ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଓ ତାଙ୍କ ବିଷୟ ରେ ଅନେକ କିଛି ଜାଣିଥିବେ , ଆଜି ଆମେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତା ଙ୍କ ବିଷୟ ରେ କିଛି ଜାଣିବା ଯାହାକୁ ସେ ନିଜେ ଏକ ସାକ୍ଷାତକାର ରେ ଆସି କହିଛନ୍ତି , ତାହେଲେ ଆସନ୍ତୁ ଜାଣିବା , ଏହି ଅଭିନେତା ଜଣକ ହେଉଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ହର ରଥ ।
ବନ୍ଧୁଗଣ ଏହି ଅଭିନେତା ଜଣକ ଯିଏ ଅଭିନୟ , ହାସ୍ୟ ଅଭିନୟ ଓ ଭଲ ଗୀତ ଗାଇ ଥାଆନ୍ତି । ହର ରଥ ସେହି ସାକ୍ଷାତକାର ରେ କହୁଛନ୍ତି ଏମିତି କହିବାକୁ ଗଲେ ଜଣେ କଳାକାର ଙ୍କ ପାଖ ରେ ଅନେକ କଳା ରହିବା ଆବଶ୍ୟକ । କାରଣ କେତେବେଳେ କେଉଁ ଚରିତ୍ର ରେ ଅଭିନୟ କରିବାକୁ ପଡ଼ିବ ତାହା ଜଣା ପଡ଼େ ନାହିଁ ।
ସେଥିପାଇଁ ନିଜ କୁ ସୈନ୍ୟ ଭଳି ପ୍ରସ୍ତୁତି ହେବା କୁ ପଡ଼ିବ , ପ୍ରକୃତ ବାସ୍ତବିକ ଜୀଵନ ରେ ଏହି ଅଭିନେତା ଜଣକ ଭଲ ମଣିଷ । ଅଭିନୟ ଦୁନିଆ ରେ ଆରମ୍ଭ କରିବା ପୂର୍ବରୁ ସେ ତାଙ୍କ ଜୀବନ ରେ ଅନେକ ଷ୍ଟ୍ରଗଲ କରିଛନ୍ତି ଓ ବର୍ତ୍ତମାନ୍ ସମୟ ରେ ମଧ୍ୟ ଷ୍ଟ୍ରଗଲ କରୁଛନ୍ତି । ଏହି ଭଳି ଏହି ସାକ୍ଷାତକାର ରେ ସେ ଅନେକ କିଛି କହିଥିଲେ ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତା ଜଣକ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଅଭିନୟ କରି ଆସୁଛନ୍ତି ଓ ଏହି ଚାରି ମାସ ହେବ ତାଙ୍କୁ କୌଣସି ସୁଜୋଗ ମିଳି ନାହିଁ । ଆପଣ ମାନେ ଏହି ଅଭିନେତା ଙ୍କୁ ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ପାଇଥିବେ । ଅଭିନେତା ହର ରଥ ନିଜ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ।
ଦର୍ଶକ ମାନେ ଏହି ଅଭିନେତା ଙ୍କ ଅଭିନୟ କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି ଓ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଅଭିନେତା ହର ରଥ ଯିଏ କି ବହୁ ଚଳଚ୍ଚିତ୍ର ଓ ଧାରାବାହିକ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପରିଚିତ, ଭିନ୍ନ ଭିନ୍ନ ଚରିତ୍ର ରେ ନଜର ଆସି ଥାଆନ୍ତି ଏହି ଅଭିନେତା ଜଣକ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଙ୍କ ର ଆଉ ଅଭିନୟ ଦେଖିବାକୁ ମିଳୁନାହିଁ , କାରଣ ଅଭିନୟ କରିବା ତାଙ୍କୁ କୌଣସି ସୁଯୋଗ ମିଳି ନାହିଁ କୌଣସି ଫୋନ ମଧ୍ୟ ଆସି ନାହିଁ ବୋଲି ଏହି ଅଭିନେତା ଜଣକ ଏହି ସାକ୍ଷାତକାର ରେ କହିଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।