ଆପଣ ମାନେ ଅନେକ ସମୟରେ ଶୁଣିଥିବେ ପ୍ର-ତି-ଶୋ-ଧ ପରାୟଣ ହୋଇ କୌଣସି ମଣିଷ ଅନ୍ୟ କାହାର କ୍ଷତି ଘଟାଇବା। ହେଲେ କଣ କେବେ ଆପଣ ଶୁଣିଛନ୍ତି କୌଣସି ସାପ କେବେ ମଣିଷ ଭଳି ପ୍ର-ତି-ଶୋ-ଧ ପରାୟଣ ହୋଇ ମାରିବା ପାଇଁ କାହାକୁ ଜଗି ରହିବା। ଆପଣ ମାନେ ଅନେକ ଏଭଳି ସିନେମା ଦେଖିଥିବେ ଯେଉଁଥିରେ ନାଗ ନାଗୁଣୀ ପ୍ର-ତି-ଶୋ-ଧ ନିଅନ୍ତି। ଏଭଳି ଅନେକ ଚଳଚ୍ଚିତ୍ର ଓଲିଉଡ୍ ଓ ବଲିଉଡ଼ ରେ ତିଆରି ହୋଇସାରିଛି। ଯାହାକୁ ଦର୍ଶକ ମାନେ ମଧ୍ୟ ଖୁବ୍ ପସନ୍ଦ କରନ୍ତି।
ତେବେ ଚଳଚ୍ଚିତ୍ର ଦୁନିଆରେ ମନୋରଞ୍ଜନର ଖୋରାକ ଯୋଗାଉଥିବା ନାଗ ନାଗୁଣୀ ର ପ୍ର-ତି-ଶୋ-ଧର କାହାଣୀ ଅପେକ୍ଷା ବାସ୍ତବରେ ଏହା ଆହୁରି ଭ-ୟ-ଙ୍କ-ର। ଉତ୍ତର ପ୍ରଦେଶର ରାମପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ନାଗ କୁ ଜଣେ ବ୍ୟକ୍ତି ମା-ରି-ଦେ-ବା-ରୁ ପ୍ରତି-ଶୋ-ଧ ପରାୟଣ ହୋଇ ସେହି ବ୍ୟକ୍ତି ଙ୍କୁ ୭ ଥର କମୁଡ଼ିଲାଣି ନାଗୁଣୀ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।
ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ରାମପୁର ଜିଲ୍ଲା ମିର୍ଜା ପୁରର ଅଧିବାସୀ ବବଲୁ ଏକ ଫାର୍ମ ରେ କାମ କରନ୍ତି। ଗତ ସାତ ମାସ ପୂର୍ବେ ସେ ନାଗ ନାଗୁଣୀ ଙ୍କୁ ସାମ୍ନା କରିଥିଲେ। ଆଉ ନିଜକୁ ବଞ୍ଚାଇବାକୁ ଯାଇ ବବଲୁ ଏକ ବାଡ଼ିରେ ନାଗ ଟିକୁ ପିଟି ମା-ରି-ଦେଇଥିଲେ। ତେବେ ସେଦିନ ନାଗୁଣୀଟି ବଞ୍ଚି ଯାଇଥିଲା।
ଆଉ ଏବେ ସେହି ନାଗୁଣୀ ନିଜ ସାଥୀ ନାଗ ମୃତ୍ୟୁର ପ୍ର-ତି-ଶୋ-ଧ ନେବାରେ ଲାଗିପଡ଼ିଛି। ଠିକ୍ କୌଣସି ଫିଲ୍ମ କାହାଣୀ ଭଳି ସୁଯୋଗ ମିଳିବା ମାତ୍ରେ ନାଗୁଣୀ ଟି ବବଲୁଙ୍କୁ କମୁଡୁଛି। ପୂର୍ବ ଥର ମିଶାଇ ନାଗୁଣୀ ଟି ପ୍ରାୟ ୭ ଥର ବବଲୁ ଙ୍କୁ କାମୁଡି ସାରିଲାଣି। ହେଲେ ଠିକ୍ ସମୟରେ ଚିକିତ୍ସା କାରଣରୁ ବବଲୁ ପ୍ରତି ଥର ବଞ୍ଚି ଯାଉଛନ୍ତି। ଆଉ ନାଗୁଣୀ ମଧ୍ୟ ପ୍ରତିଥର କାମୁଡିବା ପରେ ବଞ୍ଚି ଯାଉଛି
ତେବେ ନାଗୁଣୀ ପ୍ର-ତି-ଶୋଧ- ନେବାର କାହାଣୀ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏବେ ବବଲୁ ପ୍ରତିଦିନ ଡରି ଡରି ବଞ୍ଚୁଛନ୍ତି। ନାଗୁଣୀ ଓ ବବଲୁ ଭିତରେ ହେଉଥିବା ଲଢ଼େଇ ପୁଣି କେବେ ହେବ ତାହା କେହି ଜାଣନ୍ତି ନାହିଁ। ହେଲେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।