Breaking News

“ଦୁଇ ଦୁଇ ସ୍ଵାମୀ ଥାଇ କେହିବି ସୁଖ ଦେଇ ପାରିଲେନି ” ଶେଷରେ ଏମିତି …. ଦେଖନ୍ତୁ ଭିଡିଓ

ଆପଣ ମାନେ ଜାଣିଥିବେ କିଛି ଘଟଣା ଘଟିଥିଲା ଯାହାକି ସୋସିଆଲ୍ ମିଡିଆ ରେ ଭାଇରାଲ ହୋଇଛି । ଆପଣ ମାନେସବୁବେଳେ ସୋସିଆଲ୍ ମିଡ଼ିଆ ରେ କିଛି ନା କିଛି ଭିଡିଓ ଭାଇରାଲ୍ ହେବାକୁ ଲାଗୁଚି । ତେବେ ଆପଣ ମାନେ ଜାଣିଥିବେଯଦି ଆପଣ ମାନେ ଏହି ବିଷୟ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମର ଲେଖି ଥିବା ଏହି ଲେଖାଟିକୁଆପଣ ମାନେ ସମ୍ପୁର୍ଣ୍ଣ ରୂପେ ପଢ଼ନ୍ତୁ ତାହେଲେ ଆପଣ ମାନେ ଜାଣି ପାରିବେ ସମ୍ପୁକ୍ତ ବିବରଣୀ ବିଷୟ ରେ ।

ବନ୍ଧୁଗଣ ବର୍ତ୍ତମାନ ସମୟରେ ଏମିତି ସବୁ ଭିଡିଓ ଭାଇରାଲ ହେବାକୁ ଲାଗୁଚି ଯାହା କୁ ବିଶ୍ବାସ କରିବା ଅସମ୍ଭବ ହେଇ ଯାଉଛି ଆଉ ଜଣା ପଡୁନି କିଏ ସତ କହୁଛି ଆଉ କିଏ ମିଛ କହୁଛି । ସବୁ ସମ୍ପର୍କ ଉପରେ କଳଙ୍କ ର ଦାଗ ଲାଗୁଚି ଏମିତି ଦାଗ ଲାଗୁଚି ଯେମିତି ଆଉ କେଉଁ ସମ୍ପର୍କ ଉପରେ ଆଉ ବିଶ୍ବାସ ହେଉ ନାହିଁ । ତେବେ ବର୍ତ୍ତମାନ ସମୟରେ ମଧ୍ୟ ଏକ ଭିଡିଓ ଭାଇରାଲ ହେଇଚି ଯାହା କି ଏବେ ତାହା ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।

ଗୋ଼ଟିଏ ମହିଳା ର ଦୁଇଟା ସ୍ବାମି ଆଉ ତାଙ୍କ ର ଗୋଟିଏ 10 ବର୍ଷା ପିଲା ଟେ ବି ଅଛି ତା ପରେ ମଧ୍ୟ ତାର ଦୁଇ଼ଟା ସ୍ବାମି । 10 ବର୍ଷ ର ଝିଅ ଥାଇ ମଧ୍ୟ ଆଉ ଜଣକୁ ବାହା ହେଇଚି ଆଉ କହୁଛନ୍ତି କି ଯେ ତାଙ୍କ ସ୍ବାମି ଓ ଆଉ ଜଣେ ମିଶି କି ଏମିତି କାମ କରିଛନ୍ତି । ପୁର୍ବତନ ସ୍ବାମି ଆଉ ଏବେକାର ସ୍ବାମି ମିଶି କି ତାଙ୍କୁ ଧମକ ଦେଇ ବାହା ହୋଇଛନ୍ତି ।

 

ଆଉ ତାଙ୍କ ଦ୍ବତିୟ୍ ବିବାହ କରିବା କଥା ମଧ୍ୟ ତାଙ୍କ ସ୍ବାମି ଜାଣନ୍ତି ଏଇ ସେ ମଦ ପିଇ ବହୁତ ଗାଳି ମଧ୍ୟ କରନ୍ତି । ତାଙ୍କ ପ୍ରଥମ ସ୍ବାମି ଙ୍କ ନାଁ ହେଉଛି ମୀନା କେତନ ପଣ୍ଡା ଆଉ ଦ୍ବତିୟ୍ ସ୍ବାମି ଙ୍କ ନାଁ ହେଉଛି ସମୀର । ଆଉ ଏହି ମହିଳା ଙ୍କ ନାଁ ହେଉଛି ନିବେଦିତା । ନିବେଦିତା ଓ ମିନାକେତନ୍ ଙ୍କ ର 2010 ରେ ବିବାହ ହୋଇ ଥିଲା ତାଙ୍କ ପ୍ରଥମ ସ୍ବାମି ଙ୍କ କହିବା ଅନୁଯାୟୀ ବାହାଘର ପରେ ତାଙ୍କ ଭିତ ରେ ଝଗଡା ସୃଷ୍ଟି ହେଲା ।

ଆଉ ତାଙ୍କ ସ୍ତ୍ରୀ ନିବେଦିତା ସୋସିଆଲ ମିଡ଼ିଆ କୁ ବହୁତ ବ୍ୟବହାର କରନ୍ତି ଆଉ ଏହି ଫେସବୁକ୍ ମାଧ୍ୟମ ରେ ସେ ବହୁତ ପୁଅ ପିଲା ଙ୍କ ସହ କଥା ହୁଅନ୍ତି ଆଉ ଯାହାକୁ ନେଇ ତାଙ୍କ ସ୍ବାମି ସ୍ତ୍ରୀ ଙ୍କ ଭୀତ ରେ ଝଗଡା ହୁଏ । ତଥାପି ତାଙ୍କ ସ୍ତ୍ରୀ କଥା ମାନି ସେ କଥା ହୁଅନ୍ତି । ଆଉ ସେ ଫେସବୁକ୍ ରୁ ସମୀର ବେହେରା ଜଣେ ପିଲା ସହ କଥା ହୋଇ ତାଙ୍କ ମଧ୍ୟ ରେ ପ୍ରେମ ସୃଷ୍ଟି ହୋଇ ଥିଲା ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *