ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ରାନୀ ପ୍ରିୟଦର୍ଶିନୀ ସାହୁ ଙ୍କ ର ଭିଡିଓ କିଭଳି ଭାଇରାଲ ହେବାକୁ ଲାଗୁଚି ସୋସିଆଲ୍ ମିଡ଼ିଆ ରେ ସମସ୍ତେ କିଛି ନା କିଛି ପ୍ରତିକ୍ରିୟା ରଖିଛନ୍ତି ରାନୀ ପ୍ରିୟଦର୍ଶିନୀ ସାହୁ ଙ୍କୁ ନେଇ ତେବେ ବର୍ତ୍ତମାନ ସମୟରେ ଆସନ୍ତୁ ଜାଣିବା ।
ରାନୀ ପ୍ରିୟଦର୍ଶିନୀ ସାହୁ ଏବେ କଣ ରଖିଛନ୍ତି ପ୍ରତିକ୍ରିୟା ବା ସେ କଣ କହିବାକୁ ଚାହୁଁଛନ୍ତି ନିଜ ବିଷୟ ରେ ଆଉ ସେ ଚପଲ୍ ଫୋପାଡି ଥିବା ମହିଳା ଙ୍କ ବିଷୟ ରେ । ଏ ସବୁ ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ରାନୀ ପ୍ରିୟଦର୍ଶିନୀ ସାହୁ ଙ୍କ ଉପର କୁ ଯେଉଁ ମହିଳା ଜଣକ ଚପଲ୍ ଫିଙ୍ଗିଥିଲେ ତାକୁ ନେଇ ରାନୀ ପ୍ରିୟଦର୍ଶିନୀ ସାହୁ କହିଛନ୍ତି ଯେ ସେହି ମହିଳା ପବ୍ଲିସିଟ୍ ପାଇଁ ଆଉ ରାନୀ ପ୍ରିୟଦର୍ଶିନୀ ସାହୁ ଙ୍କୁ ସମ୍ପୁର୍ଣ୍ଣ ବ୍ଲେମ କରିବା ପାଇଁ ହିଁ ଷ୍ଟେଜ୍ ଉପର କୁ ଚଢି ଥିଲେ । ରାନୀ ପ୍ରିୟଦର୍ଶିନୀ ସାହୁ ଏ ନେଇ ଆଗ କୁ କିଛି ନା କିଛି ଆକ୍ସନ ମଧ୍ୟ ନେବେ କିନ୍ତୁ ବର୍ତ୍ତମାନ ସମୟରେ ସେ ବହୁତ ବ୍ୟସ୍ତ ଥିବାରୁ ସେ କିଛି ବି ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ସନ ନେଇ ନାହାନ୍ତି ।
ସେ ଆକ୍ସନ ନେବା ର କାରଣ ହେଉଛି ସେ ଏକା କଳା କାର ନାହାନ୍ତି ବହୁତ କଳା କାର ଅଛନ୍ତି ଆଉ ସେ ଯାହା ବି ପ୍ରଫୋମାନ୍ସ ଅଛି ଦର୍ଶକ ମାନଙ୍କ ପାଇଁ ତାହା ସେ କରିବେ ଯଦି କାହାକୁ ଭଲ ଲାଗିଲା ନାହିଁ ତାହେଲେ ସେ ତାହା ଦେଖିବା କଥା ନଥିଲା ।
ତାହା ସହ ରାନୀ ପ୍ରିୟଦର୍ଶିନୀ ସାହୁ ପ୍ରଶ୍ନ କରିଛନ୍ତି ସେହି ମହିଳା ଜଣକୁ ଯେତେବେଳେ ସିନେମା ହଲ ରେ ବହୁତ ଛୋଟ ଛୋଟ ଡ୍ରେସ ପିନ୍ଧି ପ୍ରଫୋମ୍ କରୁଛନ୍ତି ସେତେବେଳେ ସେ ମହିଳା ଜଣକ କଣ କରୁଛନ୍ତି । ସେ କଣ ସେଇଠି ସିନେମା ହଲ କୁ ଭାଙ୍ଗି ଦେଉଛନ୍ତି ନା କାହାକୁ କମ୍ପ୍ଲେନ୍ କରୁଛନ୍ତି ।
ତାହା ସହ ରାନୀ ପ୍ରିୟଦର୍ଶିନୀ ସାହୁ କହିଛନ୍ତି କି ପୁସ୍ପା ସିନେମା ର ସାମି ସାମି ଗୀତ ରେ ଯଦି ସେ ପ୍ରଫୋମାନ୍ସ କାଟି ଥାନ୍ତେ ଅର୍ଥାତ ସେ ଧଳା ସାୟା ପିନ୍ଧି ଥାନ୍ତେ ଆଉ ତାଙ୍କ ଉପରେ ସାୱାର ପଡି ଥାନ୍ତା ତାହେଲେ ସେ ମହିଳା ଜଣକ କଣ କରି ଥାନ୍ତେ । ଆଉ ଯଦି ସେହି ଓଦା ସାୟା ପିନ୍ଧି କରି ପ୍ରଫୋମାନ୍ସ କରି ଥାନ୍ତେ ତାହେଲେ ପୁରା ଅଲ ଓଡିଶା ଥରି ଥାନ୍ତା ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।