ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ସାରା ସିନେମା ଓ ଧାରାବାହିକ ରେ ଅଭିନୟ କରନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ ଓ ତାଙ୍କ ଅଭିନୟ ଦେଖିବାକୁ ସବୁ ଦର୍ଶକ ମାନେ ମଧ୍ୟ ବହୁତ ପସନ୍ଦ କରିଥାନ୍ତି । ତେବେ ବହୁତ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବିଷୟ ରେ ଜାଣିବାକୁ ବହୁତ ଇଛା ହୁଏ ସମସ୍ତ ଙ୍କ ର ।
ତେବେ ବର୍ତ୍ତମାନ ସମୟ ରେ ଆପଣ ମାନଂକୁ ଆମେ ଏକ ଅଭିନେତା ଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ବହୁତ ଭଲ ପାଆନ୍ତି ତାଙ୍କ ଅଭିନୟ କୁ । ତେବେ ଆସନ୍ତୁ ଜାଣିବା ଏହି ଅଭିନେତା ଙ୍କ ବିଷୟ ରେ । ଯଦି ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତାହେଲେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।
ତେବେ ଆପଣ ଅଭିନେତା ଗୁଡ଼ୁ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ସେ ତାଙ୍କ ସୁନ୍ଦର ଅଭିନୟ ପାଇଁ ଖୁବ ପରିଚିତ୍ ଅଛନ୍ତି ଓଡିଶା ବାସି ଙ୍କ ଆଗରେ । ସେ ହାସ୍ୟ ଅଭିନୟ , ଇମୋସ୍ନାଲ୍ ସବୁ ଅଭିନୟ କୁ ସେ ବହୁତ ସୁନ୍ଦର ଭାବରେ କରନ୍ତି । ସେ ବହୁତ ସିନେମା ରେ ନଜର ମଧ୍ୟ ଆସିଛନ୍ତି । ସେ ସବୁବେଳେ ହିରୋ ର ସାଙ୍ଗ ଭୂମିକା ରେ ନଜର ରେ ଆସିଛନ୍ତି ।
ସେ ସବୁ ବେଳେ ସୋସିଆଲ ମିଡ଼ିଆ ରେ ଭାଇରାଲ ଥାଅନ୍ତି । ଆପଣ ମାନେ ଜନୁଥିବେ ୟା ଭୀତ ରେ ଗୁଡ଼ୁ ଙ୍କ ର ବାହାଘର ବି ସାରି ଯାଇଛି । ସେ ତାଙ୍କ ସ୍ତ୍ରୀ ଙ୍କ ସହ ବହୁତ ଖୁସି ରେ ଅଛନ୍ତି କିନ୍ତୁ ବାହାଘର ପରେ ପରେ ତାଙ୍କ ମାଆ ଏ ଦୁନିଆ ଛାଡି ଚାଲି ଯାଇଥିଲେ ଯାହା ପାଇଁ ସେ ମଝୀ ରେ ବହୁତ ଦୁଃଖ ରେ ରହିଥିଲେ । କିନ୍ତୁ ତାଙ୍କ ସ୍ତ୍ରୀ ତାଙ୍କୁ ବହୁତ ଖୁସି ଦେଇଥିଲେ । ଯାହା ପାଇଁ ସେ ପ୍ରାୟ ସମୟ ଖୁସି ରେ ଥିଲା ଭଳି ଲାଗେ ।
View this post on Instagram
ତେବେ ବର୍ତ୍ତମାନ ସମୟରେ ଗୁଡ଼ୁ ନଜର ରେ ଆସିଛନ୍ତି ଜିମ୍ ୱାର୍କ ରେ । ସେଠାରେ ବହୁତ ପରିଶ୍ରମ କରୁଛନ୍ତି ଆପଣ ମାନେ ଜାଣିଛନ୍ତି ଜିମ୍ ରେ ବହୁତ ପ୍ରକାର ମେସିନ ଥାଏ ଯାହା ଦ୍ବାରା ନିଜ ର ଫିଟିନେସ୍ ଉପରେ ଧ୍ୟାନ୍ ରଖି ହେବ । ଯାହା ପାଇଁ କି ଗୁଡ଼ୁ ବହୁତ ପରିଶ୍ରମ କରୁ ଥିବାର ନଜର ରେ ଆସିଛନ୍ତି । ଯାହାର କି ଭିଡିଓ ଟି ନିଜେ ଅଭିନେତା ଗୁଡ଼ୁ ଭିଡିଓ ବନେଇ ସେୟାର କରିଛନ୍ତି ସୋସିଆଲ୍ ମିଡିଆ ରେ । ଆଉ ତାହା ସହ ସେ ବହୁତ ଖୁସି ମଧ୍ୟ ଥିବାର ଜଣା ପଡିଛି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।