Breaking News

ନବମ ଶ୍ରେଣୀ ଝିଅ ଗୀତ ଯେତେବେଳେ ଆସିଲା ସେତେବେଳେ କଣ କେଉଁ ଝିଅ ନବମ ଶ୍ରେଣୀରେ ପଢୁନଥିଲେ – ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମୟରେ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାକୁ ଲାଗୁଚି । ଯେଉଁ ଭିଡିଓ ଟି ହେଉଛି ଜଣେ ବ୍ୟକ୍ତି ରାଜ୍ୟ ର ବିଭିନ୍ନ ଜିଲ୍ଲା ର ଝିଅ ମାନଂକୁ ନେଇ ଏକ ଭିଡିଓ ଟେ କରିଛନ୍ତି ଏମିତି କି ଗୋରା ଏବଂ ମୋଟା କୁ ନେଇ ମଧ୍ୟ ସେ ଭିଡିଓ ରେ ସେ କହିଛନ୍ତି ।ଆଉ ଏହି ଭିଡିଓ ବହୁତ କଥା ଉଠିଛି ।

ଅନ୍ୟ ପଟେ ଯଦି କୁହାଜିବ କୁଣ୍ଡୀଲି କଥା କୁ ନେଇ ମଧ୍ୟ ସେ ଭିଡିଓ କରା ଯାଇଛି ଏବଂ ସେ ଗୀତ ଟି ଗାଇ ଛନ୍ତି ସିଏ କହିଲେ ଯେଉଁ ସମୟ ରେ ଟିକଟକ୍ ଚାଲୁଥିଲା ସେତେବେଳେ ସଟ୍ ଗୀତ ହେଇଥିଲେ ଯାହାକୁ ନେଇ ଝିଅ ମାନେ ଅଧିକ ଡ୍ୟୁଏଟ୍ କରିଥିଲେ ଆଉ ପୁଅ ମାନେ ଏହା କୁ ନେଇ ବହୁତ କାମ ଡ୍ୟୁଏଟ୍ କରିଥିଲେ ଆଉ ଅନୁରୋଧ କରିଥିଲେ ଏହା ଆଲବମ୍ ଗୀତ କରିବାକୁ ।

ଏହି ଗୀତ ରେ ଅଶ୍ଳୀଳ ଶବ୍ଦ ବ୍ୟବହାର ହୋଇ ନାହିଁ ବୋଲି ପ୍ରତିବାଦ କରିଛନ୍ତି ଏହି ଗୀତ ର ଗାୟକ । ଆଉ ସେମିତି କହିବାକୁ ଗଲେ ଏମିତି ବହୁତ ଗୀତ ଅଛି ଯେଉଁ ଥିରେ ଅଶ୍ଳୀଳ ଟସ ବ୍ୟବହାର ହେଇଚି । ତାହା ସହ କହିଛନ୍ତି ଯଦି ସେ ଗାଇ ଥିବା ଗୀତ ତା ଭୁଲ ତାହେଲେ ନବମ ଶ୍ରେଣୀ ଝିଅ ତା ଛାତି କୁ ମୋ ହଟ୍ କରୁଛି ଏହି ଗୀତ ଟା କାହାକୁ ଖରାପ ଲାଗି ନଥିଲା ।

ଆଉ ତା ପରେ ବି ଗୋଟିଏ ଆହେ ଦୟାମୟ ବିଶ୍ବ ବିହାରୀ ମୋତେ କଲ କାହିଁ ଏତେ ସୁନ୍ଦରୀ ଏହି ଗୀତ ବେଳ କୁ କାହାର କିଛି ବି ଅସୁବିଧା ହେଲା ନାହିଁ । କିନ୍ତୁ ଏହି ଗୀତ ରେ ସମ୍ପୁର୍ଣ୍ଣ କମେଡି ଗୀତ ହେଲା ପରେ ମଧ୍ୟ ଦର୍ଶକ ମାନେ ଏହା କୁ ଖରାପ କହୁଛି । ତେଣୁ କରି ଗାୟକ ଜଣକ କହିଛନ୍ତି ଦର୍ଶକ ମାନେ ହେଉଛନ୍ତି ଦେବତା ତାଙ୍କୁ ସବୁବେଳେ ସମ୍ମାନ ଦିଅନ୍ତି ତେଣୁ ସେ ଯଦି ଏହି ଭିଡିଓ ଟିକୁ ଖରାପ ଭାବୁଛନ୍ତି ତାହେଲେ ସେ ଏହି ଭିଡିଓ ଟିକୁ ଡିଲେଟ କରିଦେବେ ।

ଏମିତି ଯଦି ସବୁ କଥା କହିବେ ତାହେଲେ ସେ କମେଡି କେମିତି କରିବେ ପ୍ରଶ୍ନ କରୁଛନ୍ତି । ଆଉ ଏହି ଗୀତ ଟି ଭୁଲ ତଥାପି ସେ ଗୀତ ତଳେ ଲେଖି ଥିଲେ ଏହା ଏକ କମେଡି ଏହାକୁ କେହି ଦେହ କୁ ନେବେ ନାହିଁ କି ଖରାପ ଭାବିବେ ନାହିଁ । ବାସ ଏହି କମେଡି ଭିଡିଓ ଦେଖି ହସିଦେବେ ଆଉ ଭୁଲିଯିବେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *