Breaking News

ନିଜ ର-କ୍ତ-ରେ ସୋନୁ ଶୁଦ (Sonu Sood) ଙ୍କ ପାଇଁ ଚିତ୍ର ଆଙ୍କିଲେ ଯୁବକ , ଭଲପାଇବା ଦେଖାଇବାର ପ୍ରୟାସ ବି ନିଆରା , ଦେଖିଲେ ଆପଣ ବି ଆଶ୍ଚର୍ଯ … ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମହାମାରି କଥା ଆଜି ବି ଭାବିଲେ ଛା-ତି ଥ-ରି ଉ-ଠେ । କେତେ ଜୀବନ ନେଇଛି ତାହା କହି ହେବନି ଯାହା କି ଅଗଣିତ । କାହାର ନା କାହାର ପରିବାର ଲୋକ ଙ୍କୁ ଏହି ମହାମାରୀ ସବୁ ଦିନ ପାଇଁ ଚିରନିଦ୍ରା ରେ ସୋଆଇ ଦେଇଛି । ଆଉ ଦେଇ ଯାଇଛି ମନ ରେ ବହୁତ ବଡ଼ ଆ-ଘା-ତ । ତେବେ ସେହି ସମୟ ରେ ଏହି ମହାମାରୀ ରୋକିବା ପାଇଁ କରା ଯାଇଥିଲା ଲକଡାଉନ୍ । କରୋନା ସମୟ ରେ ଲକଡାଉନ୍ ଯୋଗୁ ବହୁତ ଅସୁବିଧା ରେ ଥିବା ଲୋକ ଙ୍କୁ ସହାୟତା କରିବା ପାଇଁ ଅନେକ ଲୋକ ଆଗେଇ ଆସିଥିଲେ ।

ଅନେକ ଲୋକ ନିଜ ପରିବାର ଠାରୁ ଦୁରେଇ ରହୁଥିଲେ । ସେମାଙ୍କୁ ଆଣି ନିଜର ପରିବାର ପାଖ ରେ ଛାଡିବା ପାଇଁ ଅନେକ ସାହାଯ୍ୟ ମଧ୍ୟ କରିଥିଲେ । ସେମାନଙ୍କ ମଧ୍ୟ ରେ ଥିଲେ ବଲିଓଡ୍ ର ଅଭିନେତା ସୋନୁ ସୁଦ୍ । ତାଙ୍କ ର ଏତେ ସହାୟତା ଏତେ ମାତ୍ର ରେ ଥିଲା ଯେ ଦେଶ ରେ ସେ ଚର୍ଚ୍ଚିତ୍ ବ୍ୟକ୍ତି ଙ୍କ ମଧ୍ୟ ରୁ ଥିଲେ ଜଣେ । ଦେଶ ରେ ଥିବା ତାଙ୍କ ର ଅନେକ ପ୍ରସଂସକ ମଧ୍ୟ ରୁ ସେ ଜଣେ ଥିଲେ ଏମିତିକା ପ୍ରସଂସକ ହେଉଛନ୍ତି ଜଣେ ଉତ୍ତର ପ୍ରଦେଶ ପ୍ରତାପଗଡ ର ଜଣେ ମାଧୁଲାଲ ଗୁଜର୍ ।

ସେ ସୋନୁ ସୁଦ୍ ଙ୍କ ର ଏତେ ବଡ଼ ପ୍ରସଂସକ ଯେ ନିଜ ରକ୍ତ ରେ ସୋନୁ ସୁଦ୍ ଙ୍କ ର ଛବି ଆଙ୍କିଛନ୍ତି । ହଁ ଆଜ୍ଞା ଅଭିନେତା ଙ୍କ ର ଏହି ଛବି ଏତେ ସୁନ୍ଦର ହୋଇଛି ଯେ କେହି ଦେଖି ଆଶ୍ଚର୍ୟ୍ଯ ହେବା ତା ନିହାତି ସ୍ବଭାବିକ ର କଥା । ଏହା କୁ ଜାଣିବା ପରେ ସୋନୁ ସୁଦ୍ ର-କ୍ତ ବଦଳ ରେ ରଙ୍ଗ ରେ ଛବି ଆଙ୍କି ବାକୁ ତାଙ୍କୁ ଅନୁରୋଧ କରିଛନ୍ତି । ସୋନୁ ସୁଦ୍ କହିଛନ୍ତି ଯେ ରକ୍ତ ବହୁତ ମୂଲ୍ୟ ବାନ କିନ୍ତୁ ର-କ୍ତ ଦରକାରି ଲୋକ ଙ୍କୁ ଦାନ କରନ୍ତୁ ଓ ରଙ୍ଗ ରେ ଛବି ଆକନ୍ତୁ ।ଏହି କଥା ସୋନୁ ସୁଦ୍ ତାଙ୍କୁ ପରାମର୍ଶ ଦେଇଛନ୍ତି ।

ସୋନୁ ସୁଦ୍ ଙ୍କ ଛବି ଆଙ୍କି ଥିବା ମାଧୁଲାଲ ଗୁଜର୍ କହିଛନ୍ତି ଯେ ସୋନୁ ଯେପରି ଭାବ ରେ ଗରିବ ଙ୍କୁ ସାହାଯ୍ୟ କରି ଜଣେ ମହାପୁରୁଷ ହୋଇ ଯାଇଛନ୍ତି ତାଙ୍କ ପାଇଁ ଏମିତି ର-କ୍ତ ରେ ଛ-ବି ଆଙ୍କିବା କିଛି ବିଶେଷ କଥା ନୁହେଁ । ତାଙ୍କ ର ଏହି ସାହାଯ୍ୟ କାରି ଗୁଣ ପାଇଁ ମୁଁ ଏହି ପ୍ରେରଣା ପାଇଛି ବୋଲି ମାଧୁଲାଲ କହିଛନ୍ତି ।

ସୋନୁ ସୋଦ୍ ଙ୍କ ଏହି ଛବୁ ଦେଖିଲା ପରେ ମାଧୁଲାଲ ଙ୍କୁ ଭେଟିଛନ୍ତି । ମାଧୁଲାଲ ବନେଇ ଥିବା ଛବି କୁ ବହୁତ ପ୍ରସଂସା କରିବା ସହିତ ସେ ଜଣେ ବଡ଼ ଚିତ୍ର୍ କର ଏବଂ ତାଙ୍କୁ ସମସ୍ତେ ସହଯୋଗ କରନ୍ତୁ ବୋଲି ସୋନୁ ସୋଦ୍ କହିଛନ୍ତି ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *