ତୁମକୁ ମୁଁ ଗ୍ରହଣ କରିବା ପାଇଁ ବାଧ୍ୟ ନୁହେଁ କି ଗ୍ରହଣ କରି ପାରିବି ନାହିଁ । କିନ୍ତୁ ଦୀପିକା ତୁମେ ବାଧ୍ୟ ବାଧ୍ୟାତ ରେ ମୋ ଘରେ ପଶିବାକୁ ଚେଷ୍ଟା କରୁଛ , ପ୍ରେମୀ ଥିଲା ସମ୍ପର୍କ ମଧ୍ୟ ଥିଲା କିନ୍ତୁ ମୁଁ କେବେ ହେଲେ ଭାବି ନ ଥିଲି ତୁମେ ମୋର୍ ଘର୍ ଆଗ ସାମ୍ନା ରେ ଏହି ଭଳି ଭାବେ ବସିବ ବୋଲି ପୁଣି ଏକ ସନ୍ତାନ ଜନ୍ମ କରି ତାର ବାପା ର ଅଧିକାର ମୋତେ ମାଗିବ ଏହା ମୁଁ କେବେ ହେଲେ ଭାବି ନ ଥିଲି ।
ଆମର ହାଇ ଷ୍ଟାଟସ୍ ଫାମିଲି ତୁମର କଣ ତାହା ତୁମେ ଜାଣିଛ , ଆମ ଘର ଲୋକେ ତୁମକୁ ଗ୍ରହଣ କରିବାକୁ ନାରାଜ ଓ ମୁଁ ତୁମକୁ ଗ୍ରହଣ କରି ପାରିବି ନାହିଁ । କେତେଦିନ ପର୍ଯ୍ୟନ୍ତ ମୋ ଘର୍ ସାମ୍ନା ରେ ବସିବ ବସ , ଏହି ଭଳି ଭାବେ ଦୀପିକା ଅଭିଯୋଗ କରିଛନ୍ତି । ଯେଉଁ ଦିନେଶ ପାଗଳ ଭଳି ଦୀପିକା ଙ୍କୁ ଭଲ ପାଉ ଥିଲା ଆଜି ସେହି ଦିନେଶ ଦୀପିକା କୁ ଗ୍ରହଣ କରୁ ନାହିଁ ।
ଦିନେଶ ଯେବେ ଦୀପିକା ଭଲ ପାଇ ଥିଲେ ସେହି ସମୟ ରେ ସେ ଦୀପିକା ଙ୍କୁ କହିଥିଲେ ତାଙ୍କୁ କେବେ ହେଲେ ଛାଡ଼ିବେ ନାହିଁ । ପ୍ରତି ଟି ମୁହୂର୍ତ୍ତ ରେ ମୁଁ ତମକୁ ସାଥ ଦେବୀ ଆମେ ଦୁହେଁ ମିଶିକି ରହିବା । ତାହେଲେ ବର୍ତ୍ତମାନ୍ ସମୟ ରେ ଯେତେବେଳେ ଦୀପିକା ମା ହୋଇଛନ୍ତି ସେତେବେଳେ ଦିନେଶ ତାଙ୍କ ହାତ ଛାଡ଼ି ଦେଇଛନ୍ତି ।
ତାହେଲେ ଦିନେଶ ଏମିତି କଣ ପାଇଁ କଲେ , ଦୀପିକା ଙ୍କୁ ଭଲ ପାଇଲେ ତାଙ୍କୁ ତାଙ୍କ ସହ ଶା-ରି-ରୀ-କ ସମ୍ପର୍କ ମଧ୍ୟ ରଖିଥିଲେ ଓ ଯେବେ ପିଲା ଜନ୍ମ ହେଲା କାହିଁକି ଦୂରେଇ ଗଲେ ଦିନେଶ । ବର୍ତ୍ତମାନ୍ ସମୟ ରେ ପ୍ରେମିକା ଦୀପିକା ତାର ପ୍ରେମିକ ଦିନେଶ ଘର୍ ସାମ୍ନା ରେ ବସିଛନ୍ତି ଓ ସେ ଗ୍ରହଣ ନ କରିବା ପର୍ଯ୍ୟନ୍ତ ସେ ଏଠାରୁ ଉଠି କି ଯିବେ ନାହିଁ ।
ବର୍ତ୍ତମାନ୍ ସମୟ ରେ ପହଞ୍ଚି ଯାଇଛନ୍ତି ପ୍ରମିଳା ମାଉସୀ ଓ ସେ ଦୀପିକା କୁ କହିଛନ୍ତି ତୁ ତୋର ଯୁ-ଦ୍ଧ ଲଢ଼ି ଚାଲ । ତୁ ତୋର ସ୍ୱାମୀ କୁ ନିଶ୍ଚୟ ପାଇବୁ , ଏମିତି ପ୍ରତିବାଦ କର ଓ ଏହି ଘର୍ ସାମ୍ନା ବସ , ଘର୍ ସାମ୍ନା ରୁ କେବେ ହେଲେ ଉଠିବୁ ନାହିଁ । ବନ୍ଧୁଗଣ ଦେଖା ଯାଉ ଆଗାମୀ ଦିନ ରେ ଗେଟ ଖୋଲି ବୋହୂ କୁ ଗ୍ରହଣ କରୁଛନ୍ତି କି ଆଉ କିଛି ନୁଆ ମୋଡ଼ ନେଉଛି ।
ଆପଣ ମାନେ ଜାଣିଥିବେ ଯେ ଅଧିକାଂଶ ସମୟ ରେ ସୋସିଆଲ ମିଡ଼ିଆ ରେ ପ୍ରେମୀ ଯୁଗଳ ମାନ ଙ୍କୁ ନେଇ ଅନେକ ଖବର ଆସିଥାଏ ଓ ବେଶ୍ ଚର୍ଚ୍ଚା ରେ ଥାଏ । ବର୍ତ୍ତମାନ୍ ସମୟ ରେ ଏହି ପ୍ରେମୀ ଯୁଗଳ ଙ୍କ ଖବର ବେଶ୍ ଚର୍ଚ୍ଚା ରେ ଅଛି । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।