ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆପଣ ମାନ ଙ୍କ ମନୋରଂଜନ କରାଇବା ପାଇଁ ଅଭିନୟ ସହ ଗୀତ ମଧ୍ୟ ବେଶ୍ ଗୁରୁତ୍ୱ ପୂର୍ଣ୍ଣ । ଗୀତ ହେଉଛି ଏମିତି ଜିନିଷ ଯେଉଁଥିରେ ଦର୍ଶକ ମାନ ଙ୍କ ମନୋରଂଜନ ହେବା ସହ ହୃଦୟ କୁ ଛୁଇଁ ଥାଏ । ଏହି ଗୀତ ଅନେକ ଗାୟକ ଓ ଗାୟିକା ଗାଉ ଥିଲେ ମଧ୍ୟ ଏକ ସୁପର ହିଟ ଗୀତ ପଛ ରେ ଏକ ନିର୍ଦ୍ଦେଶକ ହାତ ଥାଏ , ଆଜି ଆମେ ସେହିଭଳି ଜଣେ ନିର୍ଦ୍ଦେଶକ ଙ୍କ ବିଷୟ ରେ ଜାଣିବା ।
ଆଜି ଆମେ ଜାଣିବା ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଯୁବ ସଙ୍ଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ବା ଜାପାନୀ ଭାଇ ଙ୍କ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ତାହେଲେ ବନ୍ଧୁଗଣ ଜାପାନୀ ଭାଇ ଏକ ସାକ୍ଷାତକାର ରେ ଅନେକ କିଛି କଥା କହିଛନ୍ତି ଓ ଯାହାକି ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଜାଣିବାକୁ ପାଇବା ।
ଓଡ଼ିଶା ବାସୀ ଙ୍କ ଭଲ ପାଇବା କାରଣ ରୁ ଆଜି ଦେବାଶିଷ ମଲ୍ଲିକ ଜାପାନୀ ଭାଇ ନାମ ରେ ବେଶ୍ ପରିଚିତ ହୋଇଛି । ୨୦୦୫ ରେ ସେ ସଙ୍ଗୀତ ଦୁନିଆ ରେ ପାଦ ଦେଇଥିଲେ ଏହା ପୂର୍ବ ରୁ ସେ ଅଭିନୟ କରୁଥିଲେ । ୨୦୦୫ ରୁ ବର୍ତ୍ତମାନ୍ ପର୍ଯ୍ୟନ୍ତ ସେ ସଙ୍ଗୀତ ଦୁନିଆ ରେ ଅଛନ୍ତି , ଖାଲି ସେତିକି ନୁହେଁ ସେ ବିଜେଡି ପ୍ରଚାର୍ ମଧ୍ୟ କରନ୍ତି ।
ସାରା ଓଡ଼ିଶା ବାସି ଆଜି ପର୍ଯ୍ୟନ୍ତ ପ୍ରିୟ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ବିଜୟ କରି ରଖିଛନ୍ତି ମୁଖ୍ୟ ମନ୍ତ୍ରୀ ଓଡ଼ିଶା ବସୀ ମାନ ଙ୍କ ପାଇଁ ଅନେକ କିଛି କରିଛନ୍ତି ଓ ସେଥିପାଇଁ ଆଜି ଜାପାନୀ ଭାଇ ନିଜ ଗୀତ ମାଧ୍ୟମ ରେ ନବୀନ ଙ୍କ କିଛି ଗୀତ ଗାଉ ଛନ୍ତି । ଜାପାନୀ ଭାଇ କହିଛନ୍ତି ଆଗ କୁ ଆହୁରି ଓଡ଼ିଶା ବାସୀ ମାନ ଙ୍କ ପାଇଁ ମିଠା ମିଠା ଗୀତ ଆସିବାକୁ ଯାଉଛି ।
୩ ଟି ସିନେମା ସରି ଯାଇଛି ଓ ଏହି ୩ ଟି ସିନେମା ରେ ୧୫ ଟି ଚଳଚ୍ଚିତ୍ର ଆସିବ ଓ ଆହୁରି ଅନେକ ଆଲବମ୍ ଗୀତ ମଧ୍ୟ ଆସିବ । ୨୦୨୩ ରେ ଅନେକ ଗୀତ ଆସିବାକୁ ଯାଉଛି । ଏହି ଭଳି ସେ ଅନେକ କଥା କହିଛନ୍ତି ଏକ ସାକ୍ଷାତକାର ରେ । ବର୍ତ୍ତମାନ୍ ସମୟ ରେ ଜାପାନୀ ଭାଇ ଅନେକ ଗୀତ ଦେଇଛନ୍ତି ସଙ୍ଗୀତ ଦୁନିଆ କୁ ଦର୍ଶକ ମାନ ଙ୍କ ପାଇଁ ।
ଏହି ଗୀତ ମଧ୍ୟ ରୁ ଅନେକ ଗୀତ ସୁପର ହିଟ ହେବା ସହ ବର୍ତ୍ତମାନ୍ ମଧ୍ୟ ସୁପର ହିଟ ହୋଇଛି ଓ ଦର୍ଶକ ମାନେ ତାଙ୍କ ସମସ୍ତ ଗୀତ କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ଜାପାନୀଙ୍କ
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।