Breaking News

ନିର୍ଦେଶକ ସୁଧାକର ବସନ୍ତଙ୍କ (Sudhakar Basant) ବଡ ଅଭିଯୋଗ, ପ୍ରଯୋଜକ କହୁଛନ୍ତି ୩ଦିନରେ ସିନେମା କର, କେମିତି ଭଲ ସିନେମା ହବ ? – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଚଳଚ୍ଚିତ୍ର ର ଲୋକ ପ୍ରିୟତା ହ୍ରାସ ପାଉଛି । ହଁ ବନ୍ଧୁ ଦର୍ଶକ ମାନେ ପୂର୍ବ ଭଳି ଆଉ ଚଳଚ୍ଚିତ୍ର କୁ ଭଲ ପାଇବା ଦେଉ ନାହାଁନ୍ତି କାରଣ ବର୍ତ୍ତମାନ୍ ସମୟ ରେ ପ୍ରସ୍ତୁତ ହେଉଥିବା ସିନେମା ରେ ଆଦୌମ କାହାଣୀ ନାହିଁ କି ଓ ସେହିଭଳି ଭାବେ ଖର୍ଚ୍ଚ ମଧ୍ୟ ହେଉ ନାହିଁ । ବର୍ତ୍ତମାନ୍ ସମୟ ରେ ନିର୍ଦ୍ଦେଶକ ସୁଧାକର ବସନ୍ତ ନିଜ ପ୍ରତିକ୍ରିୟା ରଖିଛନ୍ତି ।


ସାଉଥ ରେ ଗୋଟିଏ ରାଇଟର କାହାଣୀ ଲେଖିବା ପାଇଁ ୫ ରୁ ୧୦ କୋଟି ଟଙ୍କା ନେଉଛନ୍ତି । ଗୋଟିଏ କାହାଣୀ କୁ ଲେଖିବା ପାଇଁ ବର୍ଷ ରୁ ଦେଢ଼ ବର୍ଷ ଲାଗୁଛି , କିନ୍ତୁ ଏଠି ଜଣେ ପ୍ରଡ୍ୟୁସର୍ ଯଦି କାଲି ଆସିବ ସେ ୧୦ ଦିନ ପରେ ସିନେମା ଆରମ୍ଭ କରିବ । ଏଠି ୫ କୋଟି ଟଙ୍କା ରେ କହିବେ ୨୫ ଟି ଚଳଚ୍ଚିତ୍ର କରିବା ପାଇଁ । ପୂର୍ବ ରୁ ଚଳଚ୍ଚିତ୍ର ରେ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହେଉଥିଲା ।


ପରେ ଦେଢ଼ କୋଟି, କୋଟିଏ , ୬୦ ଲକ୍ଷ ଖର୍ଚ୍ଚ ହେଉଥିଲା ଓ ବର୍ତ୍ତମାନ୍ ସମୟ ରେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ବର୍ତ୍ତମାନ୍ ସମୟ ରେ ଭଲ ପ୍ରଡ୍ୟୁସର୍ ଆସିବା କଥା ଭଲ ଭଲ ରାଇଟରସ ମାନେ ଆସିବା କଥା , ଅନେକ ରିଆଲିଟ ସୋ ହେଉଛି ନାଚ ପାଇଁ , ଗୀତ ପାଇଁ ଓ ଅଭିନୟ ପାଇଁ । ଠିକ୍ ସେହିଭଳି ଭାବେ ବର୍ତ୍ତମାନ୍ ସମୟ ରେ ରାଇଟରସ ମାନ ଙ୍କ ପାଇଁ ରିଆଲିଟ ସୋ ର ଆବଶ୍ୟକତା ରହିଛି ।

ଓଡ଼ିଶା ରେ ଅନେକ ଲୋକ ରହୁଛନ୍ତି ଯେଉଁ ମାନେ ଭଲ ଭଲ କାହାଣୀ ଲେଖୁଛନ୍ତି । ଅନେକ ଲୋକ ଦୂର ବାଟ ରୁ ଆସୁଛନ୍ତି ଚଳଚ୍ଚିତ୍ର ଦେଖିବା ପାଇଁ ନିଜ ପରିବାର ଲୋକ ଙ୍କୁ ଆଣି କି ଆସୁଛନ୍ତି ହଜାର ଟଙ୍କା ଖର୍ଚ୍ଚ ହେଉଛି ସେଥିପାଇଁ ଯଦି ସିନେମା ହଲ ନ ଥିବା ସ୍ଥାନ ରେ ସିନେମା ହଲ ହେଲେ ଲୋକ ମାନେ ନିଶ୍ଚୟ ଦେଖିଥିବେ । ଏହି ଭଳି ଭାବେ ସୁଧାକର ବସନ୍ତ ଅନେକ କିଛି କଥା କହିଛନ୍ତି ।

ତାହେଲେ ବନ୍ଧୁଗଣ ଗୋଟେ ଚଳଚ୍ଚିତ୍ର ରେ କେବଳ କାହାଣୀ ଦେଲେ ତାହା ସୁପର ହିଟ ହେବ ନାହିଁ ବରଂ କାହାଣୀ କୁ ନେଇ ମ୍ୟାଚ୍ କରୁଥିବା ଦୃଶ୍ୟ କୁ ମଧ୍ୟ ଦେଖାଇବାର ଅଛି । ବର୍ତ୍ତମାନ୍ ସମୟ ରେ ଯେଉଁ ଭଳି ଭାବେ ଚଳଚ୍ଚିତ୍ର ର ଲୋକ ପ୍ରୀୟତା କମିବା ରେ ଲାଗିଛି ବର୍ତ୍ତମାନ୍ ସମୟ ରେ ଯଦି ଅଧିକ ବଜେଟ ର ଚଳଚ୍ଚିତ୍ର ହୁଏ ତେବେ ସେ ତାକୁ ରିଟର୍ନ ପାଇବ କି ନାହିଁ ଦ୍ଵନ୍ଦ ରେ ରହିଛନ୍ତି ।

ବର୍ତ୍ତମାନ୍ ସମୟ ରେ ଯଦି ଚଳଚ୍ଚିତ୍ର ଲୋକ ପ୍ରିୟତା ବୃଦ୍ଧି କରିବା ପାଇଁ ପୂର୍ବ ଯେଉଁ ଭଳି ଚଳଚ୍ଚିତ୍ର ହେଉଥିଲା ପାରିବାରିକ କାହାଣୀ ଓ ମୌଳିକ କାହାଣୀ ଭଳି ଚଳଚ୍ଚିତ୍ର କରିବା ପାଇଁ ଓ ସେହି ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଅଭିନୟ ଦୁନିଆ କୁ ଆସିବାର ଅଛି , ଯେଉଁ ମାନେ କି ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରହିଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *