ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ବହୁତ ସାରା ଭିଡିଓ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେଉଛି ଯେମିତିକି ଆପଣ ମାନେ ଦେଖି ଥିବେ ତପସ୍ବନି ଙ୍କ ଭିଡିଓ ସେ କେମିତି ଧାରଣା ରେ ବସିଥିଲେ ଆଉ ଦୀପିକା ଓ ଦିନେସ୍ ଙ୍କ ର ଭିଡିଓ ମଧ୍ୟ । କିନ୍ତୁ ଦୀପିକା ଏପର୍ୟ୍ଯନ୍ତ ନ୍ୟାୟ ପାଇ ନାହାନ୍ତି ଆଉ ସେ ଏପର୍ୟ୍ଯନ୍ତ ନ୍ୟାୟ ପାଇବା ପାଇଁ ଦିନେସ ତଥା ତାଙ୍କ ପ୍ରେମିକ ଙ୍କ ଘର ଆଗରେ ଧାରଣା ରେ ବସିଛନ୍ତି ନ୍ୟାୟ ପାଇବା ପାଇଁ ।
କିନ୍ତୁ ବର୍ତ୍ତମାନ ଆଉ ଏକ ଭିଡିଓ ରେ ନଜର ରେ ଆସିଛନ୍ତି ଆଉ ଜଣେ ଝିଅ ଯିଏ ତାର ପ୍ରେମିକ ଙ୍କ ଘର ଆଗରେ ଦୁଇ ଦିନ ହେବ ଧାରଣା ରେ ବସିଥିଲେ ଆଉ ଏବେ ସେ ତାଙ୍କ ପ୍ରେମିକ ଙ୍କୁ ବାହା ହେଉଛନ୍ତି ଆଉ ସାତ ଜନ୍ମ ର ସାଥି ମଧ୍ୟ ହେଉଛନ୍ତି । ତେବେ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ମାମା ର ସରିଲା ବାହାଘର । ପଡିଲା ହାତ ଗଣ୍ଠି ମାମା ପିନ୍ଧିଲା ସିନ୍ଦୁର । ଯଥା ରାବଣସ୍ୟ ମନ୍ଦଦରି ରେ କମ୍ପିଲା ଗାଁ ମନ୍ଦିର ଆଉ ସବୁ ଦିନ ପାଇଁ ମାମା ଙ୍କ ହାତ ଧରିଲେ ପ୍ରେମିକ । ବେକ ରେ ଫୁଲ ମାଳ ଆଉ ମଥା ରେ ଚହତୁଛି ସିନ୍ଦୁର । ଲାଲ ଟୁକୁ ଟୁକୁ ସାଧବ ବୋହୁ ଭଳି ଦିଶୁଛନ୍ତି ମାମା । ରେଡ କଲର ସାଲୁଆର ସୁଟ୍ ପୁରା ସାଧବ ବୋହୁ ।
ମୁହଁ ରେ ଖୁସି କହିଲେ ନସରେ । ଆଜି ଯାହାକୁ ପାଇବ ସେ ଯେତେ କଷ୍ଟ କରିଥିଲେ ସେ ଆଜି ମିଳି ଯାଇଛି । ସାତ ଜନ୍ମ ର ସାଥି ପାଇଛନ୍ତି ମାମା । ହଁ ବନ୍ଧୁଗଣ ଆଜି ମାମା ଙ୍କ ର ସାରିଛି ବାହାଘର । ରଞ୍ଜନ ଧରିଛନ୍ତି ମାମା ଙ୍କ ହାତ । ଆଉ ଆଜି ସେ ପ୍ରମାଣ କରିଛନ୍ତି ଯେ ସେ ମାମା ଙ୍କୁ କେତେ ଭଲ ପାଇଛନ୍ତି । ଦୁନିଆ ଆଗରେ ଆଜି ମାମା ଙ୍କୁ ନିଜର କରିଛନ୍ତି ରଞ୍ଜନ ।
ବନ୍ଧୁଗଣ ଯଦି ଦେଖା ଯାଏ ତାହେଲେ ଇନଷ୍ଟ୍ରାଗ୍ରାମ ରୁ ଆରମ୍ଭ ହୋଇ ଥିଲା ପ୍ରେମ । ଘଣ୍ଟା ଘଣ୍ଟା ଧରି ଚାଟିଙ୍ଗ ରୁ ଅଧିକ କଥା ହୋଇ ନିବିଡ଼ ହୋଇଥିଲା ସମ୍ପର୍କ । ହେଲେ ବାହା ହେବା ର ପ୍ରତିଶୃତି ଦେଇ ଶା-ରୀ-ରି-କ ସମ୍ପର୍କ ରଖି ଥିଲେ ପ୍ରେମିକ ଜଣକ ଆଉ ଶେଷ ରେ ଅଧା ରାସ୍ତା ରେ ପ୍ରେମିକା କୁ ଛାଡି ଚମ୍ପତ୍ ମାରିଥିଲା ପ୍ରେମିକ । ଆଉ ଶେଷ ରେ ନ୍ୟାୟ ପାଇବା ପାଇଁ ପ୍ରେମିକ ଙ୍କ ଘର ଆଗ ରେ ଧାରଣା ରେ ବସି ଥିଲେ ମାମା ।
ଦୁଇ ଦିନ ପରେ ପ୍ରେମିକ ଆସି ମାମା ଙ୍କ ଜନ୍ମ ଦିନ ରେ ମାମା ଙ୍କୁ ଘର ଭିତ କୁ ନେଇ ଯାଇଥିଲେ । ଆଜି ମାମା ଙ୍କୁ ଶଙ୍ଖା ସିନ୍ଦୁର ଦେଇ ନିଜର କରିଛନ୍ତି ପ୍ରେମିକ ଜଣକ । ତେବେ ମାମା ରଞ୍ଜନ କୁ ପାଇ ବହୁତ ଖୁସି ହେଇ ଛନ୍ତି । ରଞ୍ଜନ ମାମା ଙ୍କ ମଥା ରର ସିନ୍ଦୁର ଦେଇ ସେ ଜନ୍ମ ପାଇଁ ନିଜ ର ସାଥି କରିଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।