Breaking News

ଧୂମ ଧାମରେ ଜନ୍ମଦିନ ପାଳନ କଲେ ହିରୋଇନ କୁକିଜ (Cookies Swain) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆପଣ ମାନ ଙ୍କ ମନୋରଞ୍ଜନ କରାଇବା ପାଇଁ କେବଳ ଅଭିନୟ ଦ୍ଵାରା ଆପଣ ଙ୍କ ମନୋରଂଜନ କରା ଯାଇ ନ ଥାଏ ବରଂ ଗୀତ ମାଧ୍ୟମ ରେ ଆପଣ ମାନ ଙ୍କ ମନୋରଂଜନ କରାଇବା ସହ ଆପଣ ଙ୍କ ମନ୍ କୁ ପରିବର୍ତ୍ତନ କରାଇ ଦିଏ । ହଁ ବନ୍ଧୁ ଗୀତ ହେଇଛି ଏମିତି ଏକ ଜିନିଷ ଯାହାକୁ ଦର୍ଶକ ମାନେ ହସ୍,ଖୁସି , ଦୁଃଖ ସମୟ ରେ ଶୁଣି ଥାଆନ୍ତି ।

ଆମ ଓଡ଼ିଆ ଗୀତ ବେଶ୍ ହୃଦୟସ୍ପର୍ଶୀ , ଏହି ଗୀତ ଗାଇବା ପାଇଁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଗାୟିକା ମାନେ ଅଛନ୍ତି । ଏହି ଗାୟିକା ମାନେ ନିଜ ସୂ ମଧୁର କଣ୍ଠ ପାଇଁ ବେଶ୍ ଲୋକ ପରିଚିତ , ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକା ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଆଜି ସେହି ଭଳି ଜଣେ ଗାୟିକା ଙ୍କ ବିଷୟ ରେ ଜାଣିବା ।


ହଁ ବନ୍ଧୁ ଏହି ଗାୟିକା ଜଣକ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ । ବନ୍ଧୁଗଣ ଏହି ଗାୟକ ଜଣକ ହେଉଛନ୍ତି ନମିତା ଅଗ୍ରୱାଲ , ବର୍ତ୍ତମାନ୍ ସମୟ ରେ ନମିତା ଅଗ୍ରୱାଲ ବେଶ୍ ଚର୍ଚ୍ଚା ରେ ଅଛନ୍ତି କିଛି ଦୃଶ୍ୟ କୁ ନେଇ । ଆଜି ଆମେ ସେହି ଦୃଶ୍ୟ ବିଷୟ ରେ ଜାଣିବା ।

ଆପଣ ଜାଣିଥିବେ ଯେ ଓଡ଼ିଆ ଇଣ୍ଡଷ୍ଟ୍ରିର ସୁନାମ ଧନ୍ୟ ଗାୟିକା ଭାବେ ନମିତା ଅଗ୍ରୱାଲ ବେଶ୍ ପରିଚିତ । ନମିତା ଅଗ୍ରୱାଲ ନିଜ ସଙ୍ଗୀତ ଜୀବନୀ ମଧ୍ୟ ରେ ବହୁ ସାରା ଓଡିଆ ଗୀତ ଗାଇଛନ୍ତି ଓ ସବୁଠାରୁ ଅଧିକ ଗୀତ ଗାଇଛନ୍ତି ଭଜନ ଓ ତାଙ୍କ ସମସ୍ତ ଭଜନ ସୁପର ହିଟ ହୋଇଛି ଓ ବର୍ତ୍ତମାନ ସମୟ ରେ ମଧ୍ଯ ବେଶ ଲୋକ ପ୍ରିୟ ।

ନମିତା ଅଗ୍ରୱାଲ ପ୍ରାୟ ୫ ହଜାର ରୁ ଅଧିକ ଗୀତ ଗାଇଛନ୍ତି ଓ ନମିତା ଅଗ୍ରୱାଲ ଙ୍କ ଗୀତ ବେଶ୍ ହୃଦୟସ୍ପର୍ଶୀ । ନମିତା ଅଗ୍ରୱାଲ ଗୀତ ଗାଇବା ସହ ସେ ଚଳଚ୍ଚିତ୍ର ଦୁନିଆ ରେ ମଧ୍ୟ ଅନେକ ଗୀତ ଗାଇଛନ୍ତି । ଗାୟିକା ନମିତା ଅଗ୍ରୱାଲ ୧୯୯୨ ମସିହା ରେ ସୀତାରାମ ଅଗ୍ରୱାଲ ଙ୍କୁ ବିବାହ କରିଥିଲେ । ପରେ ତାଙ୍କ ଦୁଇ ପୁଅ ଜନ୍ମ ହୋଇଥିଲେ । ଜନକ ନାମ ହେଉଛି ସିଦ୍ଧାର୍ଥ ଆଉ ଜଣେ ସାର୍ଥକ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ନମିତା ଅଗ୍ରୱାଲ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଈରାଲ ହେବା ରେ ଲାଗିଛି ଏହି ଭିଡିଓ ରେ ନମିତା ଅଗ୍ରୱାଲ ନିଜ ପୁଅ ସହ ଫୁଟବଲ ଖେଳୁଛନ୍ତି , ଘରେ ଫୁଟବଲ ଖେଳୁ ନାହାଁନ୍ତି ଯାହା ଏହି ଭିଡିଓ ରୁ ସ୍ପଷ୍ଟ ଭାବେ ଜଣା ପଡ଼ୁଛି ଏହା ଏକ ଷ୍ଟୁଡିଓ ବୋଲି ଓ ଏହି ଷ୍ଟୁଡିଓ ଭିତରେ ନମିତା ଅଗ୍ରୱାଲ ନିଜ ପୁଅ ସହ ଫୁଟବଲ ଖେଳୁ ଥିବାର ଦୃଶ୍ୟ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *