ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ।ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ସକ୍ରୀୟ ରହୁଛନ୍ତି । ହଁ ବନ୍ଧୁ କିଏ ନିଜ ଅଭିନୟ ଜାରି ରଖିବା ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହୁଛି ତ ଆଉ କିଏ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ସୋସିଆଲ ମିଡ଼ିଆ ବେଶ୍ ସକ୍ରିୟ ରହିବା ସହ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ମଧ୍ୟ ରୁହନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ । ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପରିଚିତ ।
ତାହେଲେ ଆପଣ ମାନେ ଅଭିନେତ୍ରୀ ଝିଲ୍ଲିକ ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ମାନ ଙ୍କ ସହ ଅଭିନୟ କରି ସେ ଆଜି ବେଶ୍ ଲୋକ ପରିଚିତ ହୋଇ ପାରିଥିଲେ । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଜଣେ ବଙ୍ଗୀୟ ।
ସେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଅଭିନୟ ପାଇଁ ଆସିଥିଲେ , ଚଳଚ୍ଚିତ୍ର ରେ ଅଭିନୟ କରିବା ପରେ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁତ୍ ସାରା ଭଲ ପାଇବା ଦେଇଥିଲେ । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଆଜି ଓଡ଼ିଶା ର ଘର୍ ଘରେ ପରିଚିତ ହେବା ସହ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ନାମ ଅର୍ଜନ କରିଥିଲେ ।
ପରେ ପରେ ଏହି ଅଭିନେତ୍ରୀ ଜଣକ , ଦର୍ଶକ ମାନେ ତାଙ୍କ ଅଭିନୟ ଦେଖିବା ପାଇଁ ବେଶ୍ ପସନ୍ଦ କରି ଥାଆନ୍ତି । ଆପଣ ମାନେ ଜାଣିଥିବେ ଝିଲ୍ଲିକ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେ଼ଇ ଙ୍କୁ ବିବାହ କରି ଥିଲେ । ବର୍ତ୍ତମାନ୍ ସମୟ ରେ ପ୍ରୀତି ରଞ୍ଜନ ଘଡେ଼ଇ ଓ ଝିଲ୍ଲିକ ଦୁଇ ଟି କନ୍ୟା ସନ୍ତାନ ର ବାପା ମା ହୋଇଛନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ସୋସିଆଲ ମିଡ଼ିଆ ରେ ଝିଲ୍ଲିକ ଙ୍କ ଏକ ଭିଡିଓ ଦେଖିବାକୁ ମିଳିଛି ଓ ଏହି ଭିଡିଓ ରେ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ନବରାତ୍ରି ଉପଲକ୍ଷେ ଏକ ମନ୍ଦିର ରେ ବିରାଟ ପୂଜା କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।