Breaking News

ପପୁ ପମ ପମ (Papu Pom Pom) ସେ ଝିଅ ଟି ମୋ ଘର ପାଖ ପିଲା ତେଣୁ ତାକୁ ତୁ ଭଲ ରେଜଲ୍ଟ କଲେ ଭଲ ରୋଲ ଦେବି – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ପପୁ ପମ୍ ପମ ଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରୀ ର ବହୁତ ଜଣାସୁଣା ଅଭିନେତା ହେବା ସହ ବହୁତ ଲୋକପ୍ରିୟ ହାସଲ ମଧ୍ୟ କରି ସାରିଛନ୍ତି । ତେବେ ସେ ହାସ୍ୟ ଅଭିନେତା ଭାବରେ ସୁପରିଚିତ ଅଟନ୍ତି ତାଙ୍କୁ ଛୋଟ ପିଲା ରୁ ଆରମ୍ଭ କରି ବୟସ୍କ ଲୋକ ମାନେ ବି ତାଙ୍କୁ ହାସ୍ୟ ଅଭିନେତା ଭାବରେ ବହୁତ ଭଲ ଭାବରେ ଜାଣନ୍ତି ।


ପପୁ ପମ୍ ପମ୍ କେବଳ କମେଡିୟାନ ନୁହନ୍ତି ସେ ସିନେମା ରେ ଭଲ ହିରୋ ଓ ଡିରେକ୍ସନ୍ , ପ୍ରଡୁସର୍ ସବୁଥିରେ ନିଜର ଭଲ ଦକ୍ଷତା ଦେଖେଇ ସାରିଛନ୍ତି ପପୁ ପମ୍ ପମ୍ । ଏଭଳି ବି ନିଜେ ମ୍ୟୁଜିକ୍ ଡିରେକ୍ଟର ଭାବରେ ମଧ୍ୟ ନିଜର ନାଁ କୁ କମେଇ ସାରିଛନ୍ତି । ସେ ସୁନ୍ଦର ଗୀତ ଗାଇ ମଧ୍ୟ ଦର୍ଶକ ମାନଙ୍କ ମନ କୁ ନିଜର କରି ସାରିଛନ୍ତି । ତେବେ ତାଙ୍କୁ ନେଇ ଏମିତି କିଛି ଖବର ଆସି ଥିଲା ପପୁ ପମ ପମ ଙ୍କ ବିରୋଦ୍ଧରେ ଯାହା ବହୁତ ଦିନ ଧରି ଲୁଚି ଯାଇଥିଲେ ଅଭିନୟ ପରଦା ରୁ ।

ଆପଣ ମାନେ ଜାଣିଥିବେ କି 6 ବର୍ଷ ପୁରୁଣା 2016 ରେ ଅଭିନୟ କରୁଥିବା ବହୁ ଚର୍ଚ୍ଚିତ କମେଡି କିଙ୍ଗ୍ ଅଭିନେତା ପପୁ ପମ୍ ପମ୍ ଙ୍କ ବିରୁଦ୍ଧରେ କାଷ୍ଟିଂ କା-ଉ-ଚ ର ଯେଉଁ ଅଭିଜୋଗ ମାମଲା ଆସିଥିଲା ସେଥିରୁ ତାଙ୍କୁ ନିର୍ଦୋଷ ରେ ଖଲାସ୍ କରା ଯାଇଛି । ଆଉ ଏ ନେଇ ପପୁ ପମ ପମ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ଗଣ ମାଧ୍ୟମ ସାମ୍ନା ରେ ।

ତେବେ ଆସନ୍ତୁ ଜାଣିବା କ’ଣ ହୋଇ ଥିଲା ତାଙ୍କ ସହ ଓ ସେ ଅଭିଯୋଗ ଦେଇଥିବା ନା-ବା-ଳି-କା ଜଣଙ୍କ କିଏ ଆଉ ସିଏ କ’ଣ ପାଇଁ ଅଭିଯୋଗ ଆଣିଲେ ପପୁ ପମ ପମ ଙ୍କ ନାଁ ରେ । ଏହି ନା-ବା-ଳି-କା ଜଣଙ୍କ ତାଙ୍କ ଘର ପାଖ ରୁ । ସେ ସବୁବେଳେ ପପୁ ପମ ପମ ଙ୍କ ସହ ଦେଖା କରୁଥିଲା ଯେହେତୁ ପପୁ ପମ ପମ ଜଣେ ହାସ୍ୟ ଅଭିନେତା ତେଣୁ ତାଙ୍କ ସହ ସେ ଝିଅ ଟି ଫୋଟ ଉଠାଏ ।

ଆଉ ସେ ଅଭିନୟ କରିବାକୁ ଚାହୁଁଥିଲା ତେଣୁ ସେ ସବୁବେଳେ ଅନୁରୋଧ କରେ ପପୁ ପମ ପମ ଙ୍କୁ । ଯେହେତୁ ଝିଅ ଟି 10ମ ଶ୍ରେଣୀ ରେ ପଢୁ ଥିଲା ତେଣୁ ପପୁ ପମ ପମ ତାଙ୍କୁ କହୁଥିଲେ କି ତୋର 10ମ ସରିଗଲେ ଭଲ ରେଜଲ୍ଟ ରଖିଲେ ତାଙ୍କୁ ଗୋଟେ ଭଲ ରୋଲ ଦେବେ ବୋଲି । ଏହି କଥା ସେହି ଝିଅ ର ମାଆ ବାପା ବି ଜାଣିଛନ୍ତି ।

କିନ୍ତୁ ହଠାତ୍ କ’ଣ ହେଲା କେଜାଣି ଏକ ଚ୍ୟାନେଲ ରେ ମୁହଁ ରେ କଳା କନା ବାନ୍ଧି କି କହିଲେ ଆଉ ପରେ ଏ ଝିଅ ବି ଅନ୍ୟ ଏକ ଚ୍ୟାନେଲ୍ ମନ ଇଚ୍ଛା କହିଲା ଏ ବିଷୟ୍ ରେ ପପୁ ପମ ପମ କିଛି ଜାଣି ନଥିଲେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *