Breaking News

ଦୌଡ ରାଣୀ ଦୂତୀ ଚାନ୍ଦ (Dutee Chand) ଙ୍କ ହିରୋଇନ୍ ଗେଲୁ ମୋନାଲିସା ପାଇଁ ଝଲକ୍ ଷ୍ଟେଜରେ ଏମିତି ପ୍ରେମ ଦେଖେଇଲେ – ଦେଖନ୍ତୁ ଭିଡିଓ

ଡ୍ୟାନ୍ସ ଫ୍ଲୋର୍ ରେ ନିଜ ଡ୍ୟାନ୍ସ ର ଜଲବା ଦେଖାଉଛନ୍ତି ଦୂତି ଚାନ୍ଦ । ଦୌଡି ଟ୍ରାକ ପରେ ଏବେ ଝଲକ ଦିସେ ଆଜା ରେ ନିଜ ଡ୍ୟାନ୍ସ ର ଜଲବା ଦେଖାଉଛନ୍ତି ଦୂତି ଚାନ୍ଦ । ଟ୍ରାକ ରେ ଧମାଲ କରିବା ପରେ ଏବେ ଫ୍ଲୋର୍ ରେ କମାଲ ର ପ୍ରଫୋମାନ୍ସ କରୁଛନ୍ତି ଦୂତି ଚାନ୍ଦ । ଧଡକନ୍ ଡ୍ୟାନ୍ସ ରେ ଦୁତି ଚାନ୍ଦ୍ ଧୁମ ମଚାଇ ଥିଲେ ଷ୍ଟେଜ ରେ ।

କିୟା ବୋଲ୍ଟି ତୁ ଗୀତ ରେ ବି ନିଜର ଜବରଦସ୍ତ ଡ୍ୟାନ୍ସ ଦେଖାଇ ଥିଲେ । ଆଉ ଜର୍ଜ ଙ୍କ ପ୍ରଫୋମାନ୍ସ ପରେ ଦୁତି ଚାନ୍ଦ୍ ଖୁସି ହୋଇ ଲୋରା ଙ୍କ ସହ ଡିଲବର ଗୀତ ରେ ଡ୍ୟାନ୍ସ କରି ନୋର ଙ୍କୁ ନିଜ ବହୁ ବନ୍ଧନ ରେ ଉଠାଇ ଥିଲେ । ତା ପରେ ମନିସ ଦୁତି ଚାନ୍ଦ୍ ଙ୍କୁ ପଚାରି ଥିଲେ ତୁମ ଲାଇଫ୍ ର ହିରୋ କିଏ । ଆଉ ଦୁତି ବ୍ଲସ କରି କହିଥିଲେ ମୋ ଲାଇଫ୍ ରେ ହିରୋ ନୁହଁ ହିରୋଇନ ଅଛନ୍ତି ।

ଦୌଡ ରାଣୀ ଦୁତି ଚାନ୍ଦ୍ କହିଥିଲେ ଭଲ ପାଇବା ଏମିତି ଏକ ଜିନିଷ ଯେଉଁ ଥିରେ ଜେଣ୍ଡର୍ କାସ୍ଟ ରଙ୍ଗ ବେରଙ୍ଗ୍ କିଛି ଦେଖା ଯାଏ ନାହିଁ । ଯାହା କୁ ମନ ଚାହେଁ ତା ସହିତ ପ୍ରେମ ହେଇ ଯାଏ । ଏହି କଥା ଦୁତି ଚାନ୍ଦ୍ ଙ୍କ ମୁହଁ ରୁ ନ ସରୁନୁ ତାଙ୍କ ପ୍ରେମିକା ଙ୍କ ପାଖ କୁ ଭିଡିଓ କଲ ଝଲକ ଦିଶେ ଆଜା ଷ୍ଟେଜ୍ ରୁ ଲଗା ଯାଇଥିଲା ।

ବାସ ଏହା ପରେ ଦୁତି ଚାନ୍ଦ୍ ତାଙ୍କ ପ୍ରେମିକା ମୋନାଲିସା ଙ୍କୁ ଦେଖି ଖୁସି ନ କହିଲେ ନସରେ । ଏମିତି ଖୁସି ହୋଇଥିଲେ ସେ ଯେମିତି ଆଗ ରୁ କେବେ ଦେଖି ନାହାନ୍ତି ସେମିତି ଖୁସି ହେଇ ଥିଲେ ଦୁତି ଚାନ୍ଦ୍ । ହେଉ ସେ ଯାହା ବି ହେଉ ଦୁତି ଙ୍କ ଗେହ୍ଲୁ ମାନେ ମୋନାଲିସା ଦୁତି ଙ୍କୁ ଦେଖି କହୁଛନ୍ତି ଆଇ ଲଭ ୟୁ ଗେହ୍ଲୁ ।

ତାପରେ ଗେହ୍ଲୁ ଙ୍କୁ ଦେଖି ଆଣ୍ଠୁ ରେ ତଳେ ବସି ଆକ୍ସନ୍ ରେ ଆଲିଙ୍ଗନ୍ କରିଲେ । ତାପରେ ଆମ ବଲିଓଡ୍ ଇଣ୍ଡଷ୍ଟ୍ରୀ ର ଲଭ ଗୁରୁ ମାନେ ସବୁ ଲଭ ବାର୍ଡ୍ ଙ୍କୁ ଏକାଠି କରି ଛନ୍ତି କରନ ଜୋହର । ସାଙ୍ଗେ ସାଙ୍ଗେ ଇନ୍ସିପିୟାର ହେବାକୁ କହିଲେ ଆଉ ଏଥିରୁ ଆଜ୍ଞା କଣ ଲାଗୁଚି କହିଲେ ଖୁବ ଶୀଘ୍ର କରନ ଜୋହର ତାଙ୍କ କାହାଣୀ କୁ ନେଇ ସିନେମା କରିବେ । ମାନେ ଦୁତି ଓ ମୋନାଲିସା ଙ୍କ ପ୍ରେମ କାହାଣୀ ଙ୍କୁ ନେଇ ସିନେମା କରିବେ କରନ ଜୋହର ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *