Breaking News

ପତ୍ନୀ ତୃପ୍ତି ଆଣିଛନ୍ତି ସାଂଘାତିକ ଅଭିଯୋଗ !! ସତ ପ୍ରମାଣିତ ହେଲେ ହୋଇପାରେ ଜେଲ … ଦେଖନ୍ତୁ

ଚେନ୍ନାଇରୁ ଫେରିବା ପରେ ସିଧା ବାପା-ମାଆଙ୍କ ପାଖକୁ ଚାଲିଯାଇଥିଲେ ବାବୁସାନ୍ । ଗଣମାଧ୍ୟମ ପ୍ରତିନିଧି ଅପେକ୍ଷା କରିଥିଲେ କେବେ ପ୍ରତିକ୍ରିୟା ରଖିବେ ବାବୁସାନ । ଫ୍ୟାନ୍‌ ବି ଘଂଟା ଘଂଟା ଧରି ଅପେକ୍ଷା କରିଥିଲେ ଜଗନ୍ନାଥ ବିହାର ସ୍ଥିତ ଘର ଆଗରେ । ଆଜି ମା ଅପରାଜିତାଙ୍କ ସହ ଘର ବାଲକୋନିକୁ ଆସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ବାବୁସାନ୍ । ସେ କହିଛନ୍ତି ଯେ, ସେ ଠିକ୍ ସମୟରେ ଠିକ୍ ଜିନିଷ କହିବେ । ହେଲେ ସେ କେବେ ପତ୍ନୀ ତୃପ୍ତି ଓ ପୁଅ ପାଖକୁ ଯାଉଛନ୍ତି, ତାଉପରେ ସମସ୍ତଙ୍କ ନଜର ରହିଛି । ଏଥିସହ ପ୍ରଶ୍ନ ଉଠିଛି, କେବେ ବାବୁସାନଙ୍କୁ ପଚରାଉଚରା କରିବ ପୋଲିସ ?

ସେପଟେ ପ୍ରକୃତିଙ୍କ ପକ୍ଷରୁ ହୋଇଥିବା ମାମଲାରେ ତୃପ୍ତି ଶତପଥୀଙ୍କୁ ପୋଲିସ ପଚରାଉଚୁରା କରିସାରିଛି । ଏବେ ପାଳି ବାବୁସାନଙ୍କର । ତୃପ୍ତିଙ୍କ ଏତଲା ଆଧାରରେ ବାବୁସାନଙ୍କୁ ନୋଟିସ କରିଛି ଖାରବେଳ ନଗର ପୋଲିସ । ଖୁବଶୀଘ୍ର ଥାନାକୁ ଡାକି ବାବୁସାନଙ୍କୁ ଜେରା କରିପାରେ ପୋଲିସ । ତେବେ ଏହା ପୂର୍ବରୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିସାରିଛନ୍ତି ବାବୁସାନ ।

ତାହେଲେ ଗିରଫ ଦରି ଭୟ ରହିଛି କୁ ? ନହେଲେ ହାଇକୋର୍ଟ କାଇଁ ଯାଇଥାନ୍ତେ । ଏପଟେ ପତ୍ନୀ ଆଧାର ରେ ତଦନ୍ତ କରୁଛି ଖାରବେଳ ଥାନା ପୋଲିସ . ସ-ଙ୍ଗୀ-ନ ଅଭିଯୋଗ ଆଣିଛନ୍ତି ପତ୍ନୀ ତୃପ୍ତି । ୪୯୮ A ଓ ୫୦୬ ଏହି ଦୁଇଟି ଦଫା ଲାଗିଛି । ୪୯୮ A ରେ ପତ୍ନୀ କୁ ନି-ର୍ଯା-ତ-ନା ଦେବା ଓ ୫୦୬ ରେ ହତ୍ୟା ଧମକ ଅଭିଯୋଗ ଆଣିଛନ୍ତି ।ଏତଲା ରେ ଦର୍ଶାଇଛନ୍ତି ଦୁଇ ବର୍ଷ ହେଲା ସେ ନିର୍ଯାତିତା ।

ପ୍ରକୃତି ମିଶ୍ର ଆସିବା ପରଠାରୁ ବୈବାହିକ ଜୀବନରେ ଝଡ ଆରମ୍ଭ ହୋଇଛି । ଖରାପ ଉଦ୍ଦେଶ୍ୟ ରଖି ବାରମ୍ବାର ହଇରାଣ କରି ଓ ହତ୍ୟା ଧମକ ଦେଉଥିବା ମଧ୍ୟ ଏତଲାରେ ଲେଖିଛନ୍ତି । ଏପଟେ ଆଉ ଗୋଟେ ସା-ଙ୍ଘା-ତି-କ ଅଭି ଯୋଗ ଆଣିଛନ୍ତି ତୃପ୍ତି ବାବୁଶାନ୍ ୨୪ ଘଣ୍ଟା ନିଶା ରେ ଚୂର୍ ରହୁଥିଲେ । ରାତି ରାତି ଘରକୁ ଫେରୁ ନଥିଲେ କୁ ସ୍ତ୍ରୀ ପିଲାଙ୍କ ଦାୟିତ୍ଵ ନେଇ ନଥିଲେ । ଏ ସବୁ ପାଇଁ ସାହାଯ୍ୟ କରୁଥିଲେ ପ୍ରକୃତି ମିଶ୍ର । ପୋଲିସ ନିଶ୍ଚିତ ଜାଣିବାକୁ ଚାହିଁବ ଏହି ନିଶା କାରବାର ଚେର କେଉଁଠୁ ଲମ୍ବିଛି । ଓଡିଆ କଳାକାର କେଉମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ? ଯଦି ଏହି ସବୁ ସତ ପ୍ରମାଣିତ ହୁଏ ବାବୁଶାନ୍ ଙ୍କୁ ୫ ବର୍ଷ ଜେଲ ହୋଇପାରେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *