Breaking News

ଦେଶର ସର୍ବୋଚ୍ଚ ପଦବୀରେ ଥାଇ ବି ଭୁଲି ନାହାନ୍ତି ନିଜର ମାଟିର ଖାଦ୍ୟକୁ ଆମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Droupadi Murmu) ତାଙ୍କ ପାଇଁ ରାଷ୍ଟ୍ରପତି ଭବନରେ ପ୍ରସ୍ତୁତ ହେଉଛି ପଖାଳ ଭାତ, ସଜନା ଶାଗ – ଦେଖନ୍ତୁ ଭିଡିଓ

ଦେଶ କୁ ନୂଆ ରାଷ୍ଟ୍ରପତି ମିଳିବା ସହିତ ଭବ୍ୟ ରାଷ୍ଟ୍ରପତି ଭବନ ରେ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳେ । ପରିବର୍ତ୍ତନ ସବୁ ନୂଆ ରାଷ୍ଟ୍ରପତି ଙ୍କ ପସନ୍ଦ ଓ ନା ପସନ୍ଦ କୁ ନେଇ ହୋଇ ଥାଏ । ଦ୍ରୌପଦୀ ମୁର୍ମୁ ଦେଶ ର 15ତମ ରାଷ୍ଟ୍ରପତି ହୋଇ ଛନ୍ତି । ସେ ରାଷ୍ଟ୍ରପତି ହେବା ପରେ ରାଷ୍ଟ୍ରପତି ଭବନ ରେ କିଛି ପରିବର୍ତ୍ତନ ଦେଖା ଦେଇଛି ।

ଦ୍ରୌପଦୀ କାର୍ଯ୍ୟ ଭାର ସମ୍ଭାଳି ପରେ ରାଇସିନା ହିଲ୍ସ୍ ର ରୋଷେଇ ଘରେ ବିଭିନ୍ନ ପରିବେଶ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ଭବନ ରେ ରୋଷେଇ ଶାଳ ରୁ ଆସୁଛି ଏକ ପାରମ୍ପାରିକ ଆଦିବାସୀ ଖାଦ୍ୟ ର ମହକ । ବିଶେଷ କରି ପଖାଳ ଭାତ ସାଙ୍ଗକୁ ସଜନା ସାଗ ଭଜା । ଅଧିକ ସମୟ ରେ ପ୍ରସ୍ତୁତ ହେବା ନିଶ୍ଚିତ କାରଣ ଦ୍ରୌପଦୀ ମୁର୍ମୁ ଙ୍କ ର ଏହି ଖାଦ୍ୟ ସବୁଠାରୁ ପ୍ରିୟ ଖାଦ୍ୟ ଅଟେ ।

ସୋସିଆଲ୍ ମିଡ଼ିଆ ରୁ ଆରମ୍ଭ କରି ବଡ ବଡ଼ ଗଣ ମାଧ୍ୟମ ରେ ଦ୍ରୌପଦୀ ଙ୍କ ପଖାଳ ଖିଆ ସାଙ୍ଗ କୁ ସଜନା ଶାଗ କୁ ନେଇ ଚର୍ଚ୍ଚା । ପ୍ରତ୍ୟେକ ଓଡ଼ିଆ ଙ୍କ ସବୁ ଠାରୁ ପ୍ରିୟ ଖାଦ୍ୟ ପଖାଳ ଅଟେ । ଓଡ଼ିଆ ଙ୍କ ପିଣ୍ଡ ଜେମିତି ପଖାଳ ଭାତ କାରଣ ଯେତେ ଖାଇବା ପାଇଁ ପ୍ରସ୍ତୁତ ହେଉ ନା କାହିଁକି ଯଦି ପେଟ ରେ ପଖାଳ ଟିକେ ପଡିଗଲା ଆତ୍ମା ପୁରା ଶାନ୍ତି ହେଇ ଯିବ।

ତେବେ ପଖାଳ ସାଙ୍ଗ କୁ ଆଉ କେଉଁ ଶାଗ ନୁହଁ ବରଂ ବାରି ମିଳି ଯାଉଥିବା ଯେ କୌଣସି ସଜନା ଶାଗ ଯାହା ତାଙ୍କୁ ପଖାଳ ସାଙ୍ଗ କୁ ସଜନା ଶାଗ ଭଜା ପାଇଁ ବହୁତ ପସନ୍ଦ ଲାଗେ । ଦ୍ରୌପଦୀ ମୁର୍ମୁ ଙ୍କୁ ବହୁତ ଭଲ ଲାଗେ ପଖାଳ ସାଥି କୁ ସାଙ୍ଗ ଭଜା । ଦ୍ରୌପଦୀ ମୁର୍ମୁ ଙ୍କ ପଦବୀ ଯେତେ ବଡ଼ ହେଉ ନା କାହିଁକି କିନ୍ତୁ ଖାଦ୍ୟ ରେ କିଛି ବୁଝା ବଣା ନାହିଁ ।

ତାଙ୍କ ର ଏହି ଖାଦ୍ୟ କେତେ ପ୍ରିୟ ଯେ ଦ୍ରୌପଦୀ ଯେତେବେଳେ ମୟୁରଭଂଜ ର ଉପରବେଦା ତାଙ୍କ ଭାଇ ଙ୍କ ଘର କୁ ଜାଅନ୍ତି ସେତେବେଳେ ସେ ଆଗାଆ କଲ କରି କହି ଦିଅନ୍ତି କି ପଖାଳ ସାଥ କୁ ଶାଗ ଭଜା କରି ରଖିବାକୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଜୀବନ ଯେତିକି ସରଳ ତାଙ୍କ ର ଖାଦ୍ୟ ସେତିକି ସରଳ । ଘରେ ଯାହା କିଛି ଥାଏ ତାକୁ ସକାଳେ ଜଳଖିଆ ଭାବରେ ଗ୍ରହଣ କରନ୍ତି ।

ମଧ୍ୟାନ୍ନ ଭୋଜ୍ ରେ ଭାତ ସାଥ କୁ ରୁଟି ଖାଆନ୍ତି । ଆଉ ରାତି ରେ କେବଳ ଫଳ କୁ ଖାଅନ୍ତି । ଦ୍ରୌପଦୀ ଶୁଦ୍ଧ ସାକାହାରି 2013 ରେ ବଡ଼ ପୁଅ ର ଅକାଳ ମୃତ୍ୟୁ ପରେ ସେ ଆମିଷ ଭୋଜନ ତ୍ୟାଗ୍ କଲେ । ତାଙ୍କ ବଡ଼ ପୁଅ ର ମୃତ୍ଯୁ ତାଙ୍କ ଜୀବନ ରେ ବଡ଼ ଦୁଃଖ ର କାରଣ ବନି ଯାଇଥିଲା ।
ଯେଉଁ ଥିରୁ ସେ ମୁକ୍ତି ହେବା କୁ ସେ ଆଧ୍ୟାତ୍ମିକ ମାର୍ଗ କୁ ବାଛି ନେଇ ଯାଇଥିଲା । ଏବଂ ପ୍ରଜାପତି ବ୍ରହ୍ମ କୁମାରୀ ରେ ସାମିଲ କରୁଥିଲେ । ସେବେଠୁ ସେ ପିଆଜ ରସୁଣ ଖାଆନ୍ତି ନାହିଁ । ଆଧ୍ୟାତ୍ମିକ ଜୀବନ ଓ ଶୁଦ୍ଧ ସାକାହାରି ଖାଦ୍ୟ୍ ସହିତ କୁ ନିୟମିତ ଯୋଗ ଓ ମାନସିକ ଅବସାର ରୁ ମିକ୍ତି ଦେଇଥିଲା

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣାକୁ ଗୋଡେଇ ଗୋଡେଇ ପିଟିବୁ, କେହି ପିଠିରେ ପଡିବେନି ….

ଆଇଟମ ଗାର୍ଲ୍ ନିଶା ମହାରଣା ଙ୍କୁ ନେଇ ଯାତ୍ରା କଳାକାର ମାନଙ୍କ ର ଅସନ୍ତୋଷ ଭାବ ଦେଖା ଦେଇଛି। ନିକଟରେ …

Leave a Reply

Your email address will not be published. Required fields are marked *