ଆଠ ବର୍ଷ ର ଝିଅ କୁ ନେଇ ମାଆ ଫେରାର । 11 ବର୍ଷ ର ପିଲାଟି ତା ମାଆ କୁ ଝୁରି ଝୁରି ସେ ସୋଇ ରହୁଛି ଉଠୁନି । ହେଲେ ଏହି ମହିଳା ଜଣକ ର ସ୍ବାମି କହୁଛନ୍ତି ତାଙ୍କ ର ସ୍ତ୍ରୀ ଆଉ ଝିଅ ଦରକାର ସେ ଯେମିତି ହେଲେ ବି ତା ସ୍ବାମି ତାକୁ ସ୍ବକାର କରିବାକୁ ଚାହୁଁଛି । ହେଲେ କୁଆଡେ ଚାଲି ଗଲେ ମାଆ ଆଉ କେମିତି ଭୁଲି ଗଲେ ତାଙ୍କ ର ଜନ୍ମ ଦେଇ ଥିବା ବର୍ଷ ର ପୁଅ କୁ ।
କେମିତି ଭୁଲି ଗଲା ଗୋଟିଏ ସ୍ତ୍ରୀ ତାର ସତ ଜନ୍ମ କୁ ସାକ୍ଷି ଦେଇ ବାହା ହୋଇ ଥିବା ସାଥି କୁ । ସତ ରେ କଣ କିଏ ନେଇ ଯାଇଛି ମାଆ ଝିଅ କୁ ନା କାହା ସହିତ ଏହି ମହିଳା ଜଣକ ତା ଝିଅ କୁ ଧରି ଚାଲି ଯାଇଛି । ନା ଅନ୍ୟ କିଛି ରହିଛି ରହସ୍ୟ ଯାହା କି ନିଜ ଘର ଛାଡି ଚାଲି ଯାଇଛନ୍ତି । ଏ ପର୍ଯ୍ୟନ୍ତ କିଛି ବି ଜଣା ପଡି ନାହିଁ ଆଉ ଘେରି ରହିଛି ତା ଉପରେ ପରଦା ।
କିନ୍ତୁ ଏ ପର୍ଯ୍ୟନ୍ତ ଚାହିଁ ବସିଛନ୍ତି ସ୍ବାମି ଜଣକ ତାଙ୍କ ସ୍ତ୍ରୀ ଓ କୁନି ଝିଅ ର ଫେରିବା ବାଟ କୁ କେବେ ଫେରିବେ ତାଙ୍କ ସ୍ତ୍ରୀ ଆଉ କେତେବେଳେ ଫେରିବ ତାଙ୍କ କୁନି ଝିଅ ଫୁଣି ଥରେ ତାଙ୍କ ସଂସାର ହସି ଉଠିବ । ଆଉ ଝୁରି ହେଉ ଥିବା 12 ବର୍ଷ ର ପୁଅ ର ମନ ଭରିଜିବ୍ ବା ଖୁସି ହେଇ ଯିବ ତା ମାଆ କୁ ଦେଖି । ଫୁଣି ଥରେ ତାଙ୍କ ପରିବାର ଏକାଠି ହେବ ।
ତେବେ ସୁଚନା ଅନୁଯାୟୀ ଏହା ଢେଙ୍କାନାଳ ଜିଲ୍ଲା ର ହିନ୍ଦୋଳ ଥାନା ର ଅନ୍ତଗର୍ତ ରୋଦାଙ୍ଗାପଲ୍ଲି ଗ୍ରାମ୍ ର ହରିଜନ ସାହି ର ଚିତ୍ରସେନ୍ ନାଁ ର 35 ବର୍ଷ। ପରଜଙ୍ଗ୍ ଥାନା ଅଞ୍ଚଳ ର ନିତ୍ୟାନନ୍ଦ ଙ୍କ ର ଝିଅ ଚୁଇଂ ନାଏକ ଙ୍କୁ 2008 ମସିହା ରେ ବିବାହ କରି ଥିଲେ ଚିତ୍ରସେନ୍ । ବିବାହ ପରେ ତାଙ୍କ ର 2 ଟି ପିଲା ହୋଇ ଥିଲା ତଥା ପୁଅ କ୍ରିଷ୍ଣା ବୟସ 12 ।
ଆଉ ଝିଅ ରିୟା ବୟସ 8 ତାଙ୍କ ବିଧବା ମାଆ କୁ ନେଇ ପରିବାର ରେ 5 ଜଣ ରହୁ ଥିଲେ । ପରିବାର ରେ ସମସ୍ତେ ଖୁବ ଆନନ୍ଦ ରେ ଜୀବନ ଜାପନ କରୁ ଥିଲେ । ହେଲେ ହଠାତ ଗତ 4/10/2022 ଦିନ ଚିତ୍ରସେନ୍ ମଜୁରୀ କରି ଘରକୁ ପ୍ଜେରି ଦେଖିଲା ବେଳ କୁ ସ୍ତ୍ରୀ ଚୁଇଂ ଆଉ ଝିଅ ରିଆ ଘରେ ନାହାନ୍ତି ।
ପଡୋଶୀ ଙ୍କ ଘର ବନ୍ଧୁ ବାନ୍ଧବ ଙ୍କ ଘର ଓ ଶାଶୁ ଶଶୁର ଙ୍କ ଘର ଖୋଜିଲା ପରେ ମଧ୍ୟ ନ ପାଇବା ରୁ ହିନ୍ଦୋଳ ରୋଡ଼ ଥାନା ରେ ଲିଖିତ ଅଭିଯୋଗ କରି ଥିବାର ନଜର ରେ ଆସିଛନ୍ତି । ଏପଟେ ମାଆ କୁ ଝୁରି ଝୁରି ପୁଅ ଶଯ୍ୟାଶୟୀ ହୋଇ ପଡି ଥିବା ବେଳେ ଚିତ୍ରସେନ୍ ସ୍ତ୍ରୀ ଚୁଇଂ ର ସନ୍ଧାନ୍ ନ ପାଇଁ ଭାଙ୍ଗି ପଡିଛନ୍ତି ।
ସ୍ତ୍ରୀ ଓ ଝିଅ ରିଆ ଫେରି ଆସିଲେ ତାଙ୍କ ସଂସାର ଫୁଣି ଥରେ ଆଗଭଳି ହସି ଉଠିବ ବୋଲି ମନ ରେ ବହୁତ ଆଶା ଧରି ବସିଛନ୍ତି ସ୍ବାମି ଆଉ କଣ ସତ ରେ ଯେତିକି ଆଶା ସ୍ବାମି ଓ ପୁଅ ରଖିଛନ୍ତି ସେତିକି ଭଲ ପାଇବା ର ସହ ଫେରି ପାରିବେ ସ୍ତ୍ରୀ ଚୁଇଂ ଆଉ ଝିଅ ରିୟା । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।