ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି । ଆଜି ଆମେ ଯେଉଁ ଅଭିନେତା ଙ୍କ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ସେହି ଅଭିନେତା ଓଡ଼ିଶା ର ଘର୍ ଘରେ ପରିଚିତ ଓ ଛୋଟ ପିଲା ଠାରୁ ବୃଦ୍ଧ ଲୋକ ମାନ ଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଜାଣିଛନ୍ତି ।
ଏହି ଅଭିନେତା ଜଣକ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଯିଏ କୁ ମୁନା ଭାଇ ନାମ ରେ ବେଶ୍ ପରିଚିତ । ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ହୋଇ ରହିବା ର କାରଣ ଏହି ଅଭିନେତା ଙ୍କ ପାଇଁ , ଦର୍ଶକ ମାନେ ଏହି ଅଭିନେତା ଙ୍କ ଜବରଦସ୍ତ ଅଭିନୟ ଦେଖିବା ପାଇଁ ବେଶ୍ ଇଚ୍ଛୁକ ଥାଆନ୍ତି ।
ଆପଣ ମାନେ ଖୁବ ଶୀଘ୍ର ସିଦ୍ଧାନ୍ତ ମହାପାତ୍ର ଙ୍କ ଏକ ଚଳଚ୍ଚିତ୍ର ଦେଖିବା ପାଇଁ ଯାଉଛନ୍ତି ଓ ଏହି ଚଳଚ୍ଚିତ୍ର ଟି ର ନାମ ହେଉଛି ଶଙ୍କର ଯାହାକି ବର୍ତ୍ତମାନ୍ ସମୟ ରେ ସୁଟିଂ ସେଟ ଚାଲିଛି । ଏହି ଫିଲ୍ମ ଟି ପାରିବାରିକ କାହାଣୀ କୁ ନେଇ ହୋଇଛି , ଏହି ଚଳଚ୍ଚିତ୍ର ରେ ସିଦ୍ଧାନ୍ତ ମହାପାତ୍ର ଙ୍କ ବାପା ମା ଅଛନ୍ତି ଭାଇ ମାନେ ଅଛନ୍ତି । ଶଙ୍କର ଚଳଚ୍ଚିତ୍ର ରେ ସିଦ୍ଧାନ୍ତ ମହାପାତ୍ର ଶଙ୍କର ଚରିତ୍ର ରେ ନଜର ଆସିବେ ।
ଏହି ଚଳଚ୍ଚିତ୍ର ରେ ଅଭିନେତ୍ରୀ ଦିବ୍ୟା ଓ ସୁପ୍ରିୟା ନଜର ଆସିବେ । ବନ୍ଧୁଗଣ ଏକ ସାକ୍ଷାତକାର ରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ କଳାକାର ସେତେବେଳେ ଲୋକ ପ୍ରିୟ ହୋଇ ପାରିବ ଯେତେବେଳେ ଦର୍ଶକ ମାନେ ତାକୁ ଭଲ ପାଇବା ଦେବେ । ମୋ ଉପରେ ସେମାନ ଙ୍କ ଆର୍ଶୀବାଦ ଓ ଭଲ ପାଇବା ଅଛି ବୋଲି ଆଜି ମୁଁ ଏଇଠି ଅଛି । ଏହି ଶଙ୍କର ଚଳଚ୍ଚିତ୍ର ରେ ସିଦ୍ଧାନ୍ତ ମହାପାତ୍ର ନଜର ଆସିବା ସହ ଦିବ୍ୟା , ଦେବ , ଅଭିନେତ୍ରୀ ଦୀପ୍ତି ଅପା ଓ ବ୍ୟାଡ ମ୍ୟାନ କେକେ ଭାଇ ।
ତାହେଲେ ବନ୍ଧୁଗଣ ଏହି ଚଳଚ୍ଚିତ୍ର ଟି ନିଶ୍ଚୟ ଆପଣ ମାନ ଙ୍କୁ ବେଶ୍ ପସନ୍ଦ ଆସିବ ଓ ଏହା ଖୁବ୍ ଶୀଘ୍ର ରିଲିଜ୍ ହେବ ସିନେମା ହଲ ରେ । ଆପଣ ମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ କେବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ନେଇ ଚଳଚ୍ଚିତ୍ର ଆସିବ , ଆଗାମୀ ଦିନ ରେ ଏକ ଭଲ କାହାଣୀ କୁ ନେଇ ଚଳଚ୍ଚିତ୍ର ଆସୁଛି ।
ଦେଖାଯାଉ ଅଭିନେତା ସିଦ୍ଧାନ୍ତ ମହାପାତ୍ର ବା ମୁନା ଭାଇ ଙ୍କ ଚଳଚ୍ଚିତ୍ର କୁ ଦର୍ଶକ ମାନେ କେତେ ଭଲ ପାଇବା ଦେଉଛନ୍ତି । ଆଗାମୀ ଦିନ ମାନ ଙ୍କ ରେ ଆପଣ ମାନେ ଅନେକ ଚଳଚ୍ଚିତ୍ର ଦେଖିବାକୁ ପାଇବେ ଓ ବର୍ତ୍ତମାନ୍ ସମୟ ରେ ସମସ୍ତ ସୁଟିଂ ସେଟ ସରି ଯାଇଛି ଖାଲି ରିଲିଜ୍ ହେବା ର ବାକି ରହିଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।