ନିକଟରେ ଡ୍ରାଇଭର ମହାସଂଘ ମାନେ ମିଶି ତାଙ୍କର ଦାବି ପୂରଣ ପାଇଁ ଆନ୍ଦୋଳନ ଜାରି ରଖିଥିବା ବେଳେ ପୋଲିସ ସେମାନଙ୍କୁ ଜୋର୍ ଜବରଦସ୍ତି ଉଠାଇ ନେଇଛି। ଏହି ଘଟଣା କୁ ନେଇ ଡ୍ରାଇଭର ମାନଙ୍କ ମଧ୍ୟରେ ଉତେଜନା ଦେଖା ଦେଇଛି । ପୋଲିସ ଏବଂ ଡ୍ରାଇଭର ମାନେ ଏକା ସାଙ୍ଗରେ ମୁହାଁ ମୁହିଁ ହୋଇଛନ୍ତି ଏବଂ ପୋଲିସ୍ ଡ୍ରାଇଭର ମାନଙ୍କୁ ବସ ମାନଙ୍କ ରେ ଜବରଦସ୍ତି ଉଠାଇ ନେଇଛି ।
ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇ ରାଲ୍ ହେଉଛି । ଏବଂ ଏହି ଭିଡ଼ିଓ ଟି ହେଉଛି ସମ୍ବଲପୁର ଓ ଦେବଗଡ଼ ମଝିରେ ଥିବା ଜୟନ୍ତୀ ଛକ ର ଦୃଶ୍ୟ । ଡ୍ରାଇଭର ମାନେ ମିଶି ଶାନ୍ତି ଶୃଙ୍ଖଳା ର ସହିତ ନିଜର ହକ୍ ପାଇଁ ଧାରଣା ଦେଇଥିଲେ । ଏବଂ ସରକାର ଙ୍କ ତାଙ୍କର ଦାବି ରହିଥିଲା ଯେ ତାଙ୍କ ପାଇଁ ପେନସନ ର ସୁବିଧା ଦିଆ ଯାଉ ଏବଂ ତାଙ୍କର ଯେଉଁ ସବୁ ଅସୁବିଧା ରହିଛି ତାକୁ ନେଇ ସ୍ୱତନ୍ତ୍ର ବିଚାର କରାଯାଉ।
ହେଲେ ଡ୍ରାଇଭର ମାନେ ଧାରଣା ରେ ବସି ଥିବା ବେଳେ ହଠାତ୍ ପୋଲିସ୍ ଆସିଥିଲେ ଏବଂ ଡ୍ରାଇଭର ମାନଙ୍କୁ ଅନ୍ୟ ବସ ରେ ଜବରଦସ୍ତି ଉଠାଇ ନେଇଥିଲେ । ଏମିତି କି ତାଙ୍କର କୌଣସି କଥା ଶୁଣିବା ପାଇଁ ମଧ୍ୟ ତାଙ୍କୁ ସୁଯୋଗ ଦେଇ ନଥିଲେ । ତାଙ୍କର ସରକାର ଙ୍କ ପାଖରେ ଯେଉଁ ଦାବି ରହିଥିଲା ସେ ବିଷୟରେ ମଧ୍ୟ କେହି ଶୁଣି ନଥିଲେ ଏବଂ ତାଙ୍କୁ ରାସ୍ତା ରୁ ଉଠାଇ ନେଇଥିଲେ । ବର୍ତ୍ତମାନ ଏହି ଖବର ସୋସିଆଲ ମିଡିଆରେ ଖୁବ୍ ଜୋର୍ ରେ ଭାଇ ରାଲ୍ ହେବାରେ ଲାଗିଛି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।