ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ଓ ସୁନ୍ଦରତା ପାଇଁ ବେଶ୍ ଲୋକ ପ୍ରିୟ ।
ବନ୍ଧୁଗଣ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ୍ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଦୀର୍ଘ ବର୍ଷ କାମ କରି ଆସୁଛନ୍ତି । ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯାହାଙ୍କ ସାନ ଭଉଣୀ ମଧ୍ୟ ଦେଖିବାକୁ ବହୁତ୍ ସୁନ୍ଦର୍ । ଆଜି ଆମେ ସେହି ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ସହ ଏହି ଅଭିନେତ୍ରୀ ଙ୍କ ସାନ ଭଉଣୀ ବିଷୟ ରେ ଜାଣିବା
ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ରିୟା ଦେ , ଯିଏ କି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ଆଜି ଅଭିନେତ୍ରୀ ରିୟା ଙ୍କ ସାନ ଭଉଣୀ ଙ୍କ ବିଷୟ ରେ ଜାଣିବା ଯିଏ କି ରିୟା ଦେ ଙ୍କ ଠାରୁ ଅଧିକ ସୁନ୍ଦର ତାହେଲେ ଆସନ୍ତୁ ଜାଣିବା । ଆପଣ ମାନେ ଅଭିନେତ୍ରୀ ରିୟା ଦେ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।
ଆପଣ ମାନେ ତାଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ । ସମସ୍ତ ଚଳଚିତ୍ର ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ନଜର ଆସୁଛନ୍ତି ଓ ସେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ବହୁ ଅଭିନେତା ଙ୍କ ସହ ଅଭିନୟ କରି ସାରିଛନ୍ତି । ବର୍ତ୍ତମାନ୍ ସମୟ ରେ ତାଙ୍କୁ 29 ବର୍ଷ ଓ ସେ ଅଭିନୟ କରିବା ର 6 ବର୍ଷ ହୋଇ ଗଲାଣି ।
ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କ ଭଉଣୀ ଙ୍କ ନାମ ହେଉଛି ଦୀୟା । ରିୟା ଙ୍କ ଭଉଣୀ ଯିଏ କି ଦେଖିବା ପାଇଁ ବେଶ୍ ସୁନ୍ଦର୍ , ଆପଣ ମାନେ ରିୟା ଙ୍କ ଭଉଣୀ କୁ ଦେଖିବାକୁ ପାଉ ଥିବେ ଆମର ଏହି ପେଜ ମାଧ୍ୟମ ରେ ସେ ଅଭିନେତ୍ରୀ ରିୟା ଙ୍କ ନଜର ଆସିଛନ୍ତି । ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ ରିୟା ଙ୍କ ଭଉଣୀ କୁ ନେଇ ଏକ ଖବର ଆସିଛି
ହଁ ବନ୍ଧୁ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଏକ ଖବର ଭାଈରାଲ ହେବା ରେ ଲାଗିଛି ଓ ଏହି ଖବର ରେ ଶୁଣିବାକୁ ମିଳିଛି ଅଭିନେତ୍ରୀ ରିୟା ଙ୍କ ଭଉଣୀ ଆଗାମୀ ଦିନ ମାନ ଙ୍କ ରେ ଏକ ଚଳଚ୍ଚିତ୍ର ରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଖବର ପଛ ର ସତ୍ୟତା କଣ ଜଣା ନାଇଁ କିନ୍ତୁ ଦେଖାଯାଉ ଆଗାମୀ ଦିନ ମାନ ଙ୍କ ରେ ଜଣା ପଡି ଯିବ ଖବର ପଛ ର ସତ୍ୟତା ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।