Breaking News

ଦେହକୁ ଦେଲେନି ରେଷ୍ଟ , ବର୍ଷକୁ ବର୍ଷ ଦେଇଚାଲିଲେ ଛୁଆ …

ନିକଟରେ ସୋସିଆଲ ମିଡିଆରେ ଜଣେ ମହିଳା ଚର୍ଚ୍ଚା ର ବିଷୟ ପାଲଟିଛନ୍ତି। ମହିଳା ଜଣଙ୍କ ନିଜ ଶରୀର କୁ ରେଷ୍ଟ ନ ଦେଇ ଏଗାର ବର୍ଷ ରେ ନଅ ସନ୍ତାନ ଙ୍କୁ ଜନ୍ମ ଦେଇଛନ୍ତି । ଶୁଣିଲେ ଏହି କଥା ନିଶ୍ଚିତ ଭାବରେ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେବ । ନିଜ ଶରୀର କୁ ଟିକେ ହେଲେ ବି ରେଷ୍ଟ୍ ନ ଦେଇ ସେ ଏଗାର ବର୍ଷ ରେ ନଅ ଟି ସନ୍ତାନ ଙ୍କୁ ଜନ୍ମ ଦେଇଛନ୍ତି। ମହିଳା ଜଣଙ୍କ ଦେଢ଼ ବର୍ଷ ର ଦୂରତା ରେ ଏକ ସନ୍ତାନ କୁ ଜନ୍ମ ଦେଇଛନ୍ତି ।

ଡାକ୍ତର କହିଛନ୍ତି ଯେ ଏକ ସନ୍ତାନ ଜନ୍ମ ପରେ ଦ୍ଵିତୀୟ ସନ୍ତାନ କରିବା ପାଇଁ ତିନି ବର୍ଷ ବ୍ୟବଧାନ ରହିବା ଉଚିତ୍ । ହେଲେ ଏଠି ମହିଳା ଜଣଙ୍କ ମାତ୍ରା ଦେଢ଼ ବର୍ଷ ବ୍ୟବଧାନ ରେ ଛୁଆ ଜନ୍ମ କରିଛନ୍ତି । ମହିଳା ଜଣକ ହେଉଛନ୍ତି ଆମେରିକା ର ଲାସଭେଗାସ୍ ରୁ ଏବଂ ମହିଳା ଜଣଙ୍କ ନାଁ ହେଉଛି କ୍ୱେରା। କ୍ୱେରା ନିଜଠାରୁ ତିନି ବର୍ଷ ବୟସରେ ବଡ଼ ହୋଇଥିବା ଆନ୍ଦ୍ରାଡିଓ ଙ୍କୁ ବିବାହ କରିଛନ୍ତି ।

 

ବିବାହ କରିବା ସମୟରେ ତାଙ୍କୁ ଷୋହଳ ବର୍ଷ ବୟସ ହୋଇଥିଲା । ଆଉ ଆଠେଇଶି ବର୍ଷ ବୟସରେ ସେ ନଅ ସନ୍ତାନ ଙ୍କୁ ଜନ୍ମ ଦେଇଛନ୍ତି । ତାଙ୍କର ପ୍ରଥମ ସନ୍ତାନ 2000 ମସିହାରେ ଜନ୍ମ ହୋଇଥିଲା ଏବଂ ଶେଷ ସନ୍ତାନ 2012 ମସିହାରେ ଜନ୍ମ ହୋଇଥିଲା । କ୍ୱେରା ପେଶା ରେ ଜଣେ ମଡେଲ ଆଉ ଏଥିପାଇଁ ତାଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଛି । ତାଙ୍କ ସ୍ଵାମୀ ଆନ୍ଦ୍ରାଡିଓ ତାଙ୍କର ବହୁତ୍ ଯତ୍ନ ନେଇଛନ୍ତି ।

କ୍ୱେରା ଙ୍କ ର ବିବାହ କୁ 22 ବର୍ଷ ପୁରି ଗଲାଣି। ଯେତେବେଳେ ସେ ମାର୍କେଟ ତାଙ୍କ ପିଲା ମାନଙ୍କ ସହିତ ଯାଆନ୍ତି ସମସ୍ତେ ତାଙ୍କୁ ତାଙ୍କ ପିଲା ମାନଙ୍କ ର ବଡ଼ ଭଉଣୀ ବୋଲି କୁହନ୍ତି । କ୍ୱେରା ମଧ୍ୟ ନିଜକୁ ସେତିକି ସୁନ୍ଦର୍ ଭାବରେ ରଖିଛନ୍ତି । ଆଉ ତାଙ୍କୁ ସୁପର୍ ମମ୍ କୁହା ଯାଉଛି ।।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *