ସାଂସଦ ତଥା ଅଭିନେତା ଅନୁଭଵ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟରୁ ଯଦି କେହି ବି ଜଣେ ଟିକେ ନଇଁ ଯିବେ ତେବେ ପାରିବାରିକ ଝଡ଼ କାଳେ ମୁଣ୍ଡ ଉପର ଦେଇ ଚାଲିଯିବ। ଦୁହିଁଙ୍କ ସଂପର୍କ ର କିଛି ବି କ୍ଷତି ଘଟିବ ନାହିଁ। ଆଉ ସଂସାର ଭିତରେ ଘର କରିଥିଲେ ଛୋଟ ମୋଟ ଘଟଣା ଘଟେ। ଯଦି ସେହି ଘଟଣାକୁ ଦୁର୍ଘଟଣାର ରୂପ ନ ଦିଆଯାଏ ତେବେ ସବୁକିଛି ଠିକ୍ ହୋଇଯିବ।
ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ ଅଭିନେତ୍ରୀ ଓ ଅଭିନେତା ଅଛନ୍ତି ଯେଉଁ ମାନେ କି ସୁଟିଂ ସେଟ ରୁ ଭଲ ପାଇଁ ବିବାହ କରିଛନ୍ତି ।
ସେହିଭଳି ଦୁଇ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ବିଷୟ ରେ ଜାଣିବା ଯେଉଁ ମାନେ ସୁଟିଂ ସେଟ ରୁ ଭଲ ପାଈ ବିବାହ କରିଥିଲେ ଓ ବର୍ତ୍ତମାନ୍ ସମୟ ଅଲଗା ହୋଇ ଯାଇଛନ୍ତି ନିଜ ପାରିବାରିକ ବିବାଦ କୁ ନେଇ , ଏହି ଯୋଡି ହେଉଛନ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ । ଉଭୟ ଙ୍କ ବିବାଦ ଟି ଅନେକ ଦିନ ହୋଇ ଯାଇଥିଲେ ମଧ୍ୟ ସମାଧାନ ଏ ପର୍ଯ୍ୟନ୍ତ ହୋଇ ନାହିଁ । ଉଭୟ ଙ୍କୁ ନେଇ ବର୍ତ୍ତମାନ୍ ସମୟ ରେ ଆଉ ଏକ ବଡ ଖବର ଆସି ଯାଇଛି ।
କେନ୍ଦ୍ରାପଡ଼ା ର ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିବାଦ କୁ ନେଇ ବର୍ତ୍ତମାନ୍ ସମୟ ରେ ଆସି ଯାଇଛି ଏକ ବଡ ଖବର । ହଁ ବନ୍ଧୁ ଏହି ବଡ ଖବର ଟି ହେଲା ଯେ ବର୍ତ୍ତମାନ୍ ସମୟ ରେ ବର୍ଷା ପ୍ରିୟଦର୍ଶିନୀ ନିଜ ଶଶୁର ଘର୍ ଛାଡିଛନ୍ତି ଅର୍ଥାତ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜ ସ୍ବାମୀ ଅନୁଭବ ମହାନ୍ତି ଙ୍କ କଟକ ରେ ଥିବା ବାସ ଭବନ ଛାଡି ଦେଇଛନ୍ତି ।
ବର୍ତ୍ତମାନ୍ ସମୟ ରେ ସେହି ଘର୍ କୁ ଯିବା ପାଇଁ ଅନୁଭବ ମହାନ୍ତି ପୋଲିସ ର ସାହାର୍ଯ୍ୟ ଲୋଡିଛନ୍ତି । ଚଳଚ୍ଚିତ୍ର ଅଭିନେତା ବା ସାଂସଦ ଅନୁଭବ ମହାନ୍ତି ଘରେ ପ୍ରବେଶ କରିବା ପାଇଁ ଶନିବାର ଦିନ ପୁରୀଘାଟ ଥାନା ପୋଲିସ ସହାୟତା ଲୋଡିଛନ୍ତି ।୧ ମାସ ରେ ଘର୍ ଛାଡ଼ିବା ପାଇଁ , ଅଦାଲତ ଅଗଷ୍ଟ ୩୧ ତାରିଖ ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆଦେଶ ଦେଇଥିଲେ ।
ସାଂସଦ ଅନୁଭବ ମହାନ୍ତି ଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ସେ ମଧ୍ୟ କିଛି ଆର୍ଥିକ ବ୍ୟବସ୍ଥା ବର୍ଷା ଙ୍କୁ ସାହାର୍ଯ୍ୟ କରିବା ପାଇଁ । ଏହି ନିର୍ଦ୍ଧେଶ କୁ ମଧ୍ୟ ଅନୁଭବ ମହାନ୍ତି ପାଳନ କରିଥିଲେ , କିନ୍ତୁ ଶୁକ୍ରବାରଦିନ ସମୟ ସୀମା ହୋଇଯିବା ପରେ ବର୍ଷା ପ୍ରିୟଦର୍ଶିନୀ ନିଜ ଘର୍ କୁ ଚାଲି ଯାଇଛନ୍ତି ଓ ଅନୁଭବ ନିଜ ଘର୍ କୁ ଯିବା ପାଇଁ ପୋଲିସ ର ସହାୟତା ମାଗିଛନ୍ତି ।
ତାହେଲେ ବନ୍ଧୁଗଣ ଉଭୟ ଙ୍କ ବିବାଦ ଟି ଅନେକ ଦିନ ହୋଇଯାଇଥିଲେ , ଏହି ବିବାଦ ଟି ବର୍ତ୍ତମାନ୍ ସମୟ ରେ ଅଦାଲତ ରେ ବିଚାରାଧୀନ ଅଛି । ଦେଖାଯାଉ ଆଗାମୀ ଦିନ ମାନ ଙ୍କ ରେ ଉଭୟ ଙ୍କୁ ନେଇ କଣ ଖବର ଆସୁଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।