ଆପଣ ମାନେ ନିଶ୍ଚିନ୍ତ ଭାବରେ ଜାଣିବାକୁ ଚାହୁଁ ଥିବେ ଯେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଘର କେମିତି ଆଉ ସେ ରହିବା ଷ୍ଟାଇଲ୍ କେମିତି ଏ ସବୁ ବିଷୟ ରେ । ତେବେ ବନ୍ଧୁଗଣ ଆପଣ ମାନେ ଯାତ୍ରା ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ବି ଜାଣି ଥିବେ । ସବୁ ଅଭିନେତା ଓ ଅଭିନେତ୍ରୀ ସେ ସିନେମା ର ହେଉ କି ସିରିଏଲ ହେଉ କି ଯାତ୍ରା ରେ ହେଉ ସେମାନେ ଦର୍ଶକ ମାନଙ୍କ ପାଖ ରେ ପରିଚିତ ହୋଇ ଥାନ୍ତି ତାଙ୍କ ଅଭିନୟ ପାଇଁ ଦର୍ଶକ ମାନେ ବହୁତ ଭଲ ପାଇବା ମଧ୍ୟ ଦେଇ ଥାନ୍ତି ।
ତେବେ ଆଜି ଆମେ ଆପଣ ମାନଙ୍କ ଏମିତି ଏକ ଅଭିନେତ୍ରୀ ଙ୍କ ଘର ବିଷୟ ରେ କହିବାକୁ ଯାଉଛୁ ଯାହା କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣି ଥିବେ । ତେବେ ବନ୍ଧୁଗଣ ଆପଣ ମାନେ ଏହା ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢ଼ନ୍ତୁ । ବନ୍ଧୁଗଣ ଆପଣ ମାନେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ରାନୀ ପଣ୍ଡା ତାଙ୍କ ଅଭିନୟ କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହି ଆସୁଛନ୍ତି ।
ରାନୀ ପଣ୍ଡା ସବୁବେଳେ କିଛି ନା କିଛି ବାଦ ବିବାଦ ରେ ଘେରି ରହି ଥାନ୍ତି । କିନ୍ତୁ ରାନୀ ପଣ୍ଡା ତାଙ୍କ ର ଯାହା ବି ଉତ୍ତର ରଖି ଥାନ୍ତି ସମସ୍ତ ଙ୍କ ସାମ୍ନା ରେ ହିଁ ରଖି ଥାନ୍ତି । ଯାତ୍ରା ଦୁନିଆ ର ଅଭିନେତ୍ରୀ ରାନୀ ପଣ୍ଡା । ସେ ତାଙ୍କ ଅଭିନୟ ପାଇଁ ସାରା ଓଡିଶା ରେ ସୁପରିଚିତ ଅଛନ୍ତି । ସେ ଓଡିଶା ର ଯାତ୍ରା ଦୁନିଆ ର ବହୁତ ଲୋକପ୍ରିୟ ଅଭିନେତ୍ରୀ ହେବା ସହ ସେ ବହୁତ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସବୁବେଳେ ତାଙ୍କ ର କିଛି ନା କିଛି ଭିଡିଓ ଭାଇରାଲ ହୋଇ ଥାଏ ସୋସିଆଲ୍ ମିଡ଼ିଆ ରେ ।
ରାନୀ ପଣ୍ଡା କେବଳ ଅଭିନୟ ଆଉ ବାଦ ବିବାଦ କୁ ନେଇ ଭାଇରାଲ ହୁଅନ୍ତି ଏହା କେବଳ ନୁହଁ ସେ ସବୁବେଳେ ଦୁଃଖି ଓ ଅସହାୟ ଲୋକ ଙ୍କୁ ମଧ୍ୟ୍ ବହୁତ ସହୟତା କରି ଥାନ୍ତି ଯେଉଁଥିକି କୌଣସି ମିଡ଼ିଆ ପହଞ୍ଚି ପାରନ୍ତି ନାହିଁ ସେଇଥିକୁ ରାନୀ ପଣ୍ଡା ପ୍ରଥମେ ଯାଇ ପହଞ୍ଚି ସବୁବେଳେ ଚେଷ୍ଟା କରି ଆସିଛନ୍ତି ସେ ଯେତିକି ପଇସା ରୋଜଗାର କରିବେ ସେ ନିଜ ପାଇଁ ଓ ଅନ୍ୟ ର ସାହାଯ୍ୟ ପାଇଁ ହିଁ ପଇସା ଖର୍ଚ୍ଚ କରିବେ ।
ତେବେ ବର୍ତ୍ତମାନ ସମୟରେ ରାନୀ ପଣ୍ଡା ଏକ ଭିଡିଓ ରେ ନଜର ଇ ଆସିଛନ୍ତି କହିଛନ୍ତି ତାଙ୍କ ଫାନ୍ ମାନେ ସବୁବେଳେ କହୁ ଥିଲେ ରାନୀ ପଣ୍ଡା ଙ୍କ ଘର କୁ ଦେଖିବା ପାଇଁ କିନ୍ତୁ ରାନୀ ପଣ୍ଡା ତାଙ୍କ ଘର ର ଠିକଣା ତ କହି ନାହାନ୍ତି କିନ୍ତୁ ତାଙ୍କ ର ସବୁ ଘର କୁ ବୁଲି ବୁଲି ଭିଡିଓ ମାଧ୍ୟମ ରେ ଦେଖେଇଛନ୍ତି ତାଙ୍କ ଫାନ୍ ମାନଙ୍କୁ ।
ତାଙ୍କ ର ରୋଷେଇ ଘର , ବେଡ଼ ରୁମ , କିଚେନ୍ ରୁମ , ଡ୍ରାଇଂଙ୍ଗ ରୁମ୍, ଡାଇନିଙ୍ଗ ରୁମ୍ ବାଲକୋନି , ତାଙ୍କ ର ସବୁ ରୁମ କୁ ଦେଖେଇଛନ୍ତି ଠାକୁର ଘର ଏମିତି ସବୁ ଘର ଗୁଡିକ ସେ ଭିଡିଓ ମାଧ୍ୟମ ରେ ତାଙ୍କ ର ଫାନ୍ ମାନଂକୁ ଦେଖେଇଛନ୍ତି ଆଉ ଏହାକୁ ଦେଖି ତାଙ୍କ ର ସବୁ ଫାନ୍ ମାନେ ମଧ୍ୟ ତାଙ୍କ ର ବହୁତ ପ୍ରଶଂସା କରି ଥିବାର ନଜର ରେ ଆସିଛି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।