ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଗୋଟିଏ ଘଟଣା ଅଧିକ ଘଟି ଚାଲିଛି ଓ ଏହି ଘଟଣା ଟି ହେଉଛି ପରକୀୟା ପ୍ରୀତି । ବର୍ତ୍ତମାନ ସମୟ ରେ ଏହା ବହୁ ପରିମାଣ ରେ ଚାଲିଛି । ପରକୀୟା ପ୍ରୀତି ଅପରା-ଧ ନୁହେଁ, ହଁ ବନ୍ଧୁ ଏହି କଥା ଟି ଆମେ ଆପଣ ଙ୍କୁ କହୁ ନାହୁଁ ଏହି କଥା ଟି ସୁପ୍ରିମ କୋର୍ଟ ଜଣାଇଛନ୍ତି । ପରକୀୟା ପ୍ରୀତି ଅପ-ରାଧ ନୁହେଁ । ବର୍ତ୍ତମାନ ସମୟ ରେ ସମାଜ ରେ ଏହି ଭଳି ଘଟଣା ଘଟୁଛି ।
ଏହି ସମାଜ ରେ ବର୍ତ୍ତମାନ ସମୟ ରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଥିବା ପବିତ୍ର ସମ୍ପର୍କ ରେ କଳଙ୍କ ଲଗାଇ ଛନ୍ତି କିଛି ପୁରୁଷ ଓ ନାରୀ ମାନେ । ଏଠି ଜଣେ ନାରୀ ପାଇଁ ତାର ସ୍ବାମୀ ଥିଲେ ମଧ୍ୟ ପର-କୀୟା ପ୍ରୀତି ପଡ଼ି ପର ପୁରୁଷ ସହ ପ୍ରେମ ସମ୍ପର୍କ ରଖିବା ସହ ଶାରୀ-ରିକ ସଂପର୍କ ରଖୁଛନ୍ତି । ଠିକ୍ ସେହିଭଳି କିଛି ସ୍ବାମୀ ମାନେ ଅଛନ୍ତି ଯେଉଁ ମାନ ଙ୍କ ସ୍ତ୍ରୀ ଥିଲେ ମଧ୍ୟ ପର ନାରୀ ସହ ଶାରୀ-ରିକ ସଂପର୍କ ରଖି ଥାଆନ୍ତି ।
ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ପର-କୀୟା ପ୍ରୀତିକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଆସୁଛି । ବର୍ତ୍ତମାନ ସମୟ ରେ ଏକ ଖବର ଆସୁଛି ଓ ଆଜି ଆମେ ସେହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ । ବର୍ତ୍ତମାନ ସମୟ ରେ ମୟୂରଭଞ୍ଜକୁ ଜିଲ୍ଲା ମୋରଡଥାନା ଅନ୍ତର୍ଗତ ହଳଦୀପାଳ ଗ୍ରାମ ରୁ ଆସିଛି ଏକ ଘଟଣା ।
ବର୍ତ୍ତମାନ ସମୟ ରେ ଜଣେ ମହିଳା ଯାହାଙ୍କ ସ୍ବାମୀ ରୋଜଗାର ପାଇଁ କର୍ମକ୍ଷେତ୍ର କୁ ଯାଇଥିବା ସମୟ ରେ ତାର ଫାଇଦା ଉଠାଇ ସ୍ତ୍ରୀ ପର ପୁରୁଷ ସହ ରଖୁଥିଲା ଶାରିରୀକ ସମ୍ପର୍କ , ଏହା ବେଶୀ ଦିନ ଯାଏ ରହିଲା ନାହିଁ । ପୁରୁଷ ଜଣକ ମହିଳା ଙ୍କ ପାଖ କୁ ରାତି ଅଧ୍ ରେ ଆସିଥିଲେ ଘର ଲୋକ ସୋଇ ପଡ଼ିବ ପରେ । ମହିଳା ଙ୍କ ପାଖ କୁ ଯାଇଥିଲେ । ସମ୍ପର୍କ ରଖିଥିବା ସମୟ ରେ କେଁ କଟର ଶବ୍ଦ ହେଉଥିଲା ।
ଏହାକୁ ମହିଳାନଙ୍କ ଶୁଣିବା ପରେ ସେ ପାଖ ରେ ଥିବା ପଡୋଶୀ ଓ ଗ୍ରାମ ବାସୀ ଙ୍କୁ ଡାକି ଥିଲେ । ମହିଳା ଙ୍କ ପାଖ ରୁ ଯୁବକ ଜଣକ ଘର ର ଝରକା ଡେଇଁ ଚାଲିଯିବା କୁ ଉଦ୍ୟମ କରୁଥିବା ସମ ରେ ଲୋକ ମାନେ ଧରି ପକାଇଲେ । ଧରା ପଡ଼ିବ ପରେ ଉଭୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଥିଲେ । ମହିଳା ଙ୍କୁ ମା-ଡ ହେବା ସହ ଯୁବକ କୁ ମଧ୍ୟ ମା-ଡ ହୋଇଥିଲା ।
ଉଭୟ ଙ୍କ କଥା ଟି ଯାହା ଜଣା ପଡିଲା ଯେ ଯୁବକ ଜଣକ ଟଙ୍କା ପାଇଁ ଯାଇଥିଲେ ଓ ଗାଆଁ ଲୋକ କୁ ଦେଖି ମହିଳା ଜଣକ ତାଙ୍କୁ ଘରେ ପୁରାଇ ଦେଇଥିଲେ ବୋଲି । ସତ୍ କଣ ତାହା ସମସ୍ତେ ଜାଣିଲେ ଚୋର ଘର ସବୁବେଳେ ଅନ୍ଧାର ହୋଇ ନ ଥାଏ , ସୁଧୁରି ଯାଅ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।