୍କୁ ଗ୍ରହଣ କରିନାହାଁନ୍ତି।

ତେବେ ଏହାରି ଭିତରେ ପୁଣି ଥରେ କ୍ୟାମେରା ଆଗକୁ ଆସିଛନ୍ତି ଦୀନେଶ। କ୍ୟାମେରା ଆଗକୁ ଆସି ସେ ଦୀପିକା ଓ ତାଙ୍କ ସମ୍ପର୍କ କୁ ନେଇ ଖୁଲାସା କରିଛନ୍ତି। ନିକଟରେ ଏକ ଗଣମାଧ୍ୟମ କୁ ଦେଇଥିବା ସାକ୍ଷାତକାର ରେ ଦୀନେଶ କହିଛନ୍ତି ଯେ ଦୀପିକା ତାଙ୍କୁ ଫସେଇ ଦେଇଛନ୍ତି।

ଦୀନେଶ କହିଛନ୍ତି, ମୁଁ ଦୀପିକା ପ୍ରେମରେ ଏତେ ପାଗଳ ହୋଇଯାଇଥିଲି ଯେ ସେ ଯୁଆଡେ ବି ଡାକୁଥିଲା ମୁଁ ସିଆଡେ ଯାଉଥିଲି। ଗୋଟିଏ ଥର ଆମେ କୋଲକତା ଯାଇଥିଲୁ ଓ ଆଉ ଗୋଟିଏ ଥର ଭୁବନେଶ୍ୱର। କୋଲକତା ରେ ଥିବା ସମୟରେ ସେ ଜ-ବ-ର-ଦ-ସ୍ତି କରି ଛୁଆ ରଖିଥିଲା। ମୋ ଠାରୁ ଟଙ୍କା ନେବା ପାଇଁ ସେ ମତେ ଫସେଇଥିଲା। ମୋ ଠାରୁ ବ୍ଲାକମେଲ କରି ସେ ଅନେକ ଜିନିଷ ନେଇଛି। ଏହାପରେ ମତେ ରେ-ପ୍ -କେ-ସ ରେ ଫସେଇଛି। ଏହା ପରେ ମୁଁ ତାକୁ ଗ୍ରହଣ କରିପାରିବି ନାହିଁ।

 

 

ଏତିକି ନୁହେଁ, ଦୀନେଶ ଆହୁରି ମଧ୍ୟ କହିଛନ୍ତି ଭେସପା ଶୋ ରୁମ୍ ରୁ ଗାଡି କିଣିବା ସମୟରେ ଦୀପିକା ଙ୍କ ସହ ତାଙ୍କର ଦେଖା ହୋଇଥିଲା। ଏହାପରେ ଦୀପିକା ନିଜ ଆଡୁ ତାଙ୍କୁ କଲ୍ କରିଥିଲେ। ଆଉ ଦୀପିକା ତାଙ୍କ ଠାରୁ ବୟସରେ ବଡ ବୋଲି ମଧ୍ୟ ସେ ଜାଣିନଥିବା କହିଛନ୍ତି। ତେବେ ଯଦି ଦୀପିକା ଙ୍କ ଗର୍ଭରୁ ଜନ୍ମିତ ପିଲା ତାଙ୍କର ବୋଲି ଜଣାପଡେ ତେବେ କୋର୍ଟ ଯାହା ନିଷ୍ପତି ନେବେ ତାକୁ ସେ ମାନିବେ ବୋଲି କହିଛନ୍ତି।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏଠାରେ କିଏ ସତ କହୁଛି? ଦୀପିକା ପ୍ରଥମରୁ ଗୋଟିଏ କଥା କହି ଆସୁଥିବା ବେଳେ ଦୀନେଶ ଏବେ ଭିନ୍ନ କଥା କହୁଛନ୍ତି। ତେବେ ଆଗକୁ ଏହି ବହୁ ଚର୍ଚ୍ଚିତ ମାମଲା କେଉଁ ମୋଡ଼ ନେଉଛି ତାହା ଦେଖିବା ବାକି ରହିଛି।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

 

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *