Breaking News

ଦେଶର ସୀମାକୁ ସୁରକ୍ଷା ଦେଉଛନ୍ତି ଶ-ହୀ-ଦ ଯବାନଙ୍କ ଆ-ତ୍ମା, ଘୋଡା ଚଢି ରାତିରେ ସୀମାରେ ଦେଉଛନ୍ତି ପହରା – ଦେଖନ୍ତୁ ଭିଡିଓ

ସହିଦ ହେବା ପରେ ମଧ୍ୟ ଶତ୍ରୁ ମାନ ଙ୍କୁ ଦେଉଛି ଚକ୍ଷ୍ମା , ସୀମା ବି ଜଗୁଛି । ଘୋଡା ରେ ବସି ରାତି ରେ ସୀମା ଉପରେ ଦେଉଛି ପହରା , ଆପଣ ଶୁଣିବା ପରେ ଟିକେ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ କିନ୍ତୁ କଥା ଟି ସତ୍ୟ ଅଟେ । ଆଜି ଆମର ଏହି ପେଜ ରେ ସେହିଭଳି ସଚ୍ଚୋଟ ଯବାନ ଙ୍କ ବିଷୟ ରେ ଜାଣିବା ଯିଏ କି ସହିଦ ହେବା ପରେ ମଧ୍ୟ ସୀମା ଜଗୁଛନ୍ତୀ ।


ଏହି ଯବାନ ଙ୍କ ମୃ-ତ୍ୟୁ ୧୯୬୮ ମସିହା ରେ ହୋଇ ଯାଇଥିଲା , ସେ ସହିଦ ହେବା ପରେ ଭାରତ ଚିନ ର ସୀମା ରେ ଶତ୍ରୁ କୁ ଜଗୁଛନ୍ତି । ଭାରତ ଓ ଚିନ୍ ର ବୈଠକ ସମୟ ରେ ଏହି ସହିଦ ଯବାନ ଙ୍କ ପାଇଁ ଏକ ସିଟ ଖାଲି ପଡ଼ିଥାଏ । ଭାରତ ଓ ଚୀନ ସୀମା ବହୁତ୍ ଉପରେ , ଭାରତ ସୈନିକ ଙ୍କୁ ଚୀନ ସୈନିକ ଙ୍କୁ ବିପଦ ଥିବା ସମୟରେ ଆଉ ଗୋଟେ ପରେ ର-କ୍ତ ଜମାଟ କରିଦେବା ଭଳି ଥଣ୍ଡା ର ଶିକାର ହେଉଛନ୍ତି ।

ଚୀନ ସୈନିକ ସେମାନେ ଚତୁରତା ଦେଖାଉ ଥିଲେ ମଧ୍ୟ ଆମ ଭାରତ ସୈନିକ ଆଗ ରେ ହାର ମାନିବାକୁ ପଡେ । କାରଣ ଆମ ଦେଶ ରେ ଏମିତି ଜଣେ ଯବାନ ଅଛନ୍ତି ଯିଏ କି ନା ଆମ ସୈନିକ ଦେଖା ଦେଇ ଥାଆନ୍ତି ନା ଶ-ତ୍ରୁ ଦେଶ ର ସୈନିକ ମାନ ଙ୍କୁ । ଏହି ସୈନିକ ଜଣକ ହେଉଛନ୍ତି ବାବା ହରବଚ୍ଚନ ସିଂ ।

ସୁଚନା ଅନୁସାରେ ସେ ୧୯୬୮ ମସିହା ରେ ସହିଦ ହୋଇ ଯାଇଥିଲେ । ସହିଦ ହୋଇ ଯାଇଥିଲେ ମଧ୍ୟ ତାଙ୍କ ଆତ୍ମା ଆଜି ସୀମା ଯଗୁଛି । ଆମ ସୈନିକ ଉପର କୁ ଆସୁଥିବା ବିପଦ କୁ ସେ ଜଣାଇ ଦେଉଛନ୍ତି । ତାଙ୍କ ଜନ୍ମ ୧୯୪୬ ମସିହା ଅଗଷ୍ଟ ରେ ହୋଇଥିଲା । ସେ ପାକିସ୍ତାନ ରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ସେ ଭାରତ ସୈନିକ ରେ ଯୋଗ ଦେଇଥିଲେ ।

ହରବଚ୍ଚନ ଭାରତ ପାକିସ୍ତାନ ଅଲଗା ହେବା ପରେ ସେ ଭାରତ କୁ ଚାଲି ଆସିଥିଲେ ନିଜ ପରିବାର ଲୋକ ଙ୍କୁ ନେଇ । ତାଙ୍କ ଭାରତ ଓ ଚୀନ ସୀମା ରେ ନିଯୁକ୍ତି କରା ଯାଇଥିଲା . ସେ ଅତ୍ୟାବଶ୍ୟକ ଜିନିଷ ଆଣିବା ସମୟ ରେ ବରଫ ର ଝଡ କାରଣ ରୁ ତାଙ୍କ ଗୋଡ଼ ଖସି ଯିବାରୁ ସେ ନଦି ରେ ପଡି ଯାଇଥିଲେ । ପରେ ତାଙ୍କୁ ସମସ୍ତ ଯବାନ ମାନେ ଖୋଜି ଥିଲେ ମଧ୍ୟ ପାଈ ନ ଥିଲେ

ହରବଚ୍ଚନ ତାଙ୍କର ଜଣେ ସୈନିକ ଙ୍କ ସ୍ବପ୍ନ ରେ ଆସି କହିଥିଲେ ସେ କେଉଁଠି ପଡିଥିଲେ ବୋଲି । ସେହି ସ୍ଥାନ ରେ ପହଞ୍ଚି ତାଙ୍କ ସ-ବ ଉଦ୍ଧାର କରି ବେଶ୍ ଧୁମ୍ ଧାମରେ ରେ ତାଙ୍କ ଶ-ବ ସତ୍କାର ହୋଇଥିଲା । କିଛି ଦିନ ପରେ ସେ ଜଣେ ସୈନିକ ଙ୍କ ସ୍ବପ୍ନ ରେ ଆସି ସମାଧି ତିଆରି କରିବା ପାଇଁ କୁହନ୍ତି । ପରେ ତାଙ୍କ ସମାଧି ତିଆରି ହୋଇଲା ଯାହାକି ବର୍ତ୍ତମାନ୍ ବାବା ହରବଚ୍ଚନ ସିଂ ନାମ ରେ ।

ଏହା ପରେ ଗୋଟିଏ ପରେ ଆଉ ଜଣ ଙ୍କ ସ୍ବପ୍ନ ରେ ଆସି ଥାନ୍ତି ହରବଚ୍ଚନ । ସେ କହନ୍ତି ତାଙ୍କ ଶରୀର ନ ଥିଲେ ମଧ୍ୟ ତାଙ୍କ ଆତ୍ମା ସୀମା ରେ ଜଗି ରହିବ , କିଛି ଦିନ ତଳେ ଦୁଇ ଯବାନ ଥଣ୍ଡା କାରଣ ରୁ ସୋଇ ପଡ଼ିଥିବା ସମୟ ରେ ସେମାନ ଙ୍କୁ ଆଦି କିଏ ଥାପୁଡ଼ା ମରିଥିଲା । ଯୁଦ୍ଧ ସମୟ ରେ ଭୁଲ ହୋଇଥିଲେ ତାକୁ ସୁଧାରି ଦିଅନ୍ତି ହର ବଚ୍ଚନ । ଯାହା ପରେ ସେନା ପ୍ରମୁଖ ମଧ୍ୟ ଏହାକୁ ମାନିବାକୁ ବାଧ୍ୟ ହେଲେ ।

ଚୀନ ର ସେନା ପ୍ରମୁଖ କୁହନ୍ତି ଯେ କେହି ସୀମା ରେ ଘୋଡ଼ା ରେ ବସି ତଦାରଖ କରୁଛି ବୋଲି , ଏହି କଥା ଭାରତୀୟ ସୈନିକ ଶୁଣିବା ପରେ ଯେତେବେଳେ ସୀମା ଉପର କୁ ଆସି ଦେଖନ୍ତି ଯେ ଘୋଡ଼ା ପାଦ ଚିହ୍ନ ରହିଛି । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *