ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନ ଙ୍କୁ ଆମେ ମାନେ ଅଭିନୟ ଦୁନିଆ ରେ ଦେଖିବା ସହ ସୋସିଆଲ ମିଡ଼ିଆ ରେ ମଧ୍ୟ ଦେଖିବାକୁ ମିଳିଥାଏ । ପ୍ରାୟତ ଅଭିନେତା ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି ଓ ବେଳେ ବେଳେ କିଛି ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରହି ଥାଆନ୍ତି ।
ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତା ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ସେହି ବିଷୟ ରେ ଜାଣିବା । ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ସବ୍ୟସଚି , ଗତକାଲି ସବ୍ୟ ଙ୍କ ଜନ୍ମ ଦିନ ହୋଇଥିଲା ଓ ଏହି ଜନ୍ମ ଦିନ ଟି ରେ ସବ୍ୟସଚି ନିଜ ପ୍ରସଂଶକ ଙ୍କୁ ନିଜ ଆଗାମୀ ଚଳଚ୍ଚିତ୍ର ବିଷୟ ରେ କହିଛନ୍ତି ଓ ଯାହାକି ଆଜି ଆମେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ।
ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ହେଉଛନ୍ତି ସବ୍ୟସଚି । ଆପଣ ମାନେ ଏହି ଅଭିନେତା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତା ଭାବେ ସେ ବେଶ୍ ପରିଚିତ । ଏହି ଅଭିନେତା ଜଣକ ତାଙ୍କ ଅଭିନୟ ଜୀବନୀଭିତରେ ସେ ବହୁ ସାରା ଚଳଚ୍ଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇଛନ୍ତି । ଏହି ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପରିଚିତ ହେବା ସହ ଓଡ଼ିଶା ର ଘର୍ ଘରେ ପରିଚିତ ହୋଇ ପାରିଥିଲେ ।
କିଛି ଆଲବମ୍ ରେ ମଧ୍ୟ ଏହି ଅଭିନେତା ଜଣକ ନଜର ଆସିଛନ୍ତି । ଅଭିନେତା ସବ୍ୟସଚି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କ ସହ ବହୁ ସାରା ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ଓ ପରବର୍ତ୍ତୀ ସମୟ ରେ ଉଭୟ ସୁଟିଂ ସେଟ ରୁ ପରଷ୍ପର କୁ ଭଲ ପାଇ ବିବାହ କରିଛନ୍ତି ଓ ବର୍ତ୍ତମାନ୍ ସମୟ ରେ ଉଭୟ ଙ୍କ ବୈବାହିକ ଜୀବନ ରେ ବେଶ୍ ଖୁସି ରେ ରହିବା ସହ ଉଭୟ ଏକାଠି ଅନେକ ସ୍ଥାନ ବୁଲିବା ପାଇଁ ଯାଉଛନ୍ତି ।
ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ଭାବେ ବେଶ୍ ପରିଚିତ । ତାହେଲେ ଗତକାଲି ଅଭିନେତା ସବ୍ୟ ଙ୍କ ଜନ୍ମ ଦିନ ହୋଇଥିଲା । ନିଜ ଆଗାମୀ ଦିନ ର ଫିଲ୍ମ ପୁଷ୍କରା କୁ ନେଇ ସବ୍ୟସଚି କହିଛନ୍ତି ଯେ ପୁସ୍କରା ଫିଲ୍ମ ଏକ ଉପନ୍ୟାସ ଉପରେ ଆଧାରିତ । ନାଦ ବିନ୍ଦୁ ହେଉଛି ଏହି ଉପନ୍ୟାସ ର ନାମ ।
ଭଲ କାହାଣୀ ରହିଛି ଏହି ଚଳଚ୍ଚିତ୍ର ରେ , ପୁରୀ ସ୍ବର୍ଗ ଦ୍ବାର ରେ ସେ ତାର ଜୀବନ ବିତାଉଛି । ସ୍ଵର୍ଗ ଦ୍ଵାର ର ପୂସ୍କରା ଆପଣ ମାନ ଙ୍କୁ ବେଶ୍ ପସନ୍ଦ ଆସିବ ଏହି ଭଳି ଭାବେ ସବ୍ୟସଚି ନିଜ ଜନ୍ମ ଦିନ ରେ ଏହି ଚଳଚ୍ଚିତ୍ର ବିଷୟ ରେ ଅନେକ କିଛି କହିଥିଲେ ଓ ଯେଉଁ ଭିଡିଓ ଟି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।