Breaking News

ନାଚ ଓଡିଶା ଶୋ ରେ ବର୍ଷାରେ ଓଦା ହୋଇ ଡାନ୍ସ କରିଲେ ରିତୁ (Ritu) – ଷ୍ଟେଜରେ ଲାଗିଲା ନିଆଁ ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ସୋସିଆଲ୍ ମିଡ଼ିଆ ମାଧ୍ୟମ ରେ ଦେଖି ପାରୁଥିବେ ବହୁତ ସାରା ଭିଡିଓ ଭାଇରାଲ୍ ହେଉଛି । ଆଉ ବିଭିନ୍ନ ଭେରାଇଟ୍ ର ମଧ୍ୟ ଭିଡିଓ ଗୁଡିକ ଭାଇରାଲ ହେଉଛି ସୋସିଆଲ ମିଡ଼ିଆ ରେ । ତେବେ ଆପଣ ମାନେ ରିୟାଲିଟ୍ ସୋ ବିଷୟ ରେ ତ ବହୁତ କିଛି ଜାଣିଥିବେ । ଏହି ରିୟାଲିଟ୍ ସୋ ମାଧ୍ୟମ ରେ ପ୍ରଫୋମାସ୍ ଙ୍କୁ ମିଳିଥାଏ ନିଜ ଭାଗ୍ୟ ତୋଳିବାର ସୁଯୋଗ ।

ତେବେ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ସିଦ୍ଧାର୍ଥ୍ ଚ୍ୟାନେଲ୍ ରେ ଏବେ ଏକ ରିୟାଲିଟ୍ ସୋ ପ୍ରସାରିତ୍ ହେଉଛି ଯାହା ଦର୍ଶକ ମାନଂକୁ ମଧ୍ୟ ବହୁତ ପସନ୍ଦ ହେଉଛି । ଆଉ ସୋ ଟି ସାରା ଓଡିଶା ଲୋକ ଙ୍କ ର ବହୁତ ପସନ୍ଦ ହେଇଚି ।

ତେବେ ଏହି ସୋ ରେ ସବୁ ପ୍ରଫୋମ୍ ଙ୍କ ର ଜବରଦସ୍ତ ପ୍ରଫୋମ୍ ଅଛି ଆଉ ଏହି ସୋ ର ନାଁ ହେଉଛି ନାଚ୍ ଓଡିଶା । ଏହି ସୋ ରେ ବହୁତ ଜବରଦସ୍ତ ହେଉଛି ଆଉ ସମସ୍ତେ ଦମ୍ ଦାର ଡ୍ୟାନ୍ସ କରୁଛନ୍ତି । ଏହି ସୋ ରେ ଜଣେ ପ୍ରଫୋମର ଅଛନ୍ତି ଯାହା ଙ୍କ ର ନାଁ ହେଉଛି ଋତୁ । ଯିଏ ନିଜ ଡ୍ୟାନ୍ସ ରେ ମଧୁବାଲା କରୁଛନ୍ତି ଦର୍ଶକ ମାନଂକୁ ଜର୍ଜେସ୍ ମାନଂକୁ । ସେ ତାଙ୍କର ଟ୍ୟାଲେଣ୍ଟ୍ ପ୍ରଥମ ଦିନ ରୁ ଦେଖେଇ ଆସିଛନ୍ତି ।

ଆଉ ପ୍ରଥମ୍ ଦିନ ରୁ ହିଁ ସେ ନିଜର ପରିଚୟ୍ ସ୍ବତନ୍ତ୍ର୍ ରୂପରେ ଦର୍ଶକ ମାନଙ୍କ ଆଗକୁ ଆଣି ଛନ୍ତି । ଏବେ ବର୍ତ୍ତମାନ ସମୟରେ ଏକ ଗୀତ ରେ ଡ୍ୟାନ୍ସ କରିଛନ୍ତି ସେ ଗୀତ ଟି ହେଉଛି ତୁ ମୋର ହିରୋ ମୁଁ ତୋ ହିରୋଇନ ଏହି ଗୀତ ରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । ସେ ବର୍ଷା ର ପାଣି ରେ ଓଦା ହୋଇ ସିଜିଲିଙ୍ଗ୍ ଡ୍ୟାନ୍ସ କଲେ ଋତୁ ଯାହା କି ତାଙ୍କ ଡ୍ୟାନ୍ସ ରେ ଷ୍ଟେଜ୍ ରେ ନିଆଁ ଲଗେଇଲା ଭଳି ପ୍ରଫୋମ୍ କରିଛନ୍ତି ଋତୁ ।

ଆଉ ତାଙ୍କ ଡ୍ୟାନ୍ସ କୁ ଦେଖି କି ଜର୍ଜେସ୍ ମାନେ ନିଜ ପାଦ କୁ ରୋକି ପାରିଲେ ନାହିଁ । ସ୍ବାସତ ସାର୍ ମଧ୍ୟ କହିଲେ କି ତାଙ୍କ ଡ୍ୟାନ୍ସ ବହୁତ ଭଲ ହେଇଚି ଆଉ ବହୁତ ଭଲ ଭଲ କମେଣ୍ଟ ବି ଦେଇଛନ୍ତି ଶୀତଲ୍ । ଆଉ ସ୍ବାସତ ନିଜେ ଋତୁ ଙ୍କ ସହ ଏହି ଗୀତ ରେ ଡ୍ୟାନ୍ସ କଲେ ଯାହା କି ଦର୍ଶକ ଆଉ ସେଠାରେ ଥିବା ସବୁ ପ୍ରଫୋମ୍ ଙ୍କୁ ବହୁତ ଭଲ ଲାଗିଛି । ଆଉ ଏହି ଭିଡିଓ ଏବେ ସବୁ ତାଙ୍କ ଫାନ୍ ମାନଂକୁ ମଧ୍ୟ ପସନ୍ଦ୍ ଆସୁଛି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *