Breaking News

ନିଜ ପିଲାକୁ ବାପାର ଅଧିକାର ଦେବା ପାଇଁ ଶଶୁର ଘର ଆଗରେ ବର୍ଷାରେ ଭିଜି ବସିଛନ୍ତି ଦୀପିକା ଓ ସେଇଠି ବର୍ଷାରେ ଭିଜି ଭିଜି ଖାଉଛନ୍ତି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଶା ରେ ଗୋଟିଏ ପରେ ଗୋଟିଏ ବିବାଦ ବେଶ୍ ଚର୍ଚ୍ଚା ରେ ରହିଛି । ହଁ ବନ୍ଧୁ ଭିନ୍ନ ଭିନ୍ନ ବିବାଦ ଦେଖା ଦେଇଥାଏ ତାହେଲେ ସବୁଠାରୁ ଅଧିକ ବିବାଦ ଦେଖା ଦେଇଥାଏ ପାରିବାରିକ ବିବାଦ କୁ ନେଇ , ବର୍ତ୍ତମାନ୍ ସମୟ ରେ ସେହିଭଳି ଏକ ଖବର ଆସିଛି ।

ଏହି ଉପାୟ ଟି ପୂର୍ବ ରୁ ତପସ୍ୱିନୀ କରିଥିଲେ ତାଙ୍କ ସ୍ଵାମୀ ଓ ଶଶୁର ଘର ଅଧିକାର ପାଇବା ପାଇଁ ନିଜ ଶଶୁର ଘର୍ ଦୁଆରେ ଦୀର୍ଘ ଦିନ ପର୍ଯ୍ୟନ୍ତ ବସିଥିଲେ ଶୀତ କାକର ରେ । ବର୍ତ୍ତମାନ୍ ସମୟ ରେ ଦୀପିକା ନିଜ ଶଶୁର ଘର୍ ଆଗରେ ବସିଛନ୍ତି ନିଜ ସ୍ବାମୀ ଅଧିକାର ଓ ପୁଅ ର ବାପା ଅଧିକାର ପାଇବା ପାଇଁ ।

ଦୀପିକା ଶଶୁର ଘର୍ ଆଗ ସାମ୍ନା ରେ ନିଜ ପିଲା କୁ ଧରି ବସିଥିଲେ ମଧ୍ୟ ତାଙ୍କୁ ତାଙ୍କ ଶଶୁର ଘର ଲୋକ ଗ୍ରହଣ କରିବା ବଦଳ ରେ ତାଙ୍କୁ ଧ-ମ-କ ଦେଉଛନ୍ତି , ତଥାପି ଦୀପିକା ଡରି ନାହାଁନ୍ତି କି ହାର ମାନି ନାହାଁନ୍ତି ସେହି ଭଳି ଭାବେ ନିଜ ଅଧିକାର ପାଇବା ପାଇଁ ସେ ଶଶୁରଘର ଦୁଆରେ ବସିଛନ୍ତି ।

ଦୀପିକା ଙ୍କୁ ଦିନେଶ ଭଲ ପାଉ ଥିଲେ ଓ ଭଲ ପାଇବା ପରେ ଉଭୟ ଲିଭ୍ ଇନ୍ ରିଲେସନ ରେ ରହୁଥିଲେ ଓ ପରେ ଦିନେଶ ଦୀପିକା ଙ୍କୁ ଛାଡି ଦେଇଥିଲେ ଓ ଏହି ଛାଡ଼ିବା ସମୟ ରେ ଦୀପିକା ଗ-ର୍ଭ-ବ-ତୀ ଥିଲେ ଓ ବର୍ତ୍ତମାନ୍ ସମୟ ରେ ପିଲା ଜନ୍ମ ହୋଇ ସାରିଛି କିନ୍ତୁ ଦିନେଶ ମନା କରୁଛନ୍ତି ଏହି ଛୁଆ ଟି ତାଙ୍କର ନୁହେଁ ବୋଲି ।

ଦୀପିକା କହୁଛନ୍ତି ଏହି ପିଲା ଟି ଦିନେଶ ଙ୍କ ର , ତାହେଲେ ବର୍ତ୍ତମାନ୍ ସମୟ ରେ ମଧ୍ୟ ଦୀପିକା ନିଜ ଅଧିକାର ପାଇବା ପାଇଁ ସେଠାରେ ବସିଛନ୍ତି । ଏହି ବିବାଦ ଟି ଦିନ କୁ ଦିନ ବେଶ୍ ଚର୍ଚ୍ଚା ରେ ରହୁଥିବା ସମୟ ରେ ଭିନ୍ନ ଭିନ୍ନ ଖବର ଆସୁଛି ଏହି ବିବାଦ କୁ ନେଇ । ତାହେଲେ ବର୍ତ୍ତମାନ୍ ରେ ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି ।

ବର୍ତ୍ତମାନ୍ ସମୟ ରେ ଯେଉଁ ଭଳି ବର୍ଷା ହେଉଛି ଘର୍ ବାହାରୁ ବାହାରିବା ଅସମ୍ଭବ ହୋଇ ଯାଉଛି କିନ୍ତୁ ଦୀପିକା ନିଜ ଶଶୁର ଘର୍ ସାମ୍ନା ରେ ବସିଛନ୍ତି ବର୍ଷା ମଧ୍ୟ ହେଉଛି ଓ ସେ ଭିଜି ଭିଜି ଖାଉ ଥିବା ର ଦୃଶ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆ ରେ ଯାହାକି ଆପଣ ମାନେ ଆମର ଏହି ଭିଡିଓ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *